Daily Archives

April 19, 2024

କେଜ୍ରିୱାଲଙ୍କ ଜୀବନ ପ୍ରତି ରହିଛି ବିପଦ । ଆପ