Daily Archives

April 27, 2024

ଭୁଲରେ କିଣିଥିଲା ଦଳ, ମ୍ୟାଚ୍ ଜିତାଇ ହିରୋ ପାଲଟିଲେ ଶଶାଙ୍କ ସିଂ । ଶଶାଙ୍କ ପ୍ରଦର୍ଶନ ପରେ ପଞ୍ଜାବ କିଙ୍ଗସକୁ…

କନକ ବ୍ୟୁରୋ : ଆପଣଙ୍କୁ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ । ଶୁକ୍ରବାର ଆଇପିଏଲରେ କେକେଆର ବିପକ୍ଷରେ ୨୬୨ ରନର ଲକ୍ଷ୍ୟକୁ ହାସଲ କରି ଐତିହାସିକ ବିଜୟ ପାଇଥିଲା ପଞ୍ଜାବ କିଙ୍ଗ୍୍ସ । ଆଉ ଦମଦାର ପଦର୍ଶନ କରି ମ୍ୟାଚ ଜିତାଇଥିଲେ ୩୨ ବର୍ଷିୟ ଖେଳାଳୀ ଶଶାଙ୍କ ସିଂ । ମାତ୍ର…

୩୦ରେ ନବୀନ ପଟ୍ଟନାୟକଙ୍କ ନାମାଙ୍କନ । ହିଞ୍ଜିଳି ଆସନ ପାଇଁ ଛତ୍ରପୁରରେ କରିବେ ପ୍ରାର୍ଥୀପତ୍ର ଦାଖଲ

କନକ ବ୍ୟୁରୋ : ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରୁପୁରରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ନବୀନ ତାରା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ୧୧ଟା ୧୫ ମିନିଟରେ…

୬୦ବର୍ଷ ବୟସରେ ମିସ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ ୨୦୨୪ ଟାଇଟେଲ । ଆଶ୍ଚର୍ଯ୍ୟ କଲେ ଆର୍ଜେଟିଂନାର ଏଲେଜାନ୍ଦ୍ରା ମାରିସା…

କନକ ବ୍ୟୁରୋ : ସଫଳତା ପାଇଁ ବୟସ ବାଧକ ନୁହେଁ । ଏହାକୁ ପୁଣି ପ୍ରମାଣ କରି ଦେଖାଇଛନ୍ତି ଆର୍ଜେଟିଂନାର ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ । ମିସ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ ୨୦୨୪ ବିଜେତା ହୋଇଛନ୍ତି ଏହି ୬୦ବର୍ଷ ବର୍ଷୀୟା ପ୍ରତିଯୋଗୀ । ଟାଇଟେଲ ଜିତି କେବଳ ସେ ଆର୍ଜେଟିଂନାକୁ ବିଶ୍ୱ…

ନିଆଁ ମୁହଁରେ ଉତରାଖଣ୍ଡର ନୈନିତାଲ ଜଙ୍ଗଲ । ୩୬ଘଂଟାରେ ୩୦ ପ୍ରତିଶତ ଜଙ୍ଗଲ ପୋଡ଼ି ପାଉଁଶ,ଅଗ୍ନିକାଣ୍ଡ କାବୁ ପାଇଁ…

କନକ ବ୍ୟୁରୋ : ହୁ ହୁ ହୋଇ ଜଳୁଛି ଜଙ୍ଗଲ । ତ୍ରାହୀ ତ୍ରାହୀ ଡାକୁଛି ଜନଜୀବନ । କିଛି ଘଂଟା ଭିତରେ ହିଁ ଜଙ୍ଗଲର ୪୦ରୁ ଅଧିକ ପ୍ରତିଶତ ଜମି ଜଳିପୋଡି ପାଉଁଶ ହେଲାଣି । ଆଖପାଖରେ ରହୁଥିବା ଲୋକମାନେ ଜୀବନ ବିକଳରେ ଘରଦ୍ୱାର ଛାଡି ଚାଲିଯାଉଛନ୍ତି କିନ୍ତୁ କ’ଣ ବା କରିବେ ନିରୀହ ଜୀବଜନ୍ତୁ ।…

ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଜବାବ ଦାଖଲ । ବିଜେପି ସହ ସାକ୍ଷୀ, ପ୍ରମାଣଙ୍କ ସମ୍ବନ୍ଧ ଥିବା ଅଭିଯୋଗ

କନକ ବ୍ୟୁରୋ : ଇଡିର ଅଭିଯୋଗ ଉପରେ ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ଇଡି ଯେଉଁ ସବୁ ଅଭିଯୋଗ ତାଙ୍କ ଉପରେ ଆଣିଛି ଓ ପ୍ରମାଣ ରଖିଛି ସେମାନଙ୍କ ବିଜେପି ସହ କନେକ୍ସନ ଥିବା ଆଜି କୋର୍ଟରେ କହିଛନ୍ତି…

ସନ୍ଦେଶଖାଲି ସିବିଆଇ ଚଢ଼ାଉକୁ ଟିଏମସିର ବିରୋଧ । ଇସିଙ୍କ ନିକଟରେ ଫେରାଦ, ବିଜେପିର ଅଭିଯୋଗ ଦଳ କରୁଛି ରାଷ୍ଟ୍ରବିରୋଧୀ…

କନକ ବ୍ୟୁରୋ : ଶୁକ୍ରବାର ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ସିବିଆଇ ଚଢ଼ାଉକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ପହଁଚିଛି ତୃଣମୂଳ କଂଗ୍ରେସ । ନିର୍ବାଚନରେ ବିଭ୍ରାଟ କରିବାକୁ ଷଡଯନ୍ତ୍ର କରାଯାଉଛି, ଜାଣିଶୁଣି ଟିଏମସି ନେତାକର୍ମୀଙ୍କୁ ହଇରାଣ କରାଯାଉଛି , ବିଜେପି ଇସାରାରେ ଚଢ଼ାଉ…