Daily Archives

January 24, 2022

କ’ଣ ରହିଛି ଋଷ-ୟୁକ୍ରେନ୍ ବିବାଦ? କାହିଁକି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି । ଜାଣନ୍ତୁ, ପୂରା…

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଛି । ଦୁଇ ଦେଶର ସେନା ସୀମାରେ ମୁତୟନ ହୋଇ ରହିଛି । ଗତ ବର୍ଷ ଅକ୍ଟୋବର ମାସରୁ ୟୁକ୍ରେନ୍ ସୀମାରେ ଋଷ ଯୁଦ୍ଧାସ୍ତ୍ର ଠୁଳ କରୁଥିବା ସାଟେଲାଇଟ୍ ଇମେଜ୍ରେ ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁକ୍ରେନ୍ ସମେତ ୟୁରୋପୀୟ…

ବଢି ବଢି ଚାଲିଛି ଋଷ-ୟୁକ୍ରେନ୍ ବିବାଦ: ଦୁଇ ଦେଶ ମଧ୍ୟରେ କେବେ ବି ହୋଇପାରେ ଯୁଦ୍ଧ!

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ଭିତରେ ବିବାଦ ଏତେ ଆଗକୁ ବଢିଯାଇଛି ଯେ, ଏବେ ଯୁଦ୍ଧ ପରିସ୍ଥିତିକୁ ଏଡାଇବା କଷ୍ଟକର ହୋଇ ପଡିଛି । ଆମେରିକାର କହିବା କଥା ପରିସ୍ଥିତି ଏବେ ଅସମ୍ଭାଳ ହୋଇ ସାରିଛି । କୌଣସି ବି ମୁହୂର୍ତରେ ଋଷିଆ, ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ । ଏଭଳି ଆଶଙ୍କା ଏଥିପାଇଁ…

ଥଣ୍ଡାରେ ଥରୁଛି ସାରା ଦେଶ: ଉତରଭାରତରେ ପ୍ରବଳ ତୁଷାରପାତ ସାଙ୍ଗକୁ ହାଡଭଙ୍ଗା ଶୀତର ପ୍ରକୋପ 

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତରଭାରତ । ରାଜଧାନୀ ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ସହରରେ ଜାନୁଆରୀ ୨୪ ସୁଦ୍ଧା ରେର୍କଡ ୮୮.୨ ମିଲିଲିଟର ବର୍ଷା । ଉତରଖଣ୍ଡରୁ ମଧ୍ୟ ଆସିଲା ପ୍ରବଳ ତୁଷାରପାତ ଦୃଶ୍ୟ । ଧଳା ବରଫରେ ଘୋଡେଇ ରହିଛି ବାବା ବଦ୍ରିନାଥଙ୍କ ମନ୍ଦିର । ସେପଟେ…

ପଞ୍ଚାୟତ ଭୋଟ ପୂର୍ବରୁ ବିଜେଡିକୁ ଫାଇଦା । ବିରୋଧୀ ଓହରିଗଲେ, ବିଜେଡି ପ୍ରାର୍ଥୀ ଜିତିଗଲେ! ଜାଣନ୍ତୁ କେଉଁଠି ଭୋଟ…

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଛି ଛକାପଞ୍ଝା । ଏଭଳି ସ୍ଥିତିରେ ସୋମବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଜିଲା ପରିଷଦ ଜୋନ-୨ରୁ ଦଳୀୟ ପ୍ରାର୍ଥିନୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଉଭୟ ବିଜେପି ଓ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଅନ୍ୟପକ୍ଷେ…

ପ୍ରଜ୍ଞାପନମେଢକୁ ନେଇ ତେଜିଲା ରାଜନୀତି: କେନ୍ଦ୍ର ମନା କରିବା ପରେ ରାଜ୍ୟ ପରେଡ ରିହର୍ସଲରେ ଗଡିଲା ପଶ୍ଚିମବଙ୍ଗରେ…

କନକ ବ୍ୟୁରୋ: କେନ୍ଦ୍ରର ମନା ପରେ ରାଜ୍ୟରେ ପରେଡ ରିହେଲସେଲରେ ଗଡିଲା ପ୍ରଜ୍ଞାପନ ମେଢ । କୋଲକାତାରେ ଲାଲ ରୋଡରେ ଗଡିବ ପଶ୍ଚିମବଙ୍ଗରେ ପ୍ରଜ୍ଞାପନ ମେଢ । ଏନେଇ ଜୋର ସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ…

କରୋନା ସଂକ୍ରମଣର ଅଜବ ଟ୍ରେଣ୍ଡ: ଦେଶରେ କମୁଛି ଆର୍-ଭାଲ୍ୟୁ, ସେପଟେ ବଢୁଛି ଦୈନିକ ସଂକ୍ରମଣ ହାର

କନକ ବ୍ୟୁରୋ: କ୍ରମାଗତ ହ୍ରାସ ପାଉଛି ଦେଶର ଆର ଭାଲ୍ୟୁ । ଜାନୁଆରୀ ୧୪ରୁ ୨୧ ମଧ୍ୟରେ ଆର ଭାଲ୍ୟୁ ୧.୫୭କୁ ହ୍ରାସ ପାଇଛି । ଏହା ପୂର୍ବରୁ ୨.୨ ଥିଲା ଆର ଭାଲ୍ୟୁ । ସେହିପରି ଆଉ ଗୋଟିଏ ସପ୍ତାହ ପୂର୍ବରୁ ଏହି ଭାଲ୍ୟୁ ୪ ଥିଲା । ଜାନୁଆରୀ ୭ରୁ ୧୩ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ଦେଶର ଆର…