Daily Archives

April 29, 2024

ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ । ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା ।

କନକ ବ୍ୟୁରୋ: ହ୍ୟାକ୍ ହେଲା ସମ୍ବଲପୁର ବିଜେପି ସାଂସଦଙ୍କ ଫେସବୁକ୍ ଆଇଡି । ବିଜେପିରୁ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲେ ନୀତେଶ ଗଙ୍ଗଦେବ । ସୋମବାର ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେବା ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରିଥିଲେ । ହେଲେ ଏନେଇ କନକ…

ବେଆଇନ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା । ମମତା ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ସିବିଆଇ ତଦନ୍ତ ଉପରେ ରୋକ…

କନକ ବ୍ୟୁରୋ: ବେଆଇନ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ପଶ୍ଚିମବଙ୍ଗରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଏହି ମାମଲାରେ ସିବିଆଇ ତଦନ୍ତ ଉପରେ ରୋକ…

ବାହାରିନ ଓଡିଆ ସମାଜ” ତରଫରୁ ୮୯ ତମ ଉତ୍କଳ ଦିବସ ପାଳନ

କନକ ବ୍ୟୁରୋ: ବାହାରିନର ରାଜଧାନୀ ମାନମାଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଙ୍ଗଠନ "ବାହାରିନ ଓଡ଼ିଆ ସମାଜ", ୮୯ତମ ଉତ୍କଳ ଦିବସ ଧୁମଧାମରେ ପାଳନ କରିଛନ୍ତି। ଏଥିରେ ୧୦୦ ଓଡିଆ ପରିବାର ସମେତ ୩୦୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ। ବାହାରିନରେ ଥିବା ଭାରତୀୟ ଦୂତାବାସ ଆମ୍ବାସଡର୍ ବିନୋଦ…

ସେକ୍ସ ସ୍କାଣ୍ଡାଲରେ ଫସିଲେ ପ୍ରଜ୍ଜ୍ୱଳ ରେଭାନ୍ନା । ମହିଳା କର୍ମୀଙ୍କୁ ଯୌନ ଶୋଷଣର କରୁଥିଲେ ଭିଡିଓ । ନିର୍ବାଚନ ବେଳେ…

କନକ ବ୍ୟୁରୋ: ଅଡୁଆରେ ଜେଡିଏସ୍ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡଙ୍କ ନାତି ପ୍ରଜ୍ଜ୍ୱଳ ରେଭନ୍ନା । ଅଶ୍ଳୀଳ ଭିଡିଓ ମାମଲାରେ ପ୍ରଜ୍ଜ୍ୱଳଙ୍କ ସମସ୍ୟା ବଢିବାରେ ଲାଗିଛି । ମହିଳାକର୍ମୀଙ୍କୁ ବ୍ଲାକମେଲ କରି ସେମାନଙ୍କୁ ନିର୍ଯାତନା ଦେଉଥିବାର ନୂଆ ଅଭିଯୋଗ ଆସିଛି ପ୍ରଜ୍ଜ୍ୱଳ…

ଲୋକସଭା ନିର୍ବାଚନ ପାଇଁ ହେଭିୱେଟ୍ ନେତାଙ୍କ ନାମାଙ୍କନ । ହାଇଭୋଲଟେଜ୍ ରୋଡସୋ’ କରି ପ୍ରାର୍ଥୀ ପତ୍ର ଭରିଲେ ରାଜନାଥ ଓ…

କନକ ବ୍ୟୁରୋ: ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ ବିଜେପିର ପ୍ରଭାବଶାଳୀ ନେତ୍ରୀ ସ୍ମୃତି ଇରାନୀ । ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ପୂଜାର୍ଚ୍ଚନା କରି ଠାକୁରଙ୍କ ଆର୍ଶୀବାଦ…

ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ଚର୍ଚ୍ଚା ବଢାଇଲା ସୋସିଆଲ୍ ମିଡିଆ ପୋଷ୍ଟ ।

କନକ ବ୍ୟୁରୋ: ବିଜେପି ଛାଡିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ସୋମବାର ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିବା ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଇସ୍ତଫା ପଛର କାରଣରେ, ସେ ଅସୁସ୍ତା କାରଣରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା…