Daily Archives

April 14, 2024

ଆଉ ୭୫ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦେଖନ୍ତୁ, କାହାକୁ କେଉଁଠୁ ମିଳିଲା ଟିକେଟ୍ ?

କନକ ବ୍ୟୁରୋ: ଗତକାଲି ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ, ଆଜି ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ…

୭୫ ଆସନ ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ପ୍ରାର୍ଥୀ?

କନକ ବ୍ୟୁରୋ: ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବରୁ କଂଗ୍ରେସ ୪୭ଟି ବିଧାନସଭା ଆସନ…

ପରିଚୟ ଦେଇଛି ସୂର୍ଯ୍ୟମୁଖୀ ଚାଷ: ଓୟୁଏଟିରୁ ତାଲିମ ନେଇ ସୂର୍ଯ୍ୟମୁଖୀ ଚାଷ କରିଥିଲେ ଖୋର୍ଦ୍ଧା ସିକୋ ଗାଁର ଦାଶରଥୀ 

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର, କେଡ଼େ ଖୁସି ତାହାର । ଏହାକୁ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ସିକୋ ଅଂଚଳର ଚାଷୀ ଦାଶରଥୀ ।  ଚାଷରୁ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ଆଖି ଯୁଆଡ଼େ ଯାଉଛି ସିଆଡ଼େ…

ପରିଣତ ବୟସରେ ବାପାଙ୍କ ଆଶାବାଡ଼ି ସାଜିଛନ୍ତି ଦେବସ୍ମିତା: ୬ ଏକର ଜମିରେ କରୁଛନ୍ତି ପରିବା ଚାଷ

କନକ ବ୍ୟୁରୋ: ଅନେକ ସମୟରେ ପରିଣତ ବୟସରେ ବାପା–ମା’ଙ୍କୁ ପୁଅ-ଝିଅ ପରକରିଦେଉଥିବାର ଚିତ୍ର ଆମେ ମାନେ ଦେଖିଛେ । ହେଲେ ଏଠି ଜଣେ ବୃଦ୍ଧ ବାପାଙ୍କ ମୁଣ୍ଡରୁ ପରିବାରର ବୋଝ ହାଲୁକା କରିବା ପାଇଁ ଝିଅଟିଏ ଅଂଟାଭିଡ଼ିଛି । ହାତରେ କୋଡ଼ି-କୋଦାଳ ଧରି ଚାଷ କାମକୁ ଆଦରିନେଇଛି । ମୁଣ୍ଡ ଝାଳ ତୁଣ୍ଡରେ…

ଫେସବୁକରେ ସୁନ୍ଦର ହେବାର ଟ୍ରେଣ୍ଡ: ଏଆଇ ଅବତାରରେ ବଦଳୁଛି ଚେହେରା

କନକ ବ୍ୟୁରୋ: ଏବେ ଚାଲିଛି ଫେସବୁକରେ ସୁନ୍ଦର ହେବାର ଟ୍ରେଣ୍ଡ । ଆଉ ଏଆଇ ଅବତାର ନିଶାରେ ପଡିଛନ୍ତି ଯୁବପୀଢ଼ି । ଫଲୋୟର୍ସ ବଢାଇବା ନିଶା ହେଉ ତି ଲୋକଙ୍କୁ ଆକୃଷ୍ଟ କରିବ ପାଇଁ ଯୁବପୀଢି ଏଭଳି ଟ୍ରେଣ୍ଡ ଆପଣାଉଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି…

ବରଗଡ଼ରେ ବୁଲିଲା ଭକ୍ତିର ଖଣ୍ଡା: ଖଣ୍ଡା ବୁଲାଇଲେ ପ୍ରଦୀପ ପୁରୋହିତ

କନକ ବ୍ୟୁରୋ: ହନୁମାନ ଜୟନ୍ତୀରେ ହଙ୍ଗାମା । ବିଭିନ୍ନ ସ୍ଥାନରେ ବାଇକ ଶୋଭାଯାତ୍ରା ହୋଇଛି । ସୁବର୍ଣ୍ଣପୁରରେ ହନୁମାନ ଜୟନ୍ତୀ ବେଳେ ଗଣ୍ଡଗୋଳ ହୋଇଛି । ଆମ୍ବେଦକର ଛକରେ ବଜରଙ୍ଗ ଦଳ ଓ ଭୀମ ଆର୍ମି କର୍ମକର୍ତା ମୁହାଁମୁହିଁ ହୋଇଛନ୍ତି । ଆଠଗଡ଼ରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।…