Daily Archives

April 3, 2024

ବିଜେଡିର ମାଷ୍ଟର ପ୍ଲାନ: ସ୍ୱାମୀଙ୍କ ବଦଳରେ ସ୍ତ୍ରୀ, ବାପା ବଦଳରେ ପୁଅଙ୍କୁ ଟିକେଟ

କନକ ବ୍ୟୁରୋ: ଘୋଷଣା ହୋଇଛି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ଲିଷ୍ଟରେ ୨୭ ବିଧାନସଭା ଓ ୫ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ଏହି ପ୍ରାର୍ଥୀ ଘୋଷଣା ସହ ବଡ ମାଷ୍ଟର ପ୍ଲାନ ଖେଳିଛି ବିଜେଡି । ଦଳ ଅନେକ ସ୍ଥାନରେ ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀ ଓ…

ବିଜେଡିରେ ମିଶୁ ମିଶୁ ଭୃଗୁ ଓ ମନ୍ମଥଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଅପରାଜିତାଙ୍କ ବିରୋଧରେ ମନ୍ମଥ, ପ୍ରଦୀପ…

କନକ ବ୍ୟୁରୋ : ନିର୍ବାଚନ ଋତୁରେ ଦଳ ଡିଆଁ ଏବେ ଏକ ପର୍ବ ଭଳି ହୋଇଯାଇଛି । ଏ ଦଳରୁ ସେ ଦଳକୁ ଡେଉଁଥିବା ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ଟିକେଟ ମିଳୁଛି ତ କିଛି ନେତାଙ୍କୁ ଥଇଥାନର ଆଶ୍ୱସନା ଦିଆଯାଉଛି । ହେଲେ ଚଳିତ ନିର୍ବାଚନ ପୂର୍ବରୁ ଏଭଳି ଦୁଇଜଣ ନେତାଙ୍କୁ ଟିକେଟ ମିଳିଛି ଯେଉଁମାନେ…

ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ ଧଡା: ସୋରରୁ ପର୍ଶୁରାମଙ୍କ ସ୍ଥାନରେ ମାଧବ ଧଡାଙ୍କୁ ଟିକେଟ ଦେଇଛି ବିଜେଡି

କନକ ବ୍ୟୁରୋ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡା । ଦଳ ଟିକେଟ ନଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ । ସୋରରୁ ମାଧବ ଧଡାଙ୍କୁ ଆଜି ଟିକେଟ ଦେଇଛି ବିଜେଡି । ଟିକେଟ ଘୋଷଣା ହେବାରୁ କିଛି ସମୟ ପରେ ସେ ଦଳ ଛାଡିଛନ୍ତି । ସୋରରୁ ଟିକେଟ ପାଇବା ନେଇ…

କଟିଲା ବିବାଦୀୟ ନେତାଙ୍କ ଟିକେଟ୍: ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ, ମାହାଙ୍ଗାରୁ ପ୍ରତାପଙ୍କୁ ମିଳିଲାନି ଟିକେଟ

କନକ ବ୍ୟୁରୋ: ବିଜେଡି ଆଜି ଆଉ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏହି ଘୋଷଣା ଭିତରେ ବିଜେଡିର ୨ ନେତାଙ୍କ ଟିକେଟ କଟିଛି । ମାହାଙ୍ଗାରୁ ପ୍ରତାପ ଜେନା ଓ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କ ଟିକେଟ କଟିଛି । ତେବେ ପ୍ରତାପ ଜେନାଙ୍କ ସ୍ଥାନରେ ତାଙ୍କ…

ବ୍ରହ୍ମପୁର ଲୋକସଭା ଆସନରେ ହେବ ବିଗ୍ ଫାଇଟ । ବିଜେଡିରୁ ଭୃଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ ପାଣିଗ୍ରାହୀଙ୍କୁ…

କନକ ବ୍ୟୁରୋ ; ରାଜ୍ୟର ୩ ପ୍ରମୁଖ ରାଜନୈତିକଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ୨୧ ଆସନ ବିଶିଷ୍ଠ ଓଡିଶା ପାଇଁ ବିଜେପି ୨୧ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଆଜିକୁ ମିଶାଇ ବିଜେଡି ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ଏପ୍ରିଲ ୨…

ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଲା କାଗଜ ଓ ସୋଲରେ ନିର୍ମିତ ସୁସଜ୍ଜିତ ମେଢ । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର…

କନକ ବ୍ୟୁରୋ : ଚିଲିକା କୂଳର ଦୋଳ ମେଳନ । କୃଷ୍ଣପ୍ରସାଦ ବ୍ଲକର ଐତିହାସିକ ୨୪ ମୌଜା ମାଲୁଦ ପଂଚୁଦୋଳ ମେଳନ ଯାତ୍ରା ଉଦ୍ଜାପିତ ହୋଇଯାଇଛି । ଚିଲିକା କୂଳରେ ଏହି ଯାତ୍ରା ୩ ଦିନ ଧରି ଚାଲିଥିଲା । ଚିଲିକା ପାଣି ଭିତରେ ପଶି ବିମାନରେ ଠାକୁରଙ୍କୁ ପଚୁଂଦୋଳ ଯାତ୍ରା ପଡିଆକୁ ନେଇଥିଲେ…