Daily Archives

April 22, 2024

ଗଂଜାମରେ ହତ୍ୟା: କବିସୂର୍ଯ୍ୟନଗର ଥାନା ଅଂଚଳରେ ରାସ୍ତା କଡରୁ ମିଳିଲା ଯୁବକଙ୍କ ମୃତଦେହ

କନକ ବ୍ୟୁରୋ: ଗଞ୍ଜାମରେ ହତ୍ୟା । କବିସୂର୍ଯ୍ୟନଗର ଥାନା ବାଲ୍ୟାସରା-ଷଣ୍ଢମରା ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ବାଲ୍ୟାସରା ଗାଁର ଗଣେଶ ନାହାକ ବୋଲି ସୂଚନା ମିଳିଛି…

ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ: ଟିକେଟ କଟିବା ପରେ ଥିଲେ ଅସନ୍ତୁଷ୍ଟ

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକେଟ ନ ମିଳିବା ପରେ ସେ ଦଳ ଛାଡିଛନ୍ତି । ବିଜେଡି ସୁପ୍ରିମୋଙ୍କ ଲେଖିଥିବା ଇସ୍ତଫା ପତ୍ରରେ ସୀମାରାଣୀ ଲେଖିଛନ୍ତି, ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଦଳ ରହିବା…

କଡ଼ ଲେଉଟାଉଛି କେନ୍ଦ୍ରାପଡା ରାଜନୀତି? ଦଳ ଡେଉଁଛନ୍ତି ଟିକେଟ୍ ଆଶାୟୀ

କନକ ବ୍ୟୁରୋ: କେନ୍ଦ୍ରାପଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ନେତା ଗୋଟିଏ ଦଳରେ ଥିବାବେଳେ ସେମାନେ ଆଉ ଗୋଟିଏ ଦଳରେ ସାମିଲ ହେଉଛନ୍ତି । ନିଜ ସମର୍ଥକଙ୍କୁ ନୂଆ ଦଳରେ ସାମିଲ କରାଉଛନ୍ତି । ଯାହାକି ରାଜନଗର, କେନ୍ଦ୍ରାପଡା, ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ପୂରା ସଂସଦୀୟ…

ବିରାଟ କୋହଲିଙ୍କ ଆଉଟ୍ ବିବାଦରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ: କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କାଟ୍

କନକ ବ୍ୟୁରୋ: ବିରାଟ କୋହଲିଙ୍କ ଆଉଟ୍ ନେଇ ବିବାଦ ଭିତରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ଅମ୍ପେୟାରଙ୍କ ସହ ଖରାପ ବ୍ୟବହାର ଯୋଗୁ କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ରବିବାର କେକେଆର ବିପକ୍ଷରେ ମ୍ୟାଚରେ ବିରାଟ ୧୮ ରନ କରି ଖେଳୁଥିବା ବେଳେ ଏହ ହାଇ ଫୁଲଟଚ ବଲରେ…

ଜନ୍ମଦିନ କେକ ଖାଇ ମୃତ୍ୟୁ ଘଟଣାରେ ଆସିଲା ସାଂଘାତିକ ରିପୋର୍ଟ: ଅଧିକ ସ୍ୱାଦିଷ୍ଟ କରିବାକୁ ମିଶାଯାଇଥିଲା ସାକାରିନ ସହ…

କନକ ବ୍ୟୁରୋ: ନିକଟରେ ପଞ୍ଜାବରେ ଜଣେ ୧୦ ବର୍ଷିୟ ଝିଅ କେକ୍ ଖାଇ ମୃତ୍ୟୁ ମାମଲାରେ ସାଂଘାତି ତଥ୍ୟ ସାମ୍ନାକୁ ଆସିଛି । କେକକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ସିନ୍ଥେଟିକ୍ ତଥା କୁତ୍ରୀମ ଉପାଦାନ ମିଶାଯାଇଥିବା ନେଇ ରିପୋର୍ଟ ଆସିଛି । ଗତ ମାର୍ଚ୍ଚ ୨୪ ତାରିଖରେ ନିଜ ଜନ୍ମଦିନରେ…

କଟକ ସହର ପାଇଁ ଟିପିସିଓଡିଏଲର ବଡ ପଦକ୍ଷେପ । ୮୪,୫୦୦ରୁ ଅଧିକ ଉପଭୋକ୍ତା ଉପକୃତ ।

କନକ ବ୍ୟୁରୋ: ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦେଇ ଉପଭୋକ୍ତାଙ୍କୁ ଉନ୍ନତ ବିଦ୍ୟୁତ ସେବା ଯୋଗାଇବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ଟିପିସିଓଡିଏଲ୍। ଏହିକ୍ରମରେ କଟକ ସହରରେ ଲୋ ଭୋଲ୍ଟେଜ ସମସ୍ୟା ଦୂର ସହ ବିଦ୍ୟୁତ ସଂଯୋଗ ପାଇଁ ଦୁଇଟି ୩୩ କେଭି ଫିଡର୍ ଚହଟା-୧ ଓ ୨, ବ୍ରଜବିହାରୀପୁର…