Browsing Category

ରାଜ୍ୟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । କାଲି ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ଆଶଙ୍କା । ୯ ତାରିଖ…

କନକ ବ୍ୟୁରୋ : ଦକ୍ଷିଣ-ବଂଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ କାଲି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ତାରିଖ ବେଳକୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରବର୍ତି ସମୟରେ ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ…
Read More...

ଆଜି ଝାରସୁଗୁଡ଼ାରେ ହେବ ଧୂଆଁଧାର ପ୍ରଚାର । ମଇଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ରୋଡ ସୋ ଓ ସମାବେଶ…

କନକ ବ୍ୟୁରୋ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ପାଇଁ ଆଉ ଦୁଇଦିନ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଚାର ଲାଗି…
Read More...

ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ସମ୍ଭାବ୍ୟ ବାତ୍ୟା । ପାଣିପାଗ ବିଭାଗ ପକ୍ଷରୁ ଆକଳନ 

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ନେଇ ଆସିଲା ବଡ ଖବର । ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ବାତ୍ୟା । ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା । ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୭ରେ ସୃଷ୍ଟି ବେବ ଲଘୁଚାପ ।…
Read More...

ଝାରସୁଗୁଡା ରାଜନୀତି : ପ୍ରଚାର ବେଳେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ । ଏପଟେ ଉପନିର୍ବାଚନ ପୂର୍ବରୁ ବିଜେପିକୁ…

କନକ ବ୍ୟୁରୋ: କୁହାଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି, କେହି କାହାର ମିତ୍ର ନୁହନ୍ତି । ରାଜନୀତିରେ ସବୁକିଛି ସମ୍ଭବ । ଝାରସୁଗୁଡାରୁ ଆସିଛି ସେମିତି କିଛି ରୋଚକ ଖବର । ଉପନିର୍ବାଚନ ପାଇଁ ପ୍ରଚାର ଯେତେବେଳେ ଜୋରସୋରରେ ଚାଲିଛି, ସେତିକିବେଳେ, କାଲି ଯେଉଁ ନେତା ବିଜେପି ପାଇଁ…
Read More...

ଆସିଲା କୁମ୍ଭୀରଙ୍କ ପ୍ରଜନନ ଋତୁ । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ୩ମାସ ଯାଏଁ ଭିତରକନିକା ବନ୍ଦ ।

ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି । ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି । ଏହି ସମୟ ବିରଳ କୁମ୍ଭୀରଙ୍କ…
Read More...

ପ୍ୟାକେଟ୍ ପ୍ୟାକେଟ୍ କଫସିରଫ୍ ଜବତ । ୨ ଅଭିଯୁକ୍ତ ଗିରଫ

ରାଜଧାନୀ ଭୁବନେଶ୍ୱର ବଜାରରେ ଭେଜାଲ କଫ୍‌ ସିରଫ୍‌ ଦେଖିବାକୁ ମିଳୁଛି। ଯେଉଁ କଫ୍‌ ସିରଫ୍‌ ଖାଇଲେ ଆପଣଙ୍କ ଦେହ ଭଲ ହେବା ବଦଳରେ ଆପଣଙ୍କୁ ନିଶା ହେବ। ଏଥିସହ ଦେହ ଖରାପ ହେବ। ଭୁବନେଶ୍ୱରରୁ ନୟାଗଡ଼ ଯିବା ସମୟରେ ଭରତପୁର ଥାନା ପୁଲିସ ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଫ୍‌ ସିରଫ୍‌…
Read More...

ଜିଲ୍ଲାପାଳଙ୍କ ଫିଲ୍ମ ଷ୍ଟାଇଲ୍ ବାହାଘର । ମେହେନ୍ଦୀ ସେରିମନିରେ ରୋମାଣ୍ଟିକ୍ ଗୀତରେ ନାଚିଲେ

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ବିବାହ ପୂର୍ବରୁ ମେହେନ୍ଦି ସେରିମନିରେ ନଜର ଆସିଛନ୍ତି ଦୁଇ କଲେକ୍ଟର । ଗତକାଲି ମେହେନ୍ଦି ସେରିମନି ଥିବା ବେଳେ ଆଜି ତାଙ୍କର ବିବାହ କାର୍ଯ୍ୟକ୍ରମ…
Read More...

ମଶାରୀ ଭିତରେ ନାଗ । ଶୋଇବାକୁ ଗଲାବେଳେ ବାହାରିଲା ବିରାଟ ସାପ

କନକ ବ୍ୟୁରୋ : ମଶାରୀ ଭିତରେ ନାଗ । ଶୋଇବା ଘରେ ମଶାରୀ ଭିତରୁ ଉଦ୍ଧାର ହୋଇଛି ୪ଫୁଟର ନାଗ ସାପ । ପୁରୀ ପିପିଲି ଖଣ୍ଡି ମଙ୍ଗଳପୁର ଗାଁର ଜଣକ ଘରୁ ଏହି ନାଗ ସାପ ଉଦ୍ଧାର କରାଯାଇଛି । ପରିବାର ଲୋକେ ଖାଇସାରି ଶୋଇବାକୁ ଯିବା ସମୟରେ ମଶାରୀ ଭିତରେ ନାଗ ସାପ ଥିବା ଦେଖିଥିଲେ । ମଶାରୀ…
Read More...

ସମ୍ବଲପୁର ହିଂସାକାଣ୍ଡ ନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରେସମିଟ୍ । କହିଲେ, ଭୋଟ ରାଜନୀତି ପାଇଁ…

କନକ ବ୍ୟୁରୋ : ବିଜେପି କେନ୍ଦ୍ରୀୟ ଟିମର ସମ୍ବଲପୁର ଗସ୍ତ ପୂର୍ବରୁ ବର୍ଷିଲା ବିଜେଡି । ବିଜେପି ବିରୋଧରେ ବିଜେଡି ଆଣିଛି ବଡ଼ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ ନାଁ ନେଇ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି କାଁ ଭାଁ ହିଂସାକୁ…
Read More...

ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ପ୍ରାଣବାୟୁ । ଶଶ୍ମାନରେ ଏକାଠି ଜଳିଲା ଶବ

କନକ ବ୍ୟୁରୋ : ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ଜୀବନ । ଅସୁସ୍ଥ ବାପାଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲ ଯାଇଥିବା ବେଳେ ଅଚାନକ ଅସୁସ୍ଥ ହୋଇ ଚାଲିଯାଇଥିଲା ପୁଅର ଜୀବନ । ଆଉ ଏହି ଖବର ଶୁଣିଲା ପରେ ବାପାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୋନପୁର ତରଭା ମାଲିପଡ଼ାରୁ ଆସିଛି…
Read More...