Browsing Category

ରାଜ୍ୟ

ଓଡିଶାରେ କାହିଁକି ହାରିଲା କଂଗ୍ରେସ ? କାରଣ ଖୋଜିବ ଏଆଇସିସି ଟିମ୍

କନକ ବ୍ୟୁରୋ: ସରକାର ବିରୋଧୀ ଲହର ସତ୍ତେ୍ୱ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଆଉ ଏହାର ଫାଇଦା ନେଇଛି ବିଜେପି । ତେବେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନର କାରଣ ଖୋଜିବାକୁ ଏଆଇସିସି ଗଠନ କରିଛି ଅନୁସନ୍ଧାନକାରୀ ଟିମ୍ । ଓଡିଶା ପାଇଁ ଗଠିତ କମିଟିରେ ଦଳର ବରିଷ୍ଠ ନେତା ଅଜୟ…
Read More...

ବୈଠକ ବସୁଛି, ହେଲେ ପରାଜୟର ହେଉନି ସମୀକ୍ଷା । ରାଜନୀତି ସମୀକ୍ଷକ କହିଲେ, କାହାକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି…

କନକ ବ୍ୟୁରୋ: ୨୪ ବର୍ଷର ନିରଙ୍କୁଶ ଶାସନ ପରେ ରାଜ୍ୟରେ ମାଟି କାମୁଡିଛି ବିଜେଡି । ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ, ବଡ ବିପର୍ଯ୍ୟୟର ସାମ୍ନା କରିଛି ବିଜେଡି । ଶୋଚନୀୟ ପରାଜୟର ୨ ସପ୍ତାହ ବିତିଗଲାଣି, ହେଲେ ପରାଜୟର ସମୀକ୍ଷା କରିପାରୁନି ଦଳ । ପରାଜୟର ସମୀକ୍ଷା…
Read More...

୨୪ ଘଣ୍ଟାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ ଘଟଣା । ଅଭିଯୁକ୍ତ ନାବାଳକକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ । କାଲି…

କନକ ବ୍ୟୁରୋ: ଦୁଇଦିନରେ ଯାଇଛି ୩ ଜୀବନ । ଜଣକ ପରେ ଜଣକୁ ହତ୍ୟା କରିଥିବା ଅଭିଯୋଗ ଆସିଛି ଅଭିଯୁକ୍ତ ନାବାଳକ ନାଁରେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଛକ ନିକଟରୁ ଆସିଛି ଏଭଳି ଲୋମହର୍ଷଣକାରୀ ଘଟଣା । ପଡୋଶୀ ଘରର ମା ଓ ଝିଅକୁ ହତ୍ୟା କରିବା ପରେ ନିଜ ଆଈକୁ ବି ନାବାଳକ ହତ୍ୟା କରିଥିବା…
Read More...

କେବେ ଖୋଲିବ ରତ୍ନଭଣ୍ଡାର, ଦୂର ହେଉନି ଦ୍ୱନ୍ଦ୍ୱ । ନୂଆ ସରକାରଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ: ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ଗତକାଲି ଏଏସଆଇ ଅଧୀକ୍ଷକ ଡିବି ଗଡ଼ନାୟକଙ୍କ ମନ୍ତବ୍ୟ ଦେବା ପରେ ଏହାକୁ ଖଣ୍ଡନ କରିଥିଲେ ଆଇନ ମନ୍ତ୍ରୀ । ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ରତ୍ନଭଣ୍ଡାର ଖୋଲିବା ନେଇ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି । ଖୁବଶୀଘ୍ର ଏ…
Read More...

ରାଜ୍ୟରେ ପ୍ରଥମ ଥର ଖୋଲିବ ଚାଉଳ ଏଟିଏମ୍ । ରାସନ୍ କାର୍ଡ ହିତାଧିକାରୀଙ୍କୁ ମିଳିବ କାର୍ଡ । ପ୍ରତି ଜିଲ୍ଲାରେ ଖୋଲିବ…

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିବ ଚାଉଳ ଏଟିଏମ୍ । ରାସନ୍ କାର୍ଡ ହିତାଧିକାରୀଙ୍କୁ ଏହି ଚାଉଳ ଏଟିଏମ୍ ପ୍ରଦାନ କରାଯିବ । ତେବେ ପ୍ରଥମ ପର୍ୟ୍ୟାୟରେ ରାଜଧାନୀ ଭୁବନେଶ୍ୱରେ ଚାଉଳ ଏଟିଏମ୍ ଖୋଲାଯିବା ପରେ, ଏହାକୁ ପରେ ପ୍ରତିଟି ଜିଲ୍ଲାରେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି…
Read More...

