Daily Archives

April 9, 2024

ଏନଡିଏକୁ ସମର୍ଥନ ଦେଲେ ରାଜ୍ ଠାକରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର କଲେ ପ୍ରଂଶସା । 

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ରାଜ୍ ଠାକରେ । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ମୁମ୍ବାଇର ଶିବାଜୀ ପାର୍କରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରଧାନମନ୍ତ୍ରୀ…

୨୦୨୪ରେ ଭେଟେରାନ ନେତାଙ୍କ ଭାଗ୍ୟ ପରୀକ୍ଷା । ଅନେକଙ୍କ ପାଇଁ ଏଥର ଶେଷ ସୁଯୋଗ! ଦେଖନ୍ତୁ, ଲିଷ୍ଟରେ ଅଛନ୍ତି କିଏ କିଏ?

କନକ ବ୍ୟୁରୋ: ରମେଶ ଚ୍ୟାଉ ପଟ୍ଟନାୟକ । ବୟସ ୮୧ ବର୍ଷ । ୫ ବର୍ଷର ଅପେକ୍ଷା ପରେ ବ୍ରହ୍ମପୁରର ଏହି ଭେଟେରାନ ନେତାଙ୍କୁ ପୁଣିଥରେ ସୁଯୋଗ ଦେଇଛି ବିଜେଡି । ୧୯୯୫ରୁ ୨୦୧୪ ଯାଏଁ ବ୍ରହ୍ମପୁରରୁ ଲଗାତାର ବିଧାୟକ ହୋଇଥିଲେ ମଧ୍ୟ ୨୦୧୯ରେ ଟିକେଟ୍ କଟିଥିଲା । ହେଲେ ଏବେ ପୁଣି ଏହି ପୁରୁଣା…

ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ ପଚାରିଲେ ପ୍ରଣବ: NH-55ରେ ୪୦୦ରୁ ଅଧିକ ଜୀବନ ଯାଇଛି କାହା ପାଇଁ…? ୧୦ ବର୍ଷ…

କନକ ବ୍ୟୁରୋ: ନିର୍ବାଚନୀ ମାହୋଲ ଭିତରେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ପ୍ରଣବଙ୍କ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ପୋଷ୍ଟ କରିଛନ୍ତି ପ୍ରଣବ । ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଣବ-ଧର୍ମେନ୍ଦ୍ର ଦୁଇ ପ୍ରମୁଖ ଦଳ ବିଜେଡି- ବିଜେପିର…

ଏପ୍ରିଲ ୧୭ରେ ରାମଲାଲାଙ୍କ ହେବ ସୂର୍ଯ୍ୟଅଭିଷେକ । ମୂର୍ତ୍ତିର ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ

କନକ ବ୍ୟୁରୋ: ପବିତ୍ର ରାମନବମୀ ଅବସରରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଳକ । ଅପ୍ଟି ମେକାନିକାଲ ସିଷ୍ଟମ ଜରିଆରେ ପ୍ରଭୁ ରାମଲାଲାଙ୍କ ମସ୍ତକରେ ୪ ମିନିଟ୍ ଧରି ଶୋଭାବର୍ଦ୍ଧନ କରିବ ସୂର୍ଯ୍ୟ ଆଲୋକ । ୧୭ ତାରିଖ ଦିନ ୧୨ଟାରେ ଏଭଳି ଅଲୌକିକ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ ରାମ ଭକ୍ତ ।…

ମହାରାଷ୍ଟ୍ର ଆସନ ବୁଝାମଣା ନେଇ ଛିଣ୍ଡିଲା ଅଙ୍କ । ଉଦ୍ଧବ ଗୋଷ୍ଠୀ ଶିବସେନାକୁ ୨୧, କଂଗ୍ରେସକୁ ୧୭ ଆସନ । ୧୦ଟି ଆସନରେ…

କନକ ବ୍ୟୁରୋ: ମହାରାଷ୍ଟ୍ର ମହାବିକାଶ ଅଘାଡି ମେଣ୍ଟର ଆସନ ବୁଝାମଣା ଉପରେ ବାଜିଲା ମୋହର । ବଡ଼ ଦଳ ଭାବେ ସର୍ବାଧିକ ୨୧ଟି ଆସନରେ ଲଢିବ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା । କଂଗ୍ରେସ ୧୭ଟି ଆସନରେ ଲଢେଇ କରିବାକୁ ଥିବା ବେଳେ ମାତ୍ର ୧୦ଟି ଆସନରେ ପ୍ରାର୍ଥୀ ଦେବ ଶରଦ ପାୱାର ନେତୃତ୍ୱଧୀନ…

୨୦୨୪ ନିର୍ବାଚନରେ ଷ୍ଟାର ପାୱାର । ମଇଦାନରେ କଳାକାର ଆଉ କ୍ରିକେଟର ।

କନକ ବ୍ୟୁରୋ: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ । କିଛି ଦିନ ପରେ ପଡିବ ଭୋଟ । ଦଳଗୁଡିକ ବାଛି ସାରିଛନ୍ତି ଉପଯୁକ୍ତ ପ୍ରାର୍ଥୀ । ଏଥରକ ନିର୍ବାଚନରେ ଏମିତି କିଛି ଚର୍ଚ୍ଚିତ ବ୍ୟକ୍ତି ଦେଖିବାକୁ ମିଳିବେ ଯେଉଁମାନେ ସିଲଭର ସ୍କ୍ରିନରେ କମାଲ କରି ଦର୍ଶକଙ୍କ ନିକଟରେ ଚିହ୍ନା ଚେହେରା…