Browsing Category

ଦିଲ୍ଲୀ ଲଢେଇ

ସାହାରା ଗୃପ ମୁଖ୍ୟ ସୁବ୍ରତ ରାୟଙ୍କ ମୃତ୍ଯୁ ପରେ ଜମାକାରୀ କେମିତି ଫେରି ପାଇବେ ପଇସା ?

ସାହାରାର ନିବେଶକଙ୍କ ମନରେ ଉଠିଥିବା ପ୍ରଶ୍ନ ହେଉଛି ବର୍ତ୍ତମାନ ସେମାନଙ୍କ ଟଙ୍କା ବୁଡିଯିବ କି ? ଯଦି ନୁହେଁ, ଅଟକି ରହିଥିବା ଟଙ୍କା କିପରି ଫେରି ପାଇବେ ? ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲୋକମାନେ ଟଙ୍କା ପାଇବାକୁ ଆଶା ରଖିଥିଲେ। ସାହାରା ଗ୍ରୁପ୍  ମୁଖ୍ୟ ସୁବ୍ରତ ରୟଙ୍କ…
Read More...

INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

"ଇଣ୍ଡିଆ ବନାମ ଭାରତ" ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି ଇଣ୍ଡିଆ କିମ୍ବା ଭାରତ ନାମ ସମ୍ବନ୍ଧରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହେଇଯାଇଛନ୍ତି । ଗୋଟିଏ ପକ୍ଷ  ଭାରତ ନାମକୁ ସମର୍ଥନ କରୁଥିବାବେଳେ ଅନ୍ୟ ପକ୍ଷ ଏହାକୁ ସମ୍ବିଧାନ ବିରୋଧି ବୋଲି କହୁଛନ୍ତି । ତେବେ…
Read More...

ରାହୁଲ ଗାନ୍ଧୀ କେବଳ ନିର୍ବାଚନ ସମୟରେ ନିଜକୁ ହିନ୍ଦୁ’ ବୋଲି ଭାବନ୍ତି

ତାମିଲନାଡୁର ମୁଖ୍ୟମନ୍ତ୍ରୀ  ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ  ଉପରେ କଂଗ୍ରେସ ସମେତ ବିରୋଧୀ ଦଳକୁ ଟାର୍ଗେଟ କରିଛି ବିଜେପି । ବିଜେପି କହିଛି ଯେ ସନାତନ ଧର୍ମ ଉପରେ ଉଦୟନିଧି ଷ୍ଟାଲିନଙ୍କ ବିବୃତ୍ତିରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ…
Read More...

କନକ ଟ୍ରେଣ୍ଡିଂ :ରାହୁଲଙ୍କ ଯାତ୍ରା ମାନଚିତ୍ରରୁ କାହିଁକି ବାଦ ପଡିଲା ଏହି ରାଜ୍ୟଗୁଡ଼ିକ, ଜାଣନ୍ତୁ କଂଗ୍ରେସର ରଣନୀତି

କନକ ଟ୍ରେଣ୍ଡିଂ : ରାହୁଲ ଭାରତଯୋଡ ଯାତ୍ରାରେ ଅଛନ୍ତି, କଂଗ୍ରେସ ନେତାଙ୍କ ବୟାନ ଓ ସାମାଜିକ ଗଣମାଧ୍ୟମରେ ପଦଯାତ୍ରା ପ୍ରଚାର ଏକ ସ୍ୱତ ଆନ୍ଦୋଳନର ପରି ଉପସ୍ଥାପିତ କରାଯାଉଛି । ଉତ୍ସାହୀ ଜନସମାଗମ ମଧ୍ୟରେ ରାହୁଲ ଆକର୍ଷଣର କେନ୍ଦ୍ର ବିନ୍ଦୁ ଲାଗୁଛନ୍ତି । ଏସବୁ ସତ୍ତ୍ବେ ଯାତ୍ରାକୁ ନେଇ…
Read More...

କନକ ଟ୍ରେଣ୍ଡିଂ :ଭାରତ ଯୋଡ଼ ଯାତ୍ରା । କଂଗ୍ରେସ କାହିଁକି ବାଛିଲା ପଦଯାତ୍ରା ମାର୍ଗ, ଅଧ୍ୟକ୍ଷ ନିର୍ବାଚନ ଛାଡି…

କନକ ଟ୍ରେଣ୍ଡିଂ : ପଦଯାତ୍ରାରେ ଦେଶର ଯୁବରାଜ କୁହାଯାଉଥିବା ରାହୁଲ ଗାନ୍ଧୀ । ତେବେ ରାହୁଲ କାହିଁକି ବାଛିଲେ ପଦଯାତ୍ରା ମାର୍ଗ । କଠିନ ପଦଯାତ୍ରା, ରାହୁଲଙ୍କୁ ତାଙ୍କ ବହୁ ଅଭୀପ୍ସିତ ଲକ୍ଷ ସ୍ଥଳରେ ପହଞ୍ଚାଇବକି ? ରାଷ୍ଟ୍ରୀୟ ରାଜନୀତିରେ ଯାତ୍ରାକୁ ନେଇ ଚର୍ଚ୍ଚା ଅନେକ । ପଦଯାତ୍ରାର…
Read More...

