Browsing Category

ନିର୍ବାଚନ ଖବର

ଆରମ୍ଭ ହେଲା ପାଟକୁରା ଲଢେଇ । ଗାଁ ଗାଁରେ ପହଞ୍ଚିଲେଣି ନେତା । ଭୋଟରଙ୍କୁ ମନାଇବାକୁ ଚାଲିଛି ପ୍ରୟାସ

କନକ ବ୍ୟୁରୋ: ଆରମ୍ଭ ହେଲା ପାଟକୁରା ଲଢେଇ । ଗାଁ ଗାଁରେ ପହଞ୍ଚିଲେଣି ନେତା । ଭୋଟରଙ୍କୁ ମନାଇବାକୁ ଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଚଳିତ ମାସ ୨୦ ତାରିଖରେ ପାଟକୁରା ବିଧାନସଭା ଆସନପାଇଁ ନିର୍ବାଚନ ହେବ । ଭୋଟଗଣତି ୨୪…
Read More...

ପାଟକୁରା ପାଇଁ ପ୍ରସ୍ତୁତ ବିଜେଡି। ସଂଜୟ କହିଲେ, ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି

କନକ ବ୍ୟୁରୋ: ଆଗକୁ ରହିଛି ପୌର ନିର୍ବାଚନ । ତେଣୁ ଦଳୀୟ ସଙ୍ଗଠନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିଧାୟକଙ୍କ ସହ ଆଜି ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ ନିବାସରେ ବସିଥିବା ବୈଠକରେ ବିଜେଡିର ସମସ୍ତ ନୂଆ ଓ ପୁରୁଣା ବିଧାୟକଙ୍କୁ ଗୁରୁମନ୍ତ୍ର…
Read More...

ମାନିବେ କି ରାହୁଲ? ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧୀ; ମନାଇବା ପାଇଁ ଆଜି ଦିଲ୍ଲୀରେ ଯୁବରାଜଙ୍କୁ ଭେଟିବେ କଂଗ୍ରେସ…

କନକ ବ୍ୟୁରୋ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଜିଦରେ ଅଟଳ ରହିଥିବା ରାହୁଲ ଗାନ୍ଧିଙ୍କୁ ମନାଇବାକୁ ଉଦ୍ୟମ ଜାରି ରହିଛି । ଆଜି ଦିଲ୍ଲୀରେ କଂଗ୍ରେସ ଯୁବରାଜଙ୍କୁ ଭେଟିବେ କଂଗ୍ରେସ ଶାସିତ ରାଜ୍ୟର ମୁଖମନ୍ତ୍ରୀ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ,…
Read More...

ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଥମୁନି ଚର୍ଚ୍ଚା: ଆସିଲା ସାଂସଦରୁ ମନ୍ତ୍ରୀ ହେବା ନେଇ ରୋଚକ କାହାଣୀ; ପ୍ରତାପଙ୍କୁ ମନ୍ତ୍ରୀ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ପାଳିର ଶପଥ ଗ୍ରହଣ ସମାରୋହ ଦିନରୁ ହିଁ ସାରା ଦେଶରେ ହେଉଛି ୬୪ ବର୍ଷୀୟ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଜୟ ଜୟ କାର । କିଏ ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଆରମ୍ଭ କରି ଜାତୀୟ…
Read More...

ନବ ନିର୍ବାଚିତ କଂଗ୍ରେସ ସାଂସଦଙ୍କ ଆଜି ବୈଠକ। ସଂସଦୀୟ ଦଳ ନେତା ନିର୍ବାଚନ ସହ ଆଗାମୀ ଅଧିବେଶନ ପାଇଁ ହେବ ରଣନୀତି…

କନକ ବ୍ୟୁରୋ: କଂଗ୍ରେସ ନବ ନିର୍ବାଚିତ ସାଂସଦଙ୍କର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳର ନେତା ମଧ୍ୟ ବାଛିବା ସମ୍ଭାବନା ରହିଛି । ଆଜି ହେବାକୁ ଥିବା ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ ଏବଂ ସମସ୍ତ ୫୨ ଜଣ କଂଗ୍ରେସ ସାଂସଦ ଉପସ୍ଥିତ ରହିବେ ବୋଲି…
Read More...

