Daily Archives

April 13, 2024

ବିଜେଡିର ୭, ବିଜେପିର ୪ ଆଉ କଂଗ୍ରେସର ୩/୧୭ । ମହିଳା ନେତୃତ୍ୱ ଉପରେ କେଉଁ ଦଳର କେତେ ଭରସା?

କନକ ବ୍ୟୁରୋ: ବିଜେଡିର ୭, ବିଜେପିର ୪ ଆଉ କଂଗ୍ରେସର ୧୭ରୁ ୩ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ଦୁଇଟି ଦଳ ବିଜେଡି, ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଏପର୍ଯ୍ୟନ୍ତ ୧୭ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ହେଲେ ତା ଭିତରେ କିନ୍ତୁ ମହିଳା…

କିଏ କରିବ ରାଜଧାନୀ ଦଖଲ? ବିଜେପି, ବିଜେଡି ପରେ କଂଗ୍ରେସର ପ୍ରାର୍ଥୀ ଘୋଷଣା । ଅପରାଜିତା, ମନ୍ମଥଙ୍କୁ ଟକ୍କର ଦେବେ…

କନକ ବ୍ୟୁରୋ: ଶେଷ ହେଲା ଯୋଦ୍ଧା ଘୋଷଣା । ଏବେ ଆରମ୍ଭ ହେବ ଲଢେଇ । କିଏ ଦଖଲ କରିବ ରାଜଧାନୀ? ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପ୍ରଥମେ ବିଜେପି, ପରେ ପରେ ବିଜେଡି ଆଉ ଏବେ କଂଗ୍ରେସ କରିଛି ପ୍ରାର୍ଥୀ ଘୋଷଣା । ତେଣୁ ଏଥର ନିର୍ବାଚନରେ ଭୁବନେଶ୍ୱରବାସୀ ଏକ ରୋଚକ ଲଢେଇ ଦେଖିବାକୁ…

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ଆଉ ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଦଳ । ଭୁବନେଶ୍ୱରରୁ ୟାସିର୍ ନୱାଜ୍,…

କନକ ବ୍ୟୁରୋ: ଆସିଲା କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ…

ମାଲକାନଗିରି ଜିତିବାକୁ ବଙ୍ଗୀୟ ଭୋଟରଙ୍କ ଉପରେ ନଜର । ପ୍ରଚାରରେ ମାତିଛନ୍ତି ବିଜେପି, ବିଜେଡି ପ୍ରାର୍ଥୀ ।

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ବଙ୍ଗୀୟ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣରେ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ କରନ୍ତି । ତେଣୁ ବଙ୍ଗୀୟ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଆପ୍ରାଣ ଉଦ୍ୟମ ଆରମ୍ଭ କରିଛନ୍ତି ସବୁ ଦଳର ନେତା । କିଏ ଢୋଲ ବଜାଉଛି ତ, ଆଉ କିଏ ଗାଁକୁ ଗାଁ, ଘରୁକୁ ଘର…

ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା । ସାମିଲ ହେବ ୯୮ଟି ଲଢୁଆ ଯୁଦ୍ଧ ବିମାନ ‘ତେଜସ୍ ଏମକେ ଏ-ୱାନ’ ।

କନକ ବ୍ୟୁରୋ: ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା । ଖୁବଶୀଘ୍ର ସାମିଲ ହେବ ୯୮ଟି ଲଢ଼ୁଆ ଯୁଦ୍ଧ ବିମାନ ‘ତେଜସ୍ ଏମକେ ଏ-ୱାନ’ । ଏହି ସ୍ୱଦେଶୀ ଲଢ଼ୁଆ ବିମାନର ଟେଣ୍ଡର ମିଳିଛି ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡକୁ । ପାଖାପାଖି ୭ ହଜାର କୋଟି ବ୍ୟୟରେ ନିର୍ମିତ କରାଯିବ । ୪ ମାସ ପୂର୍ବରୁ…

୪ ଦଶନ୍ଧି ପରେ ହାଇଦ୍ରାବାଦ ଦେଖିବ ରୋଚକ ନିର୍ବାଚନୀ ଲଢ଼େଇ । ମାଧବୀ ଲତା ବନାମ ଅସଦୁଦ୍ଦିନ ୱବୈସୀ ଟକ୍କର

କନକ ବ୍ୟୁରୋ: ୨୪ ନିର୍ବାଚନ ହାଇଦ୍ରାବାଦ ପାଇଁ ବେଶ ରୋଚକ ହେବାକୁ ଯାଉଛି । ଦୀର୍ଘ ୪ ଦଶନ୍ଧି ଧରି ୱବୈସୀ ପରିବାର ନିଜାମ ଗଡ଼କୁ କବଜା ରଖିଥିବାବେଳେ ଏଥର ମିଳିବ କଡ଼ା ଟକ୍କର । ହିନ୍ଦୁତ୍ୱକାର୍ଡ ଖେଳି ବିଜେପି ମାଧବୀ ଲତାଙ୍କୁ କରିଛି ପ୍ରାର୍ଥୀ । କୁହାଯାଉଛି ୱବୈସୀଙ୍କ କିଲ୍ଲାରେ ମାଧବୀଙ୍କ…