Daily Archives

April 6, 2024

ଅସହ୍ୟ ଖରା ପାଇଁ ୪ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ । ଜାଣନ୍ତୁ, କେଉଁ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ?

କନକ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ବି ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଅଛି । ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି । ଏଠାରେ ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ ଚାଲିବ ପାଠପଢା…

ଶିବଙ୍କ ଶରଣରେ ହାର୍ଦ୍ଦିକ ପାଣ୍ଡ୍ୟା । ହ୍ୟାଟ୍ରିକ ହାରିବା ପରେ ଚିନ୍ତାରେ କ୍ୟାପଟେନ୍ । ରବିବାର ମ୍ୟାଚ ପୂର୍ବରୁ…

କନକ ବ୍ୟୁରୋ: ସାରା ଦୁନିଆକୁ ଦୋହଲାଇ ଦେବ ବୋଲି ଦାବି କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଚଳିତ ଆଇପିଏଲରେ ପ୍ରଥମ ୩ଟି ମ୍ୟାଚ୍ ହାରିଛି । ଆଉ ପଏଣ୍ଟ ଟେବୁଲର ତଳେ ରହିଛି । ଦଳ ଯେଉଁଭଳି ପ୍ରଦର୍ଶନ କରୁଛି, ତାହା ନିଶ୍ଚିତ ଭାବେ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି । ରବିବାର ଚତୁର୍ଥ ମ୍ୟାଚ…

ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରୁଛି ଭାରତ । ଚର୍ଚ୍ଚାରେ ବ୍ରିଟିଶ ଗଣମାଧ୍ୟମ ‘ଦ ଗାର୍ଡିଆନ’ର ରିପୋର୍ଟ ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତକୁ ନେଇ ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ‘ଦ ଗାର୍ଡିଆନ’ର ରିପୋର୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ଭାରତ ନିପାତ କରୁଥିବା ‘ଦ ଗାର୍ଡିଆନ’ ଖବରକାଗଜରେ ଦାବି କରାଯାଇଛି । ଯଦିଓ କୁଟନୈତିକ ଦୃଷ୍ଟିକୋଣରୁ ଭାରତ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନୂଆ ମୋଡ଼ । ମାମଲାରେ ବିଜେପି ଓ ଟିଡିପି ନେତାଙ୍କ କନେକ୍ସନ! ଇଡିକୁ ଦିଲ୍ଲୀ…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନୂଆ ମୋଡ । ଯେଉଁ ମାମଲାରେ ଆମ ଆଦମୀ ପାର୍ଟି ତଥା ଦିଲ୍ଲୀ ସରକାରଙ୍କ ହାଇପ୍ରୋଫାଇଲ ନେତା ଛନ୍ଦି ହୋଇଛନ୍ତି ସେହି ମାମଲାରେ ବିଜେପି ଓ ଏହାର ସହଯୋଗୀ ଦଳ ଟିଡିପି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛି ଦଳ । ସାମ୍ବାଦିକ ସମ୍ମିଳନୀ…

ଇଣ୍ଡି ମେଣ୍ଟକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ କଟାକ୍ଷ । କହିଲେ କେରଳରେ କଂଗ୍ରେସ ସ୍ଥିତି ଟଳମଟଳ, ଇଣ୍ଡି…

କନକ ବ୍ୟୁରୋ: କେରଳ ୱାୟନାଡ଼ ଆସନ ପାଇଁ ଇଣ୍ଡି ମେଣ୍ଟର ଦୁଇ ସହଯୋଗୀ ଦଳ କଂଗ୍ରେସ ଓ ସିପିଆଇ ପ୍ରାର୍ଥୀ  ଛିଡା  କରିବା ଘଟଣା ବେଶ ଚର୍ଚ୍ଚା ସାଉଁଟିଛି । ବିଜେପି ରଥକୁ ରୋକିବା ପାଇଁ  ଇଣ୍ଡି ମେଣ୍ଟ ଗଠନ ହୋଇଛି । ଏବେ ସେହି ମେଣ୍ଟର ସହଯୋଗୀ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଛିଡା କରିବା…

ମାଆ କୋଳକୁ ଫେରିଲା ପୁଅ: ଚିକିତ୍ସାବେଳେ ଡାକ୍ତରଖାନାରୁ ହୋଇଥିଲା ଚୋରି

କନକ ବ୍ୟୁରୋ: କେତେ ଦିଅ ଦେବତା ପୁଜା କରି ପୁଅ ପାଇଥିଲି,ମୋ ପୁଅକୁ କେହି ମୋଠାରୁ ଅଲଗା କରି ପାରିବେନି,ବାଲେଶ୍ୱର ଶିଶୁ ଭବନରୁ ଚୋରି ହୋଇଥିବା ପିଲା ମାଆ କୁଳକୁ ଫେରିବା ପରେ ଏମିତି କହିଛନ୍ତି,ଚୋରି ହୋଇଥିବା ପୁଅର ମାଆ ଓ ପରିବାର ଲୋକେ,ବାଲିଆପାଳରୁ ଦେଖିବା ଏହି ଚାଞ୍ଚଲ୍ୟକର ଖବାର ।…