ଦଳ ଭିତରେ କନ୍ଦଳ ଥିଲେ ବି ଆମେ ସବୁ ଗୋଟିଏ ପରିବାରର । ୨୦୨୪ ରେ ଦଳ ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି…

କନକ ବ୍ୟୁରୋ : କଂଗ୍ରେସ ଭବନରେ ନୂତନ ଓଡିଶା ପ୍ରଭାରୀ ଏ.ଚେଲ୍ଲା କୁମାର । ଆମ ଓଡିଶା ନାମରେ ଏକ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଓଡିଶାରେ ହେବାକୁ ଥିବା ୨ ଟି ବିଧାନସଭା ଉପନିର୍ବାଚନ ସହ ଦଳର ସଂଗଠନକୁ ଦୃଢ ପାଇଁ ଓଡିଶାରେ ପହଂଚିଛନ୍ତି ନୂତନ ପ୍ରଭାରୀ । ସେ ଓଡିଶାରେ ପହଂଚିବା ପରେ ଆଜି…
Read More...

ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନୀ ବିଗୁଲ୍: ଦିଲ୍ଲୀ ଗାଦିରେ ପୁଣି ବସିବା ପାଇଁ ଆପ୍ ଘୋଷଣା କଲା ବିଧାୟକ ପ୍ରାର୍ଥୀ…

କନକ ବ୍ୟୁରୋ: ବାଜିଲା ଦିଲ୍ଲୀ ବିଧାନସଭା ବିଗୁଲ । ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ହେବାକୁଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ଆପ୍ । ଦିଲ୍ଲୀ ଦଖଲ ପାଇଁ ଆମ ଆଦମୀ ପାର୍ଟୀ (ଆପ୍) ଘୋଷଣା କଲା ପ୍ରାର୍ଥୀ ତାଲିକା । ପୁଣି ସରକାର ଗଢ଼ିବା ଆଶା ନେଇ ୭୦ ଜଣ ବିଧାୟକ…
Read More...

ମାନିବେ କି ରାହୁଲ? ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧୀ; ମନାଇବା ପାଇଁ ଆଜି ଦିଲ୍ଲୀରେ ଯୁବରାଜଙ୍କୁ ଭେଟିବେ କଂଗ୍ରେସ…

କନକ ବ୍ୟୁରୋ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଜିଦରେ ଅଟଳ ରହିଥିବା ରାହୁଲ ଗାନ୍ଧିଙ୍କୁ ମନାଇବାକୁ ଉଦ୍ୟମ ଜାରି ରହିଛି । ଆଜି ଦିଲ୍ଲୀରେ କଂଗ୍ରେସ ଯୁବରାଜଙ୍କୁ ଭେଟିବେ କଂଗ୍ରେସ ଶାସିତ ରାଜ୍ୟର ମୁଖମନ୍ତ୍ରୀ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ,…
Read More...

ଆକ୍ସନ ମୋଡକୁ ଆସିଲେ ରାହୁଲ । ହେଲେ ଏବେ ବି କଂଗ୍ରେସ ଅଧ୍ୟକ୍ଷ ପଦ ନେଇ ଛକାପଞ୍ଝା ।

କନକ ବ୍ୟୁରୋ: ୧୯ ଯୁଦ୍ଧର ପରାଜୟ ପରେ ପୁଣି ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଲୋକସଭା ନିର୍ବାଚନରେ ହାରିବା ପରେ ଏବେ ପୁଣି ଥରେ ସଙ୍ଗଠନକୁ ଦୃଢ କରିବାକୁ ଲାଗି ପଡିଥିବା କୁହାଯାଉଛି । କାରଣ ପୂର୍ବରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନେଇ ଅଡି ବସିଥିବା ରାହୁଲ ଏବେ…
Read More...

କଂଗ୍ରେସକୁ ଝଟକା । ‘ହାତ’ର ସାଥ୍ ଛାଡ଼ିଲେ ସୂର୍ଯ୍ୟା ।

କନକ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ସୂର୍ଯ୍ୟା ରାଓ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କେ. ସୂର୍ଯ୍ୟା ରାଓ । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ଦେଇଛନ୍ତି ସୂର୍ଯ୍ୟା ରାଓ । ଇସ୍ତଫା ପତ୍ରରେ ନିଜର…
Read More...