ଆଉ କେତେ ବର୍ଷ ଭଙ୍ଗା ଦଦରା ଘରେ ବିତିବ ଜୀବନ । ପୁରୁଣା ସରକାର ଶୁଣିଲେ ନାହିଁ, ନୂଆ ସରକାର ଶୁଣିବେ ବୋଲି ଆଶା

କନକ ବ୍ୟୁରୋ: ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି ଅସହାୟ ପରିବାର । ସାତ ସପନ ପାଲଟିଛି ସରକାରୀ ସହାୟତା । ରହିବା ପାଇଁ ଘର ଖଣ୍ଡଏ ନଥିବାରୁ ବିପଦଶଙ୍କୁଳ ଅବସ୍ଥାରେ ଦଦରା ମାଟି ଘରେ ଜୀବନ ଯାପନ କରୁଛନ୍ତି । ନାତି ଓ ବିଧବା ବୋହୂକୁ ନେଇ ଚାଳ କୁଡ଼ିଆ ଘରେ ଆଶ୍ରୟ…
Read More...

ଜଙ୍ଗଲରୁ ମିଳିଲା କୋଟିଏ ଟଙ୍କାର ଗଞ୍ଜେଇ । ଗଜପତି ଆରୁମପେଟା ଜଙ୍ଗଲରୁ ୯ କ୍ୱିଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ

କନକ ବ୍ୟୁରୋ: କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଗଜପତି ଅଡବା ଥାନା ପୁଲିସକୁ ମିଳିଛି ସଫଳତା । ପାଖରେ ଥିବା ଆରୁମପେଟା ଜଙ୍ଗଲରୁ ୯ କ୍ୱିଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ ହୋଇଛି। ଜଙ୍ଗଲରେ ଗୋଟିଏ ଜାଗାରେ ଗଞ୍ଜେଇ ସବୁ ଗଚ୍ଛିତ ହୋଇ ରହିଥିବା ଘଟଣା ପୁଲିସ ପାଖରେ ପହଞ୍ଚିଥିଲା। ଘଟଣାସ୍ଥଳରେ…
Read More...

ଖାଉଟିଙ୍କ ପରିବା ବଜାରରେ ଲାଗିଛି ନିଆଁ । ସୁନ୍ଦରଗଡରେ ପନିପରିବା ଦର ଆକାଶ ଛୁଆଁ

କନକ ବ୍ୟୁରୋ: ସପ୍ତାହକରୁ ଅଧିକ ଦିନ ହେବ ପରିବା ଦରରେ ଲଗାମ ଲାଗୁନି । ସୁନ୍ଦରଗଡରେ ଆଳୁ ପିଆଜ ୪୦ ଟଙ୍କାରେ ପହଞ୍ଚି ଯାଇଛି । ସେହିପରି ଭେଣ୍ଡି ୮୦ ଟଙ୍କା , ପୋଟଳ ୬୦ ଟଙ୍କା , ଝୁଡଙ୍ଗ ୬୦ ଟଙ୍କା, କାଙ୍କଡ ୧୦୦, ଫୁଲ କୋବି ୧୦୦, ବନ୍ଧାକୋବି ୮୦ ଟଙ୍କା , କଦଳୀ ୬୦ ଟଙ୍କା , ଜହ୍ନି ୮୦…
Read More...

ଡିପଥେରିଆକୁ ନେଇ ବ୍ରହ୍ମପୁର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବଡ ବୟାନ । କହିଲେ, ଡିପିଟି ନେଇନଥିବା ଶିଶୁଙ୍କ ଡିପଥେରିଆ…

କନକ ବ୍ୟୁରୋ: ଡିଫଥେରିଆ ଏକ ବାୟୁଜନିତ ସଂକ୍ରମିତ ରୋଗ, ଯାହାକି ବହୁ ବର୍ଷ ତଳେ ଦେଖା ଦେଇଥିଲା। ଡିପିଟି ଟୀକା ନେଇନଥିବା ସାଧାରଣତଃ ୧୦ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ଏହା ସଂକ୍ରମିତ କରିଥାଏ। ଯଦିଓ ଏହା ନୂଆ ଭାରିଆଣ୍ଟ ହୋଇଥାଇପାରେ ତଥାପି  ଭୟ ନକରି ସତର୍କ ଓ ସଚେତନ ରହିବାକୁ ପରାମର୍ଶ…
Read More...

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ୍ । ଆସନ୍ତାବର୍ଷ ଫେବ୍ରୁଆରୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । 

କନକ ବ୍ୟୁରୋ: କଟକ ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଆସନ୍ତାବର୍ଷ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ  ସୂଚନା ମିଳିଛି । ମିଳିଥିବା…
Read More...