ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋଭିଡ଼ ଲଢ଼େଇରେ ରୋଗୀର  ଶୀଘ୍ର ପରୀକ୍ଷା ସଂକ୍ରମଣକୁ…

ଓଡିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହେଲେ ରୋଗୀ । ଅନିୟନ୍ତ୍ରିତ ମଧୁମେହ…

କନକ ବ୍ୟୁରୋ: ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍…

ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ଭାରତରେ ଖେଳାଯିବନି ବାକି ଆଇପିଏଲ୍ ମ୍ୟାଚ୍ ।

କନକ ବ୍ୟୁରୋ: ଆଇପିଏଲ୍ ଚଳିତ ସିଜିନର ବାକି ମ୍ୟାଚ୍ ଖେଳାଯିବ କି ଯିବନି ତାକୁ ନେଇ ସସପେନ୍ସ ଜାରି ରହିଛି । ଅଧା ରହିଥିବା ଟୁର୍ଣ୍ଣାମେଣ୍ଟ ପୁଣି ଆଗାମୀ ଦିନରେ ଭାରତରେ ହେବା ନେଇ ଆଲୋଚନା ପ୍ରକାଶ ପାଉଥିବାବେଳେ ବିସିସିଆଇ ଏହାକୁ ବିଦେଶରେ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା…

ଟିକାନଥିବାରୁ ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇପାରୁନି ଟିକାକରଣ । ବିଏମସି କମିସନର କହିଲେ, ଟିକା ଆସିଲେ ହେବ ଟିକାକରଣ ।

କନକ ବ୍ୟୁରୋ: କରୋନା ଟିକା ଆସିଲେ ରାଜଧାନୀର ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ପୂର୍ବରୁ ୩୧ଟି ଘରୋଇ ଡାକ୍ତରଖାନାରେ ଟିକାକରଣ କରାଯିବା ପାଇଁ ପ୍ରଥମ ଫେଜରେ ମନୋନୀତ କରାଯାଇଥିଲା । ହେଲେ ବର୍ତମାନ ସୁଦ୍ଧା କୌଣସି ପ୍ରାଇଭେଟ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । ୧୮ରୁ ୪୪ ବର୍ଷ ବର୍ଗର…

କରୋନା ପାଇଁ ସ୍ଥଗିତ ରହିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଜୁନ୍ ୨୩ରେ ନିର୍ବାଚନ ପ୍ରସ୍ତାବକୁ ବିରୋଧ କଲେ ଦଳର ସଦସ୍ୟ…

କନକ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା । ଯେଉଁଥିରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ମାନସମନ୍ଥନ ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ହେଲେ କରୋନା ହେତୁ ଚଳିତ ବର୍ଷ କଂଗ୍ରେସର ଅଧ୍ୟକ୍ଷ…

କଟକ ନିଆଳିରେ ଫଳିଲା ମିଠା ଅଙ୍ଗୁର । ଲକଡାଉନରେ ତରବଣ ଗାଁର ବିଜୟଲକ୍ଷ୍ମୀଙ୍କ ନିଆରା ପ୍ରୟାସ । ଘର ଅଗଣାରେ କଲେ…

କନକ ବ୍ୟୁରୋ: ଇଚ୍ଛା ଥିଲେ ଅସମ୍ଭବ ବି ସମ୍ଭବ ହୁଏ । କଟକ ଜିଲ୍ଲା ନିଆଳି ମାଟିରେ ଫଳିଛି ମିଠା ଅଙ୍ଗୁର । ଏହା ଅବାସ୍ତବ ଲାଗୁଥିଲେ  ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଲକଡାଉନ ସମୟରେ ନିଜ ସମୟକୁ ଅପଚୟ ନକରି ନିଜ ଘର ଅଗଣାରେ ଅଙ୍ଗୁର ଗଛ ଲଗାଇ ନିଜ ପାଇଁ ସ୍ୱତନ୍ତ୍ର…