Daily Archives

April 4, 2024

୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା, ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ । ଅଂଶୁଘାତ ପାଇଁ ମାର୍ଗଦର୍ଶିକା…

କନକ ବ୍ୟୁରୋ: ଉପର ମୁହାଁ ପାରଦ, ତାତିଲା ଓଡିଶା । ୪୨ ଡିଗ୍ରୀ ଛୁଇଁଲା ତାତି । ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବା ବେଳେ ୫ଟି ସହରରେ ତାତି ୪୧ ଡେଇଁଛି । ସେହିଭଳି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଖରା ଯୋଗୁ ଅଂଶୁଘାତ ହେବାର ଭୟ…

ବୋରୱେଲରୁ ଉଦ୍ଧାର ହେଲା ଶିଶୁ । କର୍ଣ୍ଣାଟକ ବିଜୟପୁରାରେ ଖେଳୁଥିବା ବେଳେ ଖସିପଡ଼ିଥିଲା, ୨୦ ଘଣ୍ଟାର ଅପରେସନ ପରେ…

କନକ ବ୍ୟୁରୋ : ୨୦ ଘଂଟାର ଅପରେସନ ପରେ ଉଦ୍ଧାର ହେଲା ବୋରୱେଲରେ ଫଶିଥିବା ଶିଶୁ । କର୍ଣ୍ଣାଟକ ବିଜୟପୁରାରେ ୨୦ ଫୁଟର ବୋରୱେଲରେ ପଡିଯାଇଥିଲା ଦେଢ଼ ବର୍ଷର ଶିଶୁ । ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ଶିଶୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଶିଶୁର ସ୍ୱାସ୍ଥାବସ୍ଥା ଉପରେ ନଜର ରଖିଛନ୍ତି…

ଭୂମିକମ୍ପ ପରେ ତାଇୱାନରେ ଉଦ୍ଧାରକାର୍ଯ୍ୟ ଜୋରଦାର । ଭୁଶୁଡ଼ିଲା ଶହେରୁ ଅଧିକ କୋଠା, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

କନକ ବ୍ୟୁରୋ : ଭୟଙ୍କର ହୋଇ ପଡିଛି ତାଇୱାନର ସ୍ଥିତି । ଶକ୍ତିଶାଳୀ ଭୂ-କମ୍ପରେ ଥରି ଉଠିଛି ଛୋଟିଆ ଦେଶ ତାଇୱାନ୍ । ବୁଧବାର ସକାଳୁ ରାଜଧାନୀ ତାଇପେଇର ବିଭିନ୍ନ ସ୍ଥାନରେ ଭୟଙ୍କର ଭୂମିକମ୍ପରେ ବଡ ଧରଣର କ୍ଷୟକ୍ଷତି ହୋଇଛି । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି…

ଗୋଟିଏ ଦିନରେ କଂଗ୍ରେସକୁ ଡବଲ ଝଟକା । ହାତ ଛାଡ଼ି ପଦ୍ମ ଧରିଲେ ମୁଖପାତ୍ର ଗୌରବ ବଲ୍ଲଭ, କହିଲେ ଦେଇପାରିବେନି ସନାତନ…

କନକ ବ୍ୟୁରୋ : କଂଗ୍ରେସ ଛାଡିବାର କେଇ ଘଂଟା ମଧ୍ୟରେ ପଦ୍ମ ଧରିଲେ ଗୌରବ ବଲ୍ଲଭ । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଜେପି ସାମିଲ ହୋଇଛନ୍ତି ଗୌରବ । ସନାତନ ଧର୍ମ ବିରୋଧି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଖଡଗେଙ୍କୁ ଚିଠି ଲେଖିବା ସହ କଂଗ୍ରେସ…

କଂଗ୍ରେସରୁ କିଏ ଲଢ଼ିବ ଆମେଠି ନିର୍ବାଚନ ? ସଙ୍କେତ ଦେଲେ ରବର୍ଟ ଭଦ୍ରା…

କନକ ବ୍ୟୁରୋ : ଉତରପ୍ରଦେଶ ଆମେଠି ଆସନରେ ଦେଖିବାକୁ ମିଳିପାରେ ବଡ଼ ଲଢେଇ । ସ୍ମୃତି ଇରାନୀଙ୍କ ବିପକ୍ଷରେ ରାହୁଲ ଗାନ୍ଧୀଙ୍କ ବଦଳରେ ଏହି ଆସନରୁ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ । ଲୋକସଭା ନିର୍ବାଚନ ପାଇଁ ରାଜନୀତି ଜୋର ଧରିଥିବା ବେଳେ ରର୍ବଟ ଭଦ୍ରାଙ୍କ ବୟାନ ଏହି…

କଚାତିବୁ ଦ୍ୱୀପ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା । କହିଲା, ଭାରତରେ ଆଭ୍ୟନ୍ତରୀଣ ବିତର୍କ ଚାଲିଛି, ଏନେଇ…

କନକ ବ୍ୟୁରୋ : କଚାତିବୁ ଦ୍ୱୀପକୁ ନେଇ ବିବାଦ ବଢ଼ୁଥିବା ବେଳେ ଶ୍ରୀଲଙ୍କା ମୁହଁ ଖୋଲିଛି । ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ପ୍ରତିକ୍ରିୟା ରଖି କହିଛନ୍ତି ଯେ, “କୌଣସି ବିବାଦ ନାହିଁ, ବରଂ ଭାରତରେ ଏନେଇ ଏକ ଆଭ୍ୟନ୍ତରୀଣ ବିତର୍କ ଚାଲିଛି । ଏହାକୁ ଛାଡ଼ିଲେ, କାଚାତିବୁ ଉପରେ କେହି…