Browsing Category

ରାଜ୍ୟ

ପଞ୍ଚଭୂତରେ ଲୀନ ହେଲା ଦେବାଶିଷଙ୍କ ପାର୍ଥିବ ଶରୀର । ଦବାଶିଷ୍ ଅମର ରହେ ନାରାରେ କମ୍ପିଲା ସମଗ୍ର ଅଞ୍ଚଳ

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲା ଦେବାଶିଷଙ୍କ ପାର୍ଥିବ ଶରୀର । ଗାଁ ଶ୍ମସାନରେ ହେଲା ଶେଷକୃତ୍ୟ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ଶୋକାକୂଳ ପରିବେଶ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସମ୍ପର୍ଣ୍ଣ ହେଲା ଶେଷକୃତ୍ୟ । ତେବେ…
Read More...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉ ୩ଟି ଅଗ୍ନିଶମ ସେବା କେନ୍ଦ୍ର । ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଉ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା…
Read More...

ନବୀନ ନିବାସ ଯାଇ ଟିକେଟ୍ ନେଇ ଫେରିଲେ ଦୀପାଳି ଦାସ । ପ୍ରତିକ୍ରିୟା ରଖି କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛି,…

କନକ ବ୍ୟୁରୋ : ନବୀନ ନିବାସ ଯାଇ ଟିକେଟ ନେଲେ ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳୀ ଦାସ । ଦୀପାଳୀଙ୍କ ନାଁ ଦଳ ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିଲା । ଆଜି ତାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ପ୍ରଦାନ କରିଛନ୍ତି । ଟିକେଟ ପାଇବା ପରେ ଗଣମାଧ୍ୟମକୁ ଟିକେଟ ଦେଖାଇଛନ୍ତି ଦୀପାଳୀ ।…
Read More...

ବଲାଙ୍ଗୀର ସିଲେପଡା ରେଳ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ରେଳ ବିଭାଗର ଗଦା ହୋଇଥିବା ବହୁ ପାଇପ୍

କନକ ବ୍ୟୁରୋ : ବଲାଙ୍ଗୀର ଟିଟଲାଗଡ଼ ସିଲେଟପଡ଼ା ରେଳ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ରେଳ ବିଭାଗ କିଛି ପାଇପରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏ ହେଉଛି ସେହି ସମୟର ଦୃଶ୍ୟ, ଯେତେବେଳେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ପ୍ରାୟ ଦୁଇ ଘଂଟା ଧରି ଏଭଳି ନିଆଁ ଜଳିବା ପରେ…
Read More...

ଝାରସୁଗୁଡାରେ ଡିିଜିଟାଲ ଲଢ଼େଇ । ଉପନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କ ସପକ୍ଷ ଓ ବିପକ୍ଷରେ ଜୋରଦାର…

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ପାଖାପାଖି ୧ ବର୍ଷ ରହିଛି । ଏହାପୂର୍ବରୁ ମେ’ ୧୦ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ପଡିବ । ଏଥିପାଇଁ ରାଜନୈତିକ ବାତାବରଣ ଉଷୁମ ହେବାରେ ଲାଗିଛି । ନେତା ନେତା ଓ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟକ୍କର । ଆଉ ଏଥିରେ ପ୍ରମୁଖ ଅସ୍ତ୍ର…
Read More...

ସମ୍ବଲପୁର ଜିଲ୍ଲା ସୀମା ସିଲ୍ । ହିଂସାକାଣ୍ଡକୁ ଆଖିରେ ରଖି କଡା ପଦକ୍ଷେପ ନେଇଛି ପ୍ରଶାସନ

କନକ ବ୍ୟୁରୋ : ସମ୍ବଲପୁର ସୀମା ସିଲ୍ । ଉତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ସୀମା ସିଲ୍ କଲା ପ୍ରଶାସନ । ଯେମିତି ବାହାର ଜିଲ୍ଲାରୁ କେହି ପ୍ରବେଶ ନକରି ପାରିବେ ସେଥିପାଇଁ ଅଧିକ ଫୋର୍ସ ମୂତୟନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଳପୁର ଏସପି । ଗତ ରାତିରେ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ…
Read More...

ଜୁଲାଇରେ ୧ରେ ଆରମ୍ଭ ହେବ ଅମରନାଥ ଯାତ୍ରା । ୬୨ଦିନ ଧରି ଚାଲିବ ଯାତ୍ରା

କନକ ବ୍ୟୁରୋ : ଜୁଲାଇ ୧ତାରିଖରେ ଆରମ୍ଭ ହେବ ଅମରନାଥ ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜୁଲାଇ ୧ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ୬୨ଦିନ ଧରି ଚାଲିବ ଯାତ୍ରା । ଏଥିପାଇଁ ଏପ୍ରିଲ ୧୭ରେ ଆରମ୍ଭ ହେବ ପଂଜୀକରଣ । ଅନଲାଇନ ଓ…
Read More...

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ । ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ…

କନକ ବ୍ୟୁରୋ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ…
Read More...

ପ୍ରବଳ ତାତି : ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

କନକ ବ୍ୟୁରୋ : ଆଜି ବି ତାତିରୁ ମିଳିବନି ତ୍ରାହି । ଆଜି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ଆକାଶରୁ ନିଆଁ ବର୍ଷିବା ପରି ତାତି…
Read More...

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭଯାତ୍ରରେ ପୁଲିସ ଉପସ୍ଥିତିରେ ହିଂସାକାଣ୍ଡ । ଘଟଣା ଉପରେ ଜିଲ୍ଲା ପ୍ରଶାସନର ନଜର

କନକ ବ୍ୟୁରୋ : ହନୁମାନ ଜୟନ୍ତୀ ଅବସରରେ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ତେବେ ଶୋଭାଯାତ୍ରା ସମୟରେ କିଛି ସ୍ଥାନରେ ଉତେଜନା ଦେଖିବାକୁ ମିଳିଛି । ଜିଲ୍ଲା ସ୍କୁଲ ଛକରେ ପୁଲିସ ଉପସ୍ଥିତିରେ କିଛି ଘର ଉପରକୁ ପଥର ମାଡ ହୋଇଥିଲା । ସେହିପରି ଗୋଲ ବଜାର ଛକରେ ଫଳ ଦୋକାନରେ କିଛି ଅସାମାଜିକ…
Read More...