Daily Archives

April 28, 2024

ବିପଦରେ ଓଡ଼ିଆ ଭାଷା ଓ ଅସ୍ମିତା । ଜାତୀୟ ଗଣମାଧ୍ୟମରେ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ: ଓଡିଶା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ଓଡିଆ ଭାଷା ଓ ଅସ୍ମିତା ବିପଦରେ । ଏହା ସହ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ବିଜେଡି ସରକାର ଅଧିନରେ ଓଡିଶାର ପରିଚୟ…

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ନଗେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଟିକେଟ୍ । ସୋଫିଆ ଫିର୍ଦ୍ଦୋସଙ୍କୁ…

କନକ ବ୍ୟୁରୋ: ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ଦୁଇ ଲୋକସଭା ଆସନ ସହିତ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ପୂର୍ବରୁ ସମ୍ବଲପୁର ଆସନ ପାଇଁ ଦଳ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଥିବାବେଳେ, ଏବେ ତାଙ୍କୁ ବଦଳାଇ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ…

ମନମୋହୁଛି ମହିଳାଙ୍କ ହାତ ତିଆରି ଟେରାକୋଟା ସାମଗ୍ରୀ । ୬ ମାସିଆ ତାଲିମ ନେଇ ମାଟିରେ ହାତୀ, ଘୋଡ଼ା, କଣ୍ଢେଇ ତିଆରି…

କନକ ବ୍ୟୁରୋ : କନକ ବ୍ୟୁରୋ : ମାଟି ମେଂଟାଏ ଭୋକ । ମାଟି ବୁଣିଦିଏ ମହକ । ମାଟି ସହ ମଣିଷର ରହିଛି ପୂରୁଣା ସମ୍ପର୍କ । ନୂଆ ରୂପ ଓ ନୂଆ ରଙ୍ଗ ନେଇ ସଜେଇ ହୋଇଛି ମାଟି । ନାଁ ତାର ଟେରାକୋଟା । ଶିଳ୍ପୀଙ୍କ ନିଖୁଣ କଳାରେ ଜୀବନ୍ତ ହୋଇଛି ମାଟିରେ ତିଆରି ସାମଗ୍ରୀ । ମାଟିରେ ଘୋଡ଼ା, ସିଂହ…

ଚାଷୀରୁ ଉଦ୍ୟୋଗପତି ହେବାର ସ୍ୱପ୍ନ । ନିଜ ଘରେ ମେସିନ୍ ପକାଇ ଚପଲ ତିଆରି କରୁଛନ୍ତି କୋରାପୁଟ ଚାଲାଣପୁଟ ଗାଁର ଯୁବକ…

କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଛି ରୋଜଗାରର ରାସ୍ତା । ପନିପରିବା ଚାଷ କରିବା ସହ ନିଜ ଘରେ ମେସିନ୍ ପକାଇ ଚପଲ ତିଆରି କରୁଛନ୍ତି କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଚାଲାଣପୁଟ ଗାଁର ଯୁବକ ଧନପତି ସୁପିଆ । ଭବାନୀପାଟଣାରୁ ଚପଲ ତିଆରି ସାମଗ୍ରୀ ଆଣି ନିଜେ ଘରେ ହାତ ତିଆରି…

ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସାଲେପୁର ଅଂଚଳର ଶିବାନୀ । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ନଡ଼ିଆ କତାରେ ତିଆରି…

କନକ ବ୍ୟୁରୋ :ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରୁ ବାହାର ରାଜ୍ୟ ଝାଡ଼ଖଣ୍ଡ ଓ ବିହାରକୁ କତା କଣ୍ଢେଇ । ନଡ଼ିଆ କତାରୁ କରିଡ଼ର ମ୍ୟାଟ୍, ଫାଇବର ମ୍ୟାଟ୍, ରଶି ଓ ବିଭିନ୍ନ ପ୍ରକାରର କଣ୍ଢେଇ ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ଏଥିପାଇଁ ମହିଳା ମାନେ ଦିନକୁ ୪ରୁ ୫ ଘଂଟା ଲେଖାଏଁ ସମୟ…

ସପୁରୀ ଚାଷ ଦେଇଛି ପରିଚୟ । ପଡ଼ିଆ ଜମିରେ ଉନ୍ନତ କିଶମର ସପୁରୀ ଚାଷ କରିଛନ୍ତି କେନ୍ଦ୍ରାପଡ଼ା ରାମନଗର ଗାଁର ପ୍ରଫୁଲ୍ଲ…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର ଗାଁର ପ୍ରଫୁଲ୍ଲ ମିସ୍ତ୍ରୀ ନିଜର ପଡିଆ ପଡିଥିବା ୨ ଏକରରୁ ଉଦ୍ଧ୍ୱର୍ ଜମିରେ ଦେଶୀ ପ୍ରଜାତିର ସପୁରୀ ଚାଷ କରିଛନ୍ତି । ଏହି ଚାଷରୁ ତାଙ୍କୁ ଭଲ ଦୁଇପଇସା ରୋଜଗାର ମିଳୁଛି । ଯାହାଦ୍ୱାରା ଆତ୍ମନିର୍ଭରଶୀଳ…