Browsing Category

ନିର୍ବାଚନ ୨୦୨୪

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଓଡିଶାରେ ଆରମ୍ଭ ହେଲା ମୋହନ ସରକାର । 

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଜନତା ମୈଦାନରେ ଓଡିଶାର  ରାଜ୍ୟପାଳ ରଘୁବର ଦାସ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଓଡିଶାରେ ଆରମ୍ଭ ହେଇଛି ମୋହନ ମାଝୀଙ୍କ ସରକାର । ମୋହନ ମାଝୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ…
Read More...

ମନ୍ତ୍ରୀ ହେବେ ବିଧାୟକ, ଆସୁଛି ଫୋନ୍ କଲ । ଜାଣନ୍ତୁ ଏଯାଏଁ କାହାକୁ ଆସିଲାଣି ଫୋନ୍ କଲ?

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ମନ୍ତ୍ରୀ ମଧ୍ୟ ଆଜି ଶପଥଗ୍ରହଣ କରିବେ । ଏନେଇ ବିଜେପି…
Read More...

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋହନ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆନ୍ଧ୍ରରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓଡିଶାରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ଭିତରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିଛନ୍ତି । ସେଠାରେ କିଛି ସମୟ…
Read More...

ୱାୟନାଡ ନା ରାୟବରେଲି ? କେଉଁ ଆସନରେ ହେବ ଉପ-ନିର୍ବାଚନ, ରାହୁଲ କହିଲେ ଦ୍ୱନ୍ଦ୍ୱରେ ଅଛି ।

କନକ ବ୍ୟୁରୋ : କେରଳର ୱାୟନାଡରୁ ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଆଜି ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ୱାୟନାଡବାସୀଙ୍କୁ ଧନ୍ୟବାଦ ଦେବା ସହ ଲୋକଙ୍କୁ ପଚାରିଛନ୍ତି ସେ କେଉଁଠାରୁ ସାଂସଦ ରହିବେ? କାରଣ ୱାୟନାଡ ସହ ରାୟବରେଲି ଆସନରୁ ବିଜୟୀ ହୋଇଛନ୍ତି…
Read More...

ଆଉ କିଛି ସମୟ ପରେ ଶପଥ ଗ୍ରହଣ ଉତ୍ସବ । ଓଡିଶାରେ ପହଞ୍ଚୁଛନ୍ତି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚୁଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଆଉ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶା ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା…
Read More...

ଆଜିଠୁ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର । ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ…

କନକ ବ୍ୟୁରୋ : ଆଜିଠୁ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ଚନ୍ଦ୍ରବାବୁ ନାଇଡୁ ସରକାର । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ…
Read More...

ଫ୍ୟାକ୍ଟ ଚେକ୍: ଅଖିଳେଶ ଯାଦବଙ୍କ ୟୁପି ବିଧାନସଭାରୁ ଇସ୍ତଫା ଦେଇଥିବା ପୁରୁଣା ଭିଡିଓ ସୋସିଆଲ ମିଡିଆରେ ବିଭ୍ରାନ୍ତିକର…

ସୌଜନ୍ଯ : ପିଟିଆଇ ସମାଜବାଦୀ ପାର୍ଟି (ଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଏସପି ମୁଖ୍ୟ ୟୁପି ବିଧାନସଭାରେ ଶୁଣିବାକୁ ମିଳୁଛି ଯେ ଯେଉଁମାନେ ନିଜ ଗାଁ ପାଇଁ ପରିଚୟ ସୃଷ୍ଟି…
Read More...

ଶିକ୍ଷକତାରୁ ସରପଞ୍ଚ , ସରପଞ୍ଚରୁ ବିଧାୟକ, ବିଧାୟକରୁ ମୁଖ୍ୟମନ୍ତ୍ରୀ । ପଢନ୍ତୁ, ମୋହନ ମାଝୀଙ୍କ ଗୁରୁଜୀରୁ ନେତାଜୀ…

କନକ ବ୍ୟୁରୋ: ଦିନେ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାକୁ ପାଠ ପଢାଉଥିଲେ । ହେଲେ ଏବେ ସେ ହେବାକୁ ଯାଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ଅନେକଙ୍କୁ ଆଜି ବି ବୋଧହୁଏ ଅଜଣା ଥିବ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ମୋହନ ମାଝୀ ନିଜ…
Read More...

ସରକାର ଗଠନ କରିବାକୁ ବିଜେପିର ଦାବି । ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୋହନ ମାଝୀ ।

କନକ ବ୍ୟୁରୋ: ସରକାର ଗଠନ କରିବାକୁ ବିଜେପିର ଦାବି । ରାଜଭବନ ଯାଇ ବିଜେପିର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି । ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ…
Read More...

୬ ଥରର ବିଧାୟକ, ଅନେକ ଥର ସରକାରରେ ମନ୍ତ୍ରୀ । ଜାଣନ୍ତୁ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପୂରା…

କନକ ବ୍ୟୁରୋ: କେଭି ସିଂହଦେଓ.... ୬ ଥରର ବିଧାୟକ, ପଶ୍ଚିମ ଓଡିଶାରେ ବିଜେପିର ଟାଣୁଆ ନେତା । ରାଜ୍ୟ ବିଜେପି ବିଧାୟକ ଦଳ ବୈଠକରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାଛିବା ସହିତ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ବାଛିଛି । ମୋହନ ମାଝୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବାବେଳେ, ପାଟଣାଗଡ…
Read More...