‘ହାତ’ ଛାଡ଼ିଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ତଳସରା ଟିକେଟ୍ ଦେଇ ପୁଣି ଛଡ଼ାଇନେଇଥିଲା କଂଗ୍ରେସ ।
କନକ ବ୍ୟୁରୋ: ଟିକେଟ୍ କଟିବା ପରେ କ୍ୟାମେରା ଆଗରେ କାନ୍ଦିଥିଲେ ଏବେ କଂଗ୍ରେସ ଛାଡ଼ିଲେ ପୂର୍ବତନ ଭାରତୀୟ ହକି ତାରକା ପ୍ରବୋଧ ତିର୍କୀ । ତଳସରା ଆସନରୁ ବେବେନ୍ଦ୍ରଙ୍କୁ ଟିକେଟ ମିଳିବା ପରେ ଦଳ ଛାଡ଼ିଲେ ପ୍ରବୋଧ । ଟିକେଟ ଦେଇ ଟିକେଟ କାଟିବା କାରଣ କଣ ବୋଲି କରି କନକ ନ୍ୟୁଜରେ କାନ୍ଦିଥିଲେ…