Daily Archives

April 2, 2024

ପରୀକ୍ଷା ଉପରେ ନିର୍ବାଚନ ପ୍ରଭାବ । ବଦଳିଲା ୧୦ଟି ପରୀକ୍ଷା ଓ ପ୍ରବେଶିକା ପରୀକ୍ଷାର ତାରିଖ

କନକ ବ୍ୟୁରୋ: ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ପ୍ରବେଶିକା ପରୀକ୍ଷା ଉପରେ ନିର୍ବାଚନ ପ୍ରଭାବ । ନିର୍ବାଚନ ପାଇଁ ପରୀକ୍ଷା ତାରିଖରେ ପରିବର୍ତ୍ତନ । ମେ ୧୯ରୁ ଜୁନ୍ ୧ ଯାଏ ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା…

ପତଞ୍ଜଳି ବିଜ୍ଞାପନ ବିବାଦ ମାମଲାର ସୁପ୍ରିମକୋର୍ଟ ଶୁଣାଣୀ । ବିନା ସର୍ତ୍ତରେ କ୍ଷମା ମାଗିଲେ ବାବା ରାମଦେବ

କନକ ବ୍ୟୁରୋ: ବିନା ସର୍ତ୍ତରେ କ୍ଷମା ମାଗିଲେ ଯୋଗଗୁରୁ ବାବା ରାମଦେବ । ପତଞ୍ଜଳୀର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ହାଜର ହୋଇ ରାମଦେବ ଓ ପରିଚାଳନା କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ର୍ରିଷ୍ଣା ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । ତେବେ ଉଭୟଙ୍କ…

କଂଗ୍ରେସକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, କେଜ୍ରିୱାଲଙ୍କ ଗିରଫ ପାଇଁ କଂଗ୍ରେସ ହିଁ ଦାୟୀ ।

କନକ ବ୍ୟୁରୋ: କଂଗ୍ରେସକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ପିନାରାଇ ବିଜୟନ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀରୁ କଂଗ୍ରେସ ଉଚିତ୍ ଶିକ୍ଷା ଶିଖିବା ଦରକାର । ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସ ବିରୋଧୀ ଇଣ୍ଡିଆ ମଙ୍ଗ ଧରିଥିବା ବେଳେ ଏହାର ନେତୃତ୍ୱ…

ଆତିଶୀ ମାର୍ଲେନା ବଡ ଦାବି । କହିଲେ ଦଳରେ ସାମିଲ ହେବାକୁ ବିଜେପି ଦେଇଛି ଅଫର । ସାମିଲ ନହେଲେ ଇଡି ଗିରଫ ନେଇ ମିଳିଛି…

କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ମାର୍ଲେନା । ବିଜେପି ସରକାରଙ୍କ ଉପରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ । ଆତିଶୀ କହିଛନ୍ତି ତାଙ୍କୁ ମିଳିଛି ବଡ ଅଫର । ବିଜେପିରେ ସାମିଲ ନହେଲେ ଦଳ ତାଙ୍କୁ ଇଡି…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି । ୬ମାସ ପରେ ସାଂସଦଙ୍କୁ ମିଳିଲା ଜାମିନ

କନକ ବ୍ୟୁରୋ: ଆମ ଆଦମୀ ପାର୍ଟି ନେତା ସଂଜୟ ସିଂଙ୍କୁ ଆଶ୍ୱସ୍ତି । ୬ ମାସ ପରେ ସର୍ତ୍ତ ସହ ସଞ୍ଜୟଙ୍କୁ ମିଳିଛି ଜାମିନ । ତେବେ ତଳ କୋର୍ଟ ସଞ୍ଜୟଙ୍କ ପାଇଁ ସର୍ତ୍ତ ସ୍ଥିର କରିବେ ବୋଲି ସୁପ୍ରିମକୋର୍ଟ ଆଜିର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ…

କଂଗ୍ରେସ ଭବନରେ ଟିକେଟ୍ କଳି ! ଧାରଣା ଦେଲେ ସୁଦର୍ଶନଙ୍କ ସମର୍ଥକ । ସେପଟେ ବିଜେପି ଅଫିସରେ ବି ହୋ ହଲ୍ଲା

କନକ ବ୍ୟୁରୋ: କଂଗ୍ରେସ ଭବନରେ ଟିକେଟ୍ ପାଇଁ ଧାରଣା ଦେଇଛନ୍ତି କଂଗ୍ରେସ କର୍ମୀ । ଜଳେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିବା ସୁଦର୍ଶନ ଦାସଙ୍କ ଶହ ଶହ ସମର୍ଥନ ଧାରଣାରେ ବସିଥିଲେ । ଯଦିଓ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ଏବଂ ଏଥିରେ ଜଳେଶ୍ୱର ଆସନ…