Daily Archives

April 10, 2024

ଜଳବାୟୁ ପରିବର୍ତ୍ତନ ଉଜାଡିଦେଉଛି ଜୀବିକା । ଅନିଚ୍ଛା ସତ୍ୱେ ପେଟପାଟଣା ପାଇଁ ଭିଟାମାଟି ଛାଡୁଛନ୍ତି ଶ୍ରମିକ ।

କନକ ବ୍ୟୁରୋ: ଜଳବାୟୁ ପରିବର୍ତନ ବି ନିର୍ୱାଚନକୁ ପକାଇପାରେ ପ୍ରଭାବ । ଏହା ସାଧାରଣତ ନଜରକୁ ଆସୁନଥିଲେ ବି ପ୍ରତ୍ୟକ୍ଷରେ ଏହା ଭୋଟ ହାରକୁ କରେ ପ୍ରଭାବିତ । ବର୍ଷା କମ ଯୋଗୁଁ ଚାଷ ଉପରେ ସମ୍ପୂର୍ଣ ନିର୍ଭର ନକରି ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ରୋଜଗାର ଆଶାରେ ଯାଉଛନ୍ତି…

ଚର୍ଚ୍ଚାରେ ସମାଜବାଦୀ ପାର୍ଟିର ଇସ୍ତାହାର । କ୍ଷମତାକୁ ଆସିଲେ ଦଳ ଦେବ ମାଗଣା ଅଟା ସହ ୫ଶହ ଟଙ୍କାର ମୋବାଇଲ ଡାଟା ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । ଦଳ ଘୋଷଣାପତ୍ରର ନାଁ ଦେଇଛି ଭିଜନ ଡକ୍ୟୁମେଣ୍ଟ । ଦଳ ଶାସନ କ୍ଷମତାକୁ ଆସିଲେ ମାଗଣା ଗହମ ବଦଳରେ ଏଣିକି ଅଟା ଦେବ ଦଳ । ଏଥିସହ ରାସନକାର୍ଡଧାରୀଙ୍କୁ ମାସକୁ ୫ଶହ ଟଙ୍କା ମାଗଣା ମୋବାଇଲ ଡାଟା ମିଳିବ…

ଏପ୍ରିଲ ୧୪ରେ ଦେଶବ୍ୟାପୀ ଆପ୍ ପାଳିବ ସମ୍ବିଧାନ ବଞ୍ଚାଓ, ଏକଛତ୍ରବାଦୀ ଶାସନ ହଟାଅ ଦିବସ । ଏପଟେ କେଜ୍ରିୱାଲଙ୍କ…

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ । ଅପ୍ରେଲ ୧୪ରେ ‘ସମ୍ବିଧାନ ବଂଚାଅ ଏକଛତ୍ରବାଦୀ ଶାସନ ହଟାଅ’ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିବ ଆମ୍ ଆଦମୀ ପାର୍ଟି । ଏନେଇ ତିହାର ଜେଲରୁ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ…

ଉପବାସରେ ରହି ମାରାଥନ ରାଲି କରୁଛନ୍ତି ପ୍ରଧାନମନ୍ତ୍ରୀ । ଚୈତ୍ର ନବରାତ୍ରରେ ୯ ଦିନ ଉପାସ ରହି ବିଭିନ୍ନ ରାଜ୍ୟରେ…

କନକ ବ୍ୟୁରୋ: ଗୋଟିଏ ପଟେ କର୍ମ, ଅନ୍ୟପଟେ ଧର୍ମ । ମଙ୍ଗଳବାର ଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଉପବାସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପବାସ କରିବା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ରାଜ୍ୟ ବୁଲି ରୋଡଶୋ, ଜନସଭାରେ…

ସୁପ୍ରିମକୋର୍ଟରୁ ପୁଣି ନିରାଶ ହେଲେ ବାବା ରାମଦେବ ଓ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ।…

କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ ପୁଣି ନିରାଶ ହେଲେ ବାବା ରାମଦେବ ଓ ପତଞ୍ଜଳୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା । ଉଭୟଙ୍କ କ୍ଷମା ଆବେଦନଗ୍ରହଣ କଲେନି କୋର୍ଟ । ଶୁଣାଣୀ କରି କୋର୍ଟ କହିିଛନ୍ତି ବାରମ୍ବାର ତାଗିଦ ସତ୍ୱେ ଆପଣମାନେ କୋର୍ଟଙ୍କ ଅବମାନନା କରିଛନ୍ତି । ଭବିଷ୍ୟତରେ…

ରୋଚକ ହେବ ବାରାଣାସୀରେ ୨୪ ଲଢ଼େଇ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ କିନ୍ନର…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ମୈଦାନରେ ଅଂଟାଭିଡିଲେଣି ସମସ୍ତ ରାଜନୈତିକ ଦଳର ହେଭିୱେଟ ନେତା । ରାଲି, ରୋଡ୍ ଶୋ ସାଙ୍ଗକୁ ବିଜୟ ରଣକୌଶଳ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ମଧ୍ୟ ଜୋରଦାର ହେଲାଣି । ଦେଶର ଗୁରୁତ୍ୱପୂର୍ଣ୍ଣ ତଥା ପ୍ରମୁଖ ଆସନ ଗୁଡିକ ମଧ୍ୟରୁ…