Browsing Category

ରାଜ୍ୟ

ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ସମନ । ହାଇକୋର୍ଟରେ ଲୋଡିଲେ ଆଗୁଆ ଜାମିନ୍

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ସମନ । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୧୦ରେ ଇଡି ଓ ଅନ୍ୟ ଅଧିକାରୀ କଟକ ଜିଲ୍ଲାରେ ଥିବା ସ୍ଥାୟୀ ଠିକଣାକୁ ଯାଇ ଅନୁସନ୍ଧାନ କରିଥିଲେ । ନଭେମ୍ବର ୧୮ରେ ଭୁବନେଶ୍ୱର ଇଡିର ଦୁଇ ଜଣ…
Read More...

ବିଦେଶୀ ଶକ୍ତି ଓଡିଶାର ଖଣି ଓ ରତ୍ନଭଣ୍ଡାରକୁ କରୁଛନ୍ତି ଲୁଣ୍ଠନ । ତେରେଛା ବାଣ ମାରି କାହାକୁ ଟାର୍ଗେଟ କରୁଛନ୍ତି…

କନକ ବ୍ୟୁରୋ : ପୂର୍ବତନ ବିଜେଡି ବିଧାୟକ ସଂଜୟ ଦାସ ବର୍ମାଙ୍କ ବିସ୍ଫୋରକ ବୟାନ । ଜନସମ୍ପର୍କ ଯାତ୍ରାରେ ସମ୍ବୋଧନ କରି କିଛି ଏପରି ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା, ଯାହା ଏବେ ରାଜନୈତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଜନସମ୍ପର୍କ ଯାତ୍ରାରେ ଉଦବୋଧନ ଦେଇ ସେ କହିଛନ୍ତି, କିଛି…
Read More...

ଅର୍ଚ୍ଚନା ନାଗ ମାମଲାରେ ଖୋଲୁଛି ଖଗେଶ୍ୱରର ପେଡି । ଅର୍ଚ୍ଚନାଙ୍କ ସହ ତାଙ୍କର କି ସମ୍ପର୍କ ଥିଲା ସେ ନେଇ ଗୁଡେଇତୁଡେଇ…

କନକ ବ୍ୟୁରୋ : ଖୋଲୁଛି ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରର କଳା କାରବାରର ପେଡି । ରିମାଣ୍ଡର ଦ୍ୱିତୀୟ ଦିନରେ ଖଗେଶ୍ୱରଙ୍କୁ ଇଡି ଅଧିକାରୀ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ଇଡି ଅଧିକାରୀ । କେବେ ଠାରୁ ତାଙ୍କର ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହ ତାଙ୍କର ସମ୍ପର୍କ ଥିଲା?…
Read More...

ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମାରିଲା ମୋହର ।

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ଦଳ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେପି । ଗତକାଲି ନିଜେ ପ୍ରଦୀପ ବିଜେପିରୁ ପ୍ରାର୍ଥୀ ହେଉଥିବା ନେଇ…
Read More...

ପଦ୍ମପୁର ଉପନିର୍ବାଚନ : ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ନେଇ କୁସୁମ ଟେଟେଙ୍କ ସୂଚନା

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବଡ ସୂଚନା ଦେଇଛନ୍ତି ।…
Read More...

ଓଡ଼ିଶା ଦେଖିଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୂବନେଶ୍ୱରରେ ଦେଖାଗଲାନି ପୂର୍ଣ୍ଣଚନ୍ଦ୍ରଗ୍ରହଣ 

କନକ ବ୍ୟୁରୋ : ଭୁବନେଶ୍ୱର, ପୁରୀ, ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି ଚନ୍ଦ୍ରଗ୍ରହଣ । ସନ୍ଧ୍ୟା ପ୍ରାୟ ୫ଟା ୫ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ମୟୂରଭଞ୍ଜରେ ପ୍ରଥମେ ଦୃଶ୍ୟମାନ ହେବା ପରେ ଧିରେ ଧିରେ…
Read More...

ଶୁଣ ସରକାର : ଦୁର୍ଘଟଣା ଓଲଟ ପାଲଟ କରିଦେଲା ଜୀବନ, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ସହାୟତା ଅପେକ୍ଷାରେ ପରିବାର

କନକ ବ୍ୟୁରୋ : ଦୁର୍ଘଟଣା ଦେଇଦେଲା ଦୁଃଖ । ଭାଙ୍ଗିଗଲା ଭବିଷ୍ୟତ, ଜୀବନ ଏବେ ଯନ୍ତ୍ରଣା ଜର୍ଜରିତ । ଟ୍ରକରେ ହେଲପର୍ କାମ କରୁଥିବା ଯୁବକର ଯେବେ ଦୁର୍ଘଟଣା ହେଲା ସେବେଠୁ ପରିବାର ପେଟକୁ ମିଳୁନି ମୁଠାଏ ଦାନା । ଦୁଇଗୁଣା ହୋଇଯାଇଛି ଦୁଃଖ । ରୋଗୀଣା ଶଯ୍ୟାରେ ପଡି ଲୁହ ଗଡାଉଛନ୍ତି ଲୋଚନ ।…
Read More...

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି । ଆଜି କୋର୍ଟ କଚେରୀ ସମେତ ସରକାରୀ ଅଫିସ ବନ୍ଦ, ରାଜ୍ୟର…

କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି । ଆଜି ସମ୍ବଲପୁରରେ କୋର୍ଟ କଚେରୀ ସମେତ ସରକାରୀ ଅଫିସ ବନ୍ଦ କରିଛନ୍ତି ଜିଲ୍ଲା ଓକିଲ ସଂଘ । ସପ୍ତାହର ପ୍ରତି ବୁଧବାର ବନ୍ଦ ପାଇଁ ଜିଲ୍ଲା ଓକିଲ ସଂଘ ନିଷ୍ପତି ନେଇଛି । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜ୍ୟ…
Read More...

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି

କନକ ବ୍ୟୁରୋ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଓଡିଶା ଗସ୍ତ ବେଳେ ସେ ରାଜଭବନରେ ଅବସ୍ଥାନ କରିବେ । ପରେ ପୁରୀ ଯାଇ…
Read More...

ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥରେ କାର-ଟ୍ରକ ମୁହାମୁଁହିଁ । ଚାଲିଗଲା ୩ ଜୀବନ 

କନକ ବ୍ୟୁରୋ : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟ୍ରକ କାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ କାରଟି ନୟାଗଡ ଅଭିମୁଖେ ଯାଉଥିବା ବେଳେ ବୋଲଗଡ ପଂଚୁକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । …
Read More...