Daily Archives

April 1, 2024

ଶେଷ ନିଦ୍ରାରେ ଶାନ୍ତିଲତା । ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କର ଦେହାନ୍ତ ।

କନକ ବ୍ୟୁରୋ: ଶେଷ ନିଦ୍ରାରେ ଶାନ୍ତିଲତା । ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି, ତେବେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଶେଷରେ ତାଙ୍କର ପରଲୋକ ଘଟିଛି ।…

ସୋସିଆଲ ମିଡିଆ ବନିଲା ଶିକ୍ଷକ ! ୟୁଟ୍ୟୁବ ଶିକ୍ଷାରୁ ଆଇଆଇଟି ସଫଳତା

କନକ ବ୍ୟୁରୋ: ସୁବିଧାରେ ସଫଳତାର ପାହାଚ ଚଢ଼ିବା ହୁଏତ ସହଜ । ହେଲେ ଯେଉଁ ସଫଳତାରେ ସଂଘର୍ଷ ଥାଏ, ଆହ୍ୱାନକୁ ସାମ୍ନା କରିବାର ସୁଯୋଗ ଥାଏ, ସେଇ ସଫଳତାର କାହାଣୀ ସତରେ ନିଆରା, ସତରେ ପ୍ରେରଣାଦାୟୀ । ପ୍ରକାଶ ବିଷୋୟୀଙ୍କ ବଢୁଥିବା ପ୍ରତିଟି ପାଦରେ ସଂଘର୍ଷ ଥିଲା । କେତେବେଳେ ଅର୍ଥ, ଆଗକୁ…

ନିର୍ବାଚନ ପୂର୍ବରୁ ‘ଦ୍ୱୀପ’ ତାତି: ଆରଟିଆଇ ରିପୋର୍ଟରେ ଆଧାରରେ ମୋଦୀଙ୍କ ଅଭିଯୋଗ

କନକ ବ୍ୟୁରୋ: କଂଗ୍ରେସ ସରକାରଙ୍କ ଏକ ନିଷ୍ପତି ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ୧୯୭୪ ମସିହାରେ ଶ୍ରୀଲଙ୍କା ହାତକୁ ‘କାଚ୍ଚାଥିଭୁ ଦ୍ୱୀପ’ ଦେଇଥିବା ନିଜର ସୋସିଆଲ ମିଡିଆ ଆକାଉଁଟ ଏକ୍ସରେ ଏହି ଅଭିଯୋଗ କରିଛନ୍ତି…

ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ଖେଳୁଛି ଚାଲ । ପୁଣିଥରେ ନାମ ପରିବର୍ତ୍ତନ କରି ଜାରି କଲା ସୂଚୀ ।

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ଖେଳୁଛି ଚାଲ । ପୁଣିଥରେ ଅରୁଣାଚଳର କିଛି ସ୍ଥାନ ବଦଳାଇ ଡ୍ରାଗନ ଜାରି କଲା ନୂଆ ସରକାରୀ ସୂଚୀ । ଯେଉଁଥିରେ ରାଜ୍ୟର ୩୦ଟି ନାଁ ପରିବର୍ତ୍ତନ କରି ନୂଆ ଚାଲ ଖେଳିଛି ଚୀନ । ସୂଚନା ଅନୁସାରେ ତାଲିକାରେ ଅରୁଣାଚଳର କିଛି ପର୍ବତ, ନଦୀ, ଓ ସ୍ଥାନର ନାଁ…

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ବାହାରିଛି ବିଶାଳ ରାଲ: ମେରିଲ୍ୟାଣ୍ଡରେ ଶୁଭିଲା ଅବ କି ବାର ଚାରଶୋ…

କନକ ବ୍ୟୁରୋ: ଆମେରିକାରେ ଶୁଭିଲା ଅବ କି ବାର ଚାରଶୋ ପାର । ଅବକି ବାର ମୋଦୀ ସରକାର । ଆମେରିକା ମେରିଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ବାହାରିଛି ବିଶାଳ ରାଲି । ମେରିଲ୍ୟାଣ୍ଡର ଶିଖ କମ୍ୟୁନିଟି ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି । ବିଜେପି ଦଳୀୟ ପତାକା ଲଗାଯାଇଥିବା…

ଲୋକସଭା ନିର୍ବାଚନ ପାଇଁ ବିଜେପିର ରଣନୀତି । ଇଣ୍ଡିଆ ମେଣ୍ଟ ଫର୍ମୁଲା ଆପଣାଉଛି ଏନଡିଏ!

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ସବୁ ରାଜନୈତିକ ଦଳ । ଏଥର ତୃତୀୟ ପାଳିରେ ସରକାର ଗଢିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ବିଜେପି ସମଗ୍ର ଦେଶରେ ୩୭୦ଟି ଆସନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାସହ ଏନଡିଏ…