Daily Archives

April 7, 2024

ପ୍ରଚାର ମଇଦାନରେ ହେଭିୱେଟ୍ ନେତା । କଟକରେ ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ପ୍ରଚାର

କନକ ବ୍ୟୁରୋ: ତାତିରୁ ନିସ୍ତାର ପରେ ପ୍ରଚାର ମଇଦାନରେ ହେଭିୱେଟ୍ ନେତା । କଟକରେ ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ଜୋରଦାର ପ୍ରଚାର । ରବିବାର ଏକ ବିଶାଳ ବାଇକ୍ ରାଲି କରି ପ୍ରଚାର କରିଛନ୍ତି ସନ୍ତୃପ୍ତ ମିଶ୍ର । ଖାନନଗର ସାଇ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଜେଡି ଲୋକସଭା…

ବିରିବଡ଼ିରୁ ଭଲ ରୋଜଗାର । ପାଣି କଖାରୁ ଓ ବିରିରେ ବଡ଼ି ପ୍ରସ୍ତୁତ କରୁଛନ୍ତି ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା

କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଏହି ଉପାୟକୁ ସଦୁପଯୋଗ କରିପାରିଲେ ସଫଳତା ନିଶ୍ଚିତ ମିଳିଥାଏ । ଏପରି ଏକ ସଫଳତାର ଉଦାହରଣ ପାଲଟିଛନ୍ତି କାଲିମେଳା ବ୍ଳକ ଅନ୍ତର୍ଗତ ଏମଭି-୬୮ ଗ୍ରାମରେ ଥିବା ବିଜୟ ଦୁର୍ଗା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ।…

କ୍ୟାପ୍ସିକମ୍ ଚାଷ କରି ସଫଳ ହେଉଛନ୍ତି ଚାଷୀ । ପ୍ରତିଦିନ ଅମଳ ହେଉଛି ୨୦ରୁ ୩୦ କିଲୋ କ୍ୟାପ୍ସିକମ୍ 

କନକ ବ୍ୟୁରୋ: ସବୁଜିମା ପରିବେଶରେ ହସୁଛି କ୍ଷେତ । ଧାଡ଼ି ପ୍ରଣାଳୀରେ ଲାଗିଛି କ୍ୟାପ୍ସିକମ୍ ଗଛ । ୨ରୁ ୩ ଫୁଟ୍ ଉଚ୍ଚତାର ଏହି ଗଛ ଗୁଡ଼ିକ ବେଶ ଭଲ ହୋଇଥିବା ବେଳେ ସେଥିରେ କ୍ୟାପ୍ସିକମ୍ ମଧ୍ୟ ଫଳିଛି । ପ୍ରଥମ ଥର ପାଇଁ ଜିଲ୍ଲାରେ କ୍ୟାପ୍ସିକମ୍ ଚାଷ କରି ସଫଳ ହୋଇଛନ୍ତି କିଛି ଚାଷୀ ।…

ଖରାଦିନେ ଜମୁଛି ତାଳସଜ ବେପାର । ତାଳସଜ ବିକ୍ରି କରି ଲାଭବାନ ହେଉଛନ୍ତି ଆଦିବାସୀ ।

କନକ ବ୍ୟୁରୋ: ଖରା ଦିନେ ତାଳ ଖାଇବାକୁ କିଏ ବା ଭଲ ନ ପାଏ । ଆଉ ଯଦି ତାଳ ସଜ ସିଧା ଆପଣଙ୍କ ବଜାରରେ ଉପଲବ୍ଧ ହୁଏ, ତାହେଲେ ତ ଖୁସି କହିଲେ ନସରେ । ମାଲକାନଗିରି ଜିଲ୍ଲା ଡିଏନକେ ଦୈନିକ ବଜାରରେ ପ୍ରତିଦିନ ପାଖ ଆଖ ଗାଁରୁ ବସ୍ତା ବସ୍ତା ତାଳ ବଜାରକୁ ଆଣନ୍ତି ଆଦିବାସୀ ଯୁବକ ମାନେ । ଆଉ ଅତି…

ନାଡ଼ି ବ୍ୟବସାୟରୁ ଉଦ୍ୟୋଗୀ ମହିଳା । ନିଜେ ରୋଜଗାର କରିବା ସହ ୨୦ଟି ପରିବାର ପାଇଁ ଅନ୍ନଦାତ୍ରୀ ପାଲଟିଛନ୍ତି ଜୟପୁରର…

କନକ ବ୍ୟୁରୋ: ଛୋଟ ଏକ ଟିଣ ଛପର ଘର । ଆଉ ତା’ରି ଭିତରେ ଚାଲିଛି, ବ୍ୟବସାୟ । କିଏ ନାଡ଼ି ତିଆରି କରୁଛି ତ ଆଉ କିଏ ନାଡ଼ି ଛାଣୁଛି । ପୁଣି କିଏ ପ୍ୟାକେଟିଂ କରିବାରେ ବ୍ୟସ୍ତ ଅଛନ୍ତି । ସ୍ୱଚ୍ଛତା ଓ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଚାଲିଛି ପ୍ରସ୍ତୁତି । ସ୍ୱାଦ ଯେପରି ଚାହିଦା ବି ସେହିପରି ।…

ପିପିଲିରେ ଲୁଟେରାଙ୍କ ଆତଙ୍କ । ଘରେ ପଶି ହାଣିଲେ, ସୁନା, ରୂପା ଅଳଙ୍କାର ସହ ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ମାରିଲେ…

କନକ ବ୍ୟୁରୋ: ଗ୍ୟାସ କଟରରେ ଘରର ମୁଖ୍ୟ ଫାଟକ କାଟିଲେ, ଘରେ ପଶିବାକୁ ଝରକା ତାଡିଲେ, ଆଉ ଘରେ ପଶି ଜଣକ ପରେ ଜଣେ କରି ୪ ଜଣକୁ ମରଣାନ୍ତକ ଆକ୍ରମଣ କଲେ । ଲୁଟ୍ ପାଇଁ ପୁରୀ ଜିଲ୍ଲା ପିପିଲି ଦକ୍ଷିଣ ସାହି ଗାଁ ଚକ ସାହିରେ ଏଭଳି ଏକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଘରେ ପଶି ୧୦…