Daily Archives

April 16, 2024

ସୂର୍ଯ୍ୟେବାଲାଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । କଂଗ୍ରେସ ନେତାଙ୍କ ଉପରେ ଲାଗିଲା ୪୮ ଘଣ୍ଟା ପାଇଁ ବ୍ୟାନ୍ ।…

କନକ ବ୍ୟୁରୋ: ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । ୪୮ ଘଣ୍ଟା ପାଇଁ ବ୍ୟାନ୍ ହେଲେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେବାଲା । ସାଂସଦ ହେମାମାଳିନୀଙ୍କୁ ନେଇ ସେ ଦେଇଥିବା ଅଭଦ୍ର ଟିପ୍ପଣୀ ଉପେର ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଗାମୀ ୪୮ ଘଣ୍ଟା ପାଇ ସୂର୍ଯ୍ୟେବାଲା…

ବଦଳିବ କି ଆରସିବିର ମାଲିକାନା? ୭ ମ୍ୟାଚରୁ ୬ ପରାଜୟ ପରେ ଖେଳାଳି ଚୟନକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଚଳିତ ଆଇପିଏଲରେ ୭ ମ୍ୟାଚରୁ ୬ ଟି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି । ସୋମବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନସାଇଜର ହାଇଦ୍ରାବାଦ ବେଙ୍ଗାଳୁର ବିପକ୍ଷରେ ୨୭୮ ରନ କରିବା ପରେ ଦଳର ବୋଲିଂକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି…

ପୁଣି ନିରାଶ ଯୋଗଗୁରୁ ବାବା ରାମଦେବ । କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ । ଭୁଲ ସୁଧାରିବାକୁ ଦେଲେ…

କନକ ବ୍ୟୁରୋ: ବାରମ୍ବାର କ୍ଷମା ମାଗୁଛନ୍ତି ଯୋଗ ଗୁରୁବାବା ରାମଦେବ ଓ ପତଞ୍ଜଳୀ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା କିନ୍ତୁ ଗ୍ରହଣ କରୁନାହାଁନ୍ତି ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ୨ୟଥର ପାଇଁ ଉଭୟ ରାମଦେବ ଓ ବାଲକ୍ର୍ରିଷ୍ଣା ଭୁଲ ମାଗିଥିଲେ ବି…

ଜେଲରୁ ବାର୍ତ୍ତା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କହିଲେ ମୁଁ ଅରବିନ୍ଦ କେଜ୍ରିୱାଲ, ମୁଁ ନୁହେଁ ଆତଙ୍କବାଦୀ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଶ୍ୱସ୍ତି ପାଇବା ବଦଳରେ ତାଙ୍କୁ ଗୋଟେ ପରେ ଗୋଟେ ଝଟକା ମିଳୁଛି । କୋର୍ଟ ବାରମ୍ବାର ଆବେଦନ ଖାରଜ କରିବା ପରେ ନିରାଶ ହୋଇପଡିଥିବା କେଜ୍ରିୱାଲ ଏବେ ଜେଲରୁ ରହି ବାର୍ତ୍ତା…

ଆମେରିକାରେ ଷଡ଼ଯନ୍ତ୍ର, ମୁମ୍ବାଇରେ ଫାୟରିଂ! ଦେଢ଼ମାସ ପୂର୍ବରୁ ବ୍ଲୁପ୍ରିଂଟ ଥିଲା ପ୍ରସ୍ତୁତ । ମୌକା ଦେଖି କରିଥିଲେ…

କନକ ବ୍ୟୁରୋ: ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ନୂଆ ତଥା ଚାଞ୍ଚଲ୍ୟକର ଖୁଲ୍ଲାସା ସାମ୍ନାକୁ ଆସୁଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାବି କରିଛି ଯେ ଗୁଳିମାଡ଼ ପାଇଁ ଆମେରିକାରେ ରଚାଯାଇଥିଲା ଷଡ଼ଯନ୍ତ୍ର । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋୟୀ ଭାଇ…

ବିଜେପିର ଦ୍ୱିତୀୟ ତାଲିକାରେ ବି କେନ୍ଦ୍ରମନ୍ତ୍ରୀ ନିରାଶ: କଣ ହେବ ବିଶ୍ୱେଶ୍ୱରଙ୍କ ଟୁଡୁଙ୍କ ରାଜନୈତିକ ଭବିଷ୍ୟତ?

କନକ ବ୍ୟୁରୋ: ବିଜେପିର ଦ୍ୱିତୀୟ ତାଲିକାରେ ବି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନିରାଶ ହେବାକୁ ପଡିଛି । କୌଣସି ବିଧାନସଭା ଆସନରେ ତାଙ୍କୁ ଟିକେଟ ଦେଇନାହିଁ ଦଳ । ଏହାଛଡା ସାରସକଣା ବିଧାୟକ ବୁଧାନ ମୁର୍ମୁଙ୍କ ଟିକେଟ କଟିଛି । ଏଥିରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ଟିକେଟ କାହିଁକି…