Daily Archives

April 8, 2024

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆରମ୍ଭ । ରାତି ୨ଟା ୨୨ରେ ଶେଷ ହେବ ପରାଗ।

କନକ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହେଇଛି । ଏହି ଖାସ୍ ମହାଜାଗତିକ ଦୃଶ୍ୟକୁ ଦେଖିବାକୁ ସାରା ବିଶ୍ୱର ଅନେକ ଲୋକ ଚାତକ ଭଳି ଚାହିଁ ରହିଥିଲେ । ତେବେ ମହାକାଶର ଏହି ମହାଜାଗତିକ ଦୃଶ୍ୟ ଭାରତବାସୀଙ୍କୁ ନଜର ଆସିବନି । ତେବେ ମିଳିଥିବା ସୂଚନା ମୁତାବକ, ଦୀର୍ଘ ୫୦…

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ୧୬୨୫ ପ୍ରାର୍ଥୀ । ୧୬% ପ୍ରାର୍ଥୀ ଦାଗୀ, ୨୮% ପ୍ରାର୍ଥୀ…

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୯ ତାରିଖରେ ପଡିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ୍ । ପ୍ରଥମ ଚରଣରେ ୨୧ ରାଜ୍ୟର ୧୦୨ଟି ସିଟରେ ଭୋଟ୍ ପଡିବାକୁ ଥିବାବେଳେ, ଏଥିପାଇଁ ୧୬୨୫ ଜଣ ପ୍ରାର୍ଥୀ ରେସରେ ଅଛନ୍ତି । ତେବେ ଏହି ପ୍ରାର୍ଥୀମାନଙ୍କ ଭିତରୁ ୧୬% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ…

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ୍ ଅଫିସର ଭି ଭି ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ।

କନକ ବ୍ୟୁରୋ: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଇଛନ୍ତି ଶ୍ରୀମନ୍ଦିରର ପ୍ରଶାସନର ମୁଖ୍ୟ ପ୍ରଶାସକ । ରାଜ୍ୟ ସରକାର ତାଙ୍କୁ ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମଧ୍ୟ ଦାୟିତ୍ୱ ଦେଇଛନ୍ତି । ଏ ସମ୍ପର୍କିତ ନିର୍ଦ୍ଦେଶନାମା…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସର ଫେରାଦ: ଦଳର ନିର୍ବାଚନୀ ଘୋଷଣାପତ୍ରକୁ ନେଇ ମୋଦୀ…

କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସ ପ୍ରତିନିଧିମଣ୍ଡଳୀର ଫେରାଦ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଇସିଙ୍କ ନିକଟରେ ଦଳ ଦ୍ୱାରସ୍ଥ ହୋଇଛି । ନିର୍ବାଚନୀ ପ୍ରଚାର ସମୟରେ ମୋଦୀ କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ନେଇ ଆପତିଜନକ ଟିପ୍ପଣୀ ଦେଇଥିବା ଦଳ ଅଭିଯୋଗ କରିଛି…

ଭାରତ ନିର୍ବାଚନ ଉପରେ ଚୀନର ନଜର । ‘ଏଆଇ’କୁ ଅସ୍ତ୍ର କରି ପ୍ରଭାବିତ କରିବାକୁ ଷଡ଼ଯନ୍ତ୍ର । ମାକ୍ରୋସଫ୍ଟ ରିପୋର୍ଟରେ…

କନକ ବ୍ୟୁରୋ: ଭାରତର ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ ଚଳାଇଛି ଚୀନ । ନିର୍ବାଚନ ପ୍ରଭାବିତ କରିବାକୁ ବଡ ଷଡଯନ୍ତ୍ର କରିଛି ପଡୋଶୀ ରାଷ୍ଟ୍ର । କୃତ୍ରିମ ବୁଦ୍ଧିମତା ବା ଏଆଇ ଦ୍ୱାରା ବିଭିନ୍ନ ବିଷୟବସ୍ତୁ ତିଆରି କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଯୋଜନା କରିଛି…

କାହିଁକି କଂଗ୍ରେସ ଛାଡୁଛନ୍ତି ନେତା? କାରଣ କହିଲେ କଂଗ୍ରେସ ସାଧାରଣ ସମ୍ପାଦକ । ୧୦ ବର୍ଷରେ ହାତ ଛାଡିଲେଣି ୫୦ରୁ ଅଧିକ…

କନକ ବ୍ୟୁରୋ: ନିର୍ବାଚନ ପାଖଉଛି, ଦଳ ଡିଆଁ ପର୍ବ ବଢ଼ିବାରେ ଲାଗିଛି । ରାତାରାତି ନେତାଙ୍କ ଦଳ ବଦଳ ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ । ତେବେ କଂଗ୍ରେସ ଭଳି ପୁରୁଣା ଦଳର ନେତା ଅଧିକାଂଶ ଅନ୍ୟ ଦଳକୁ ଡେଇଁବା ଚିନ୍ତାର ବିଷୟ ପାଲଟିଛି । ହାତ ପାର୍ଟିର ସ୍ଥିତିକୁ ଦେଖିଲେ ଲାଗୁଛି ଆରମ୍ଭ ହୋଇଛି…