Daily Archives

April 30, 2024

ହିଣ୍ଡାଲକୋର ପ୍ରୋଜେକ୍ଟ ଜ୍ଞାନାର୍ଜନ ପ୍ରବେଶିକା ପରୀକ୍ଷା ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ତାଲିମ ଦେଉଛି

କନକ ବ୍ୟୁରୋ: ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ, ହୀରାକୁଦ ଓଡ଼ିଶାରେ ‘ଜ୍ଞାନାର୍ଜନ ପ୍ରୋଜେକ୍ଟ’ ଶୁଭାରମ୍ଭ କରିଛି । ମୂଳତଃ ପଞ୍ଚମ ଓ ଦଶମ ଛାତ୍ର ଛାତ୍ରୀଙ୍କୁ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନଗୁଡିକରେ ନାମ ଲେଖାଇବା ନିମନ୍ତେ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାଗୁଡିକରେ…

ସେବାକୁ ସମ୍ମାନ । ଚାକିରିରୁ ଅବସର ନେଲେ ରାଜ୍ୟ ପରିବହନ ପ୍ରାଧିକରଣର ଚତୁର୍ଥ ଶ୍ରେଣୀ କର୍ମଚାରୀ ରିଆଜ୍ ଉଲ୍ ହକ୍ ।…

କନକ ବ୍ୟୁରୋ: କିଛି ଦିନ ତଳେ ବେଶ୍ ଚର୍ଚ୍ଚିତ ହୋଇଥିଲା ଡିଜିପି ଅରୁଣ ଷଡ଼ଙ୍ଗୀ ଜଣେ ଝାଡ଼ୁଦାରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାର ଫଟୋ । ଏବେ ସେମିତି ମହାନତା ଦେଖାଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଦୀର୍ଘ ଦିନ ଧରି ରାଜ୍ୟ ପରିବହନ ପ୍ରାଧିକରଣରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ…

କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱଭୂଷଣ ଦାସଙ୍କୁ ଯୋଦ୍ଧା ଘୋଷଣା କଲା ହାତ ଦଳ ।

କନକ ବ୍ୟୁରୋ: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଯୁବ ନେତା ବିଶ୍ୱଭୂଷଣ ଦାସଙ୍କୁ ଦଳ କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର କାକଟପୁରରେ ଲଢେଇ ରୋଚକ ହେବାକୁ ଯାଉଛି । ଯେଉଁଠି ବିଜେଡି ଏବଂ ବିଜେପି ନେତାଙ୍କୁ ଟକ୍କର ଦେବେ କଂଗ୍ରେସର ବିଶ୍ୱଭୂଷଣ । ତେବେ…

ଟି-ଟ୍ୱେଂଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ୧୫ଜଣିଆ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ୍ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଉପଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରାଯାଇଛି । ଅଭିଜ୍ଞଙ୍କ ସହ ଯୁବ ଖେଳାଳି ମାନଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଆହତ କାରଣରୁ ଦୀର୍ଘ ସମୟ ଧରି ଦଳରୁ…

ଯୁଦ୍ଧ ଭିତରେ ବଢ଼ିପାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା । ନେତାନ୍ୟାହୁଙ୍କ ନାଁରେ ଗିରଫ ପରୱାନା ଜାରି ଆଶଙ୍କା

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଆତଙ୍କୀ ସଂଗଠନକୁ ସମ୍ପୂର୍ଣ୍ଣ ମୂଳପୋଛ ଲକ୍ଷ୍ୟରେ ରକ୍ତମୁଖା ହୋଇଛି ଆଇଡିଏଫ । ପ୍ରଭାବରେ ଗାଜା ପଟ୍ଟିରେ ବସବାସ କରୁଥିବା ପାଲେଷ୍ଟାନୀୟ ନାଗରିକଙ୍କ ଜୀବନ ଦୁର୍ବିସହ ହୋଇଥିବା ବେଳେ ମାନବୀୟ ସହାୟତା…

ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ । ଟିକେଟ୍ କଟିବାରୁ, ବିଜେଡିକୁ କହିଲେ ବାଏ ବାଏ ।

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଭାଗିରଥୀ ସେଠୀ । ଆନନ୍ଦପୁରର ବିଧାୟକ ଆଜି ବିଜୁ ଜନତା ଦଳକୁ ବାଏ ବାଏ କହିଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଦେଇଛନ୍ତି, ଆଉ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଭାଗିରଥୀ…