Daily Archives

April 21, 2024

ଦିନରେ ତାତିଲା, ସନ୍ଧ୍ୟାରେ ଭିଜିଲା: ନୂଆପଡା, ଗଂଜାମର ଆସ୍କା ଓ ଗଜପତିର ମୋହନାରେ କାଳବୈଶାଖୀ ବର୍ଷା

କନକ ବ୍ୟୁରୋ: ଆଜି ସାରା ଦିନର ଅସହ୍ୟ ତାତି ପରେ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘୂଣ୍ଣ ର୍ିଝଡ ସହ କୁଆପଥର ମାଡ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଜାମ ହୋଇଯାଇଛି । ଗଛ ପଡି ଘର ଛାତ ଭାଙ୍ଗି ବ୍ୟାପକ କ୍ଷୟି…

ଏପ୍ରିଲ ୨୪ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ: ହିଞ୍ଜିଳି ନିର୍ବାଚନ ମଣ୍ଡଳିରୁ ଧରିବେ ଦଳର ପ୍ରଚାର…

କନକ ବ୍ୟୁରୋ: ଆସନ୍ତା ୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ । ୨୪ ତାରିଖରେ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଥିବା ବେଳେ ୨୫ ତାରିଖରେ ରାୟଗଡ଼ାରେ ପ୍ରଚାର କରିବାର…

ଗେଣ୍ଡୁଫୁଲ ଚାଷରୁ ମିଳୁଛି ରୋଜଗାର: କଲିକତାରୁ ଫୁଲ ଚାରା କିଣି ଚାଷ କରୁଛନ୍ତି ବାଲେଶ୍ୱର ବାହନଗା ଅଂଚଳର ଦମ୍ପତି

କନକ ବ୍ୟୁରୋ: କିଛି ନୂଆ କରିବାର ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସଫଳତା ନିଶ୍ଚୟ ମିଳିଥାଏ । ଏହାକୁ ପ୍ରମାଣିତ କରିଛନ୍ତି ବାଲେଶ୍ୱର ବାହାନଗା ବ୍ଲକ ପଣପଣା ଗାଁର ରବିନ୍ଦ୍ର ଜେନା ଓ ତାଙ୍କ ପତ୍ନୀ । ୟୁଟ୍ୟୁବ ଦେଖି ଚାଷ କରି ସଫଳତା ପାଇଛନ୍ତି ଉଭୟ ଦମ୍ପତି । ବାଲେଶ୍ୱର ଜିଲ୍ଲା…

ରୋଜଗାର ଦେଉଛି ସମୁଦ୍ର ଘାସ: ବିନା ତାଲିମରେ ଘରକରଣା ସାମଗ୍ରୀ ତିଆରି କରୁଛନ୍ତି ଭୋଗରାଇ ସାହାବାଜିପୁର ପଂଚାୟତର ମହିଳା

କନକ ବ୍ୟୁରୋ: ରୋଜଗାର ଦେଉଛି ସମୁଦ୍ର ଘାସ । ବିନା ତାଲିମରେ ସ୍ୱାବଲମ୍ବୀ ହୋଇଛନ୍ତି ୩ଶହରୁ ଅଧିକ ମହିଳା । ଭୋଗରାଇ ବ୍ଲକ ସାହାବାଜିପୁର ପଂଚାୟତର ମହିଳା ମାନେ ସମୁଦ୍ର ଘାସରୁ ତିଆରି କରୁଛନ୍ତି ଆକର୍ଷଣୀୟ ଗୃହ ଉପକରଣ । ସ୍ଥାନୀୟ ବଜାର ସହ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରି କିଛି…

ବିଦେଶ ଫେରନ୍ତାଙ୍କ ଡାଇରି ଫାର୍ମ: ଦୈନିକ ଉତ୍ପାଦନ ହେଉଛି ୪୫୦ ଲିଟର କ୍ଷୀର

କନକ ବ୍ୟୁରୋ: ୧୪ ବର୍ଷ ବିଦେଶ ଇଂଜିନିୟର ଚାକିରୀ ଛାଡି ଏବେ ସଫଳ ଗୋପାଳକ । ଅଟକାଇପାରିଲାନି ବିଦେଶ ମାଟିର ବିଲାସପୂର୍ଣ୍ଣ ଚାକଚକ୍ୟ ଜୀବନ ଏବଂ ଲକ୍ଷଲକ୍ଷ ଟଙ୍କା ରୋଜଗାର । ଗାଁ ମାଟି ପାଇଁ କିଛି କରିବାର ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସୁଦୂର ସିଙ୍ଗାପୁର ରେ ମେରାଇନ ଇଲେକ୍ଟ୍ରିକାଲ ଇଂଜିନିୟର…

ଜୟପୁରର ବିଜେପି ପ୍ରାର୍ଥୀ ହେଲେ ଗୌତମ ସାମନ୍ତରାୟ । ୨୦୧୯ରେ ମଧ୍ୟ ଗୌତମଙ୍କୁ ଭରସିଥିଲା ଦଳ ।

କନକ ବ୍ୟୁରୋ: ଆଉ ଏକ ପ୍ରାର୍ଥୀ ଘୋଷଣା କଲା ବିଜେପି । ଜୟପୁରରୁ ପୁଣି ଗୌତମ ସାମନ୍ତରାୟଙ୍କୁ ରିପିଟ୍ କଲା ଦଳ । ୨୦୧୯ ନିର୍ବାଚନରେ ମଧ୍ୟ ଗୌତମଙ୍କୁ ଭରସିଥିଲା ବିଜେପି । ୨୦୧୯ ସାଧାରଣ ନିର୍ବାଚନରେ ୩୩, ୮୦୫ ଖଣ୍ଡ ଭୋଟ ପାଇ ତିନି ନମ୍ବର ସ୍ଥାନରେ ଥିଲେ ଗୌତମ । ପୁଣିଥରେ ଦଳ ତାଙ୍କୁ ଟିକେଟ…