ପୁଣି ଚମକାଇଦେଲେ ମୋଦି । ନମ୍ବର ଥ୍ରୀରେ ଶପଥ ନେଇଥିବା ଶାହା ହେଲେ ନମୋଙ୍କ ମନ୍ତ୍ରୀମଣ୍ଡଳରେ ନମ୍ବର ଟୁ

କନକ ବ୍ୟୁରୋ: ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଂଟନ ହୋଇଛି । ଆଉ ସବୁ ନିଷ୍ପତି ଭଳି ଏଥର ବି ମୋଦି ସମସ୍ତଙ୍କୁ ଚମକାଇଦେଲା ଭଳି ନିଷ୍ପତି ନେଇଛନ୍ତି । ନମ୍ବର ଟୁ ଅମିତ ଶାହାଙ୍କୁ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାର ଦିଆଯାଇଛି । ବିଜେପିର ବରିଷ୍ଠ ନେତା ରାଜନାଥ…
Read More...

ମୋଦିଙ୍କ ନୂଆ ଟିମରେ ଟୋକ୍ନୋକ୍ରାଟ। ପ୍ରଶାସକରୁ କ୍ୟାବିନେଟ ମନ୍ତ୍ରୀ ହେଲେ ଏସ ଜୟଶଙ୍କର

କନକ ବ୍ୟୁରୋ: ମୋଦିଙ୍କ ଟିମରେ ଟେକ୍ନୋକ୍ରାଟ୍ । ପ୍ରଶାସକରୁ କ୍ୟାବିନେଟ ମନ୍ତ୍ରୀ ହେଲେ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟରେ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ ସାମିଲ କରିଛନ୍ତି । ଏବେ ଏସ ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱ…
Read More...

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସମାରୋହରେ ସାମିଲ ହେବେ ସୋନିଆ ଗାନ୍ଧି ଓ ରାହୁଲ,…

କନକ ବ୍ୟୁରୋ: ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀମଣ୍ଡଳ ସହ ଶପଥ ନେବେ ନମୋ । ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବିଶ୍ୱର ଅନେକ ମୁଖ୍ୟ ଓ ସେମାନଙ୍କ ପ୍ରତିନିଧି । ସେହିପରି ସୂଚନାରୁ…
Read More...

ନବୀନଙ୍କ ନୂଆ ଟିମରେ ବାଦ୍ ପଡିଲେ ୮ ପୁରୁଣା ମନ୍ତ୍ରୀ। ଜାଣନ୍ତୁ କିଏ ଆଉ କାହିଁକି ହେଲେ ମନ୍ତ୍ରୀପଦରୁ ବଞ୍ଚିତ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ଦ୍ବିତୀୟ ପର୍ଯ୍ୟାୟରେ ଥିବା ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟଙ୍କୁ ବାଦ୍ ଦେଲେ ସମସ୍ତେ ନିର୍ବାଚନରେ ଜିତିଥିଲେ। କିନ୍ତୁ ନବୀନଙ୍କ ପଞ୍ଚମ ପାଳିରେ ଆଜି ଶପଥ ନେବାକୁ ଯାଉଥିବା ମନ୍ତ୍ରିମଣ୍ଡଳରେ ସେମାନଙ୍କ ମଧ୍ୟରୁ ୮ ଜଣ ବାଦ୍…
Read More...

କଳାହାଣ୍ଡିରେ ରାଜପରିବାର ରାଜନୀତିକୁ ଧକ୍କା: ନିର୍ବାଚନରେ ହାରିଲେ ତିନି ବରିଷ୍ଠ ନେତା

କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ କଳାହାଣ୍ଡି ରାଜପରିବାର ଗୁଡ଼ିକର ସ୍ୱତନ୍ତ୍ରତା ରହି ଆସିଛି। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଏହାକୁ ଶକ୍ତ ଧକ୍କା ଲାଗିଛି। ୨୦୧୯ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ତିନି ଜଣଯାକ ରାଜପରିବାର ସଦସ୍ୟ ପରାଜିତ ହୋଇଛନ୍ତି। କଳାହାଣ୍ଡି ରାଜପରିବାରର…
Read More...