Daily Archives

April 5, 2024

ଓଃ କି ଖରା ! ଆକାଶରୁ ବର୍ଷୁଛି ନିଆଁ । ଏସିଆର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର

କନକ ବ୍ୟୁରୋ: ଡରାଉଛି ରାଜଧାନୀର ତାତି । ଆଜି ଭୁବନେଶ୍ୱରରେ ପାରଦ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ଥିବା ବେଳେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି ।…

ବିରମିତ୍ରପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥି ରୋହିତ ଯୋସେଫ ତିର୍କୀ, ବାପା ଜର୍ଜ ତିର୍କୀଙ୍କ ରାଜନୈତିକ…

କନକ ବ୍ୟୁରୋ : ବିରମିତ୍ରପୁର ବିଧାନ ସଭା ଆସନ ପାଇଁ ବିଜେଡି ପକ୍ଷରୁ ନୂଆ ମୁହଁ ରୋହିତ ଯୋସେଫ ତିର୍କୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛିା ରୋହିତ ଚଳିତ ସପ୍ତାହରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ଆଜି ବେଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛିା ରୋହିତ ହେଉଛନ୍ତି…

ଇଷ୍ଟଆଇ ଫୁଡ୍ କନକ୍ଲେଭ-୨୪ । ସାରାବିଶ୍ୱ ଦେଖିଲା ସ୍ୱାଦିଷ୍ଟ ଓଡି଼ଆ ବ୍ୟଞ୍ଜନ, ଦେଶ ବିଦେଶରେ ମିଳିବ ନୂଆ ପରିଚୟ

କନକ ବ୍ୟୁରୋ : ପଖାଳଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ବେସର, ମୁଢ଼ି ମାଂସ, ଛେନାପୋଡ ଓଡ଼ିଆଙ୍କର ପ୍ରିୟଖାଦ୍ୟ । ଓଡିଆଙ୍କ ଏହି ଖାଦ୍ୟ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର । କେବଳ ଏତିକିରେ ଏହି ତାଲିକା ସୀମିତ ନୁହେଁ, ଓଡ଼ିଶାରେ ମିଳିଥାଏ ଭଳିକି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ । କିନ୍ତୁ…

ଟାଟୁ ଦେଲା ଲୁଟେରାଙ୍କ ପରିଚୟ । ଭୁବନେଶ୍ୱର ପିତାପଲ୍ଲୀ ଛକରୁ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ ଘଟଣାରେ…

କନକ ବ୍ୟୁରୋ : ବିଡା ବିଡା ଟଙ୍କା । ବସ୍ତା ବସ୍ତା କଏନ । କଳା ମୁଖା ପିନ୍ଧି ଛିଡା ହୋଇଥିବା ଏହି ଅଭିଯୁକ୍ତ ମାନେ ହେଉଛନ୍ତି ଭୁବନେଶ୍ୱରର ଟଙ୍କା ଝମ୍ପା ଗ୍ୟାଙ୍ଗ । ଆଖି ପିଛୁଳାକେ ଏମାନେ ଗାଏବ କରି ଦିଅନ୍ତି ଟଙ୍କା ବ୍ୟାଗ । ଗତ ୩୦ ତାରିଖରେ ପିତାପଲ୍ଲୀ ଛକରୁ ବ୍ୟବସାୟୀଙ୍କ ଠାରୁ ୧୧…

ବିଜେଡି ଛାଡ଼ି ବିଜେପିରେ ମିଶିଲେ ଜଗତସିଂହପୁରର ଅମରେନ୍ଦ୍ର ଦାସ । ପଦ୍ମ ଧରିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ ।…

କନକ ବ୍ୟୁରୋ : ରାଜନୀତିରେ ଦଳ ପରିବର୍ତନ ଯଦିଓ ନୂଆ ନୁହେଁ, ନିର୍ବାଚନ ପୂର୍ବରୁ ଦଳଡିଆଁର ମାତ୍ର ଓ ତୀବ୍ରତା ହୁଏତ ବଢ଼ି ଯାଇଛି । ଉଭୟ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି ବେଶ ଜଣାଶୁଣା ନେତା । ବିଜେପିରେ ସାମିଲ୍ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ ।…

ମହାଦେବଙ୍କ ଶରଣରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ: ସୋମନାଥ ମନ୍ଦିରରେ ପହଁଚି ହାର୍ଦ୍ଦିକ ପାଣ୍ଡ୍ୟା କଲେ ସ୍ୱତନ୍ତ୍ର…

କନକ ବ୍ୟୁରୋ: ମହାଦେବଙ୍କ ଶରଣରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ । ଶୁକ୍ରବାର ସକାଳୁ ସକାଳୁ ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପହଁଚିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏଠାରେ ମହାଦେବଙ୍କ ଆରଧନା କରିବା ସହ ସ୍ୱତନ୍ତ୍ର ପୂଜାପାଠ କରିଛନ୍ତି ପାଣ୍ଡ୍ୟା । ଯେବେଠୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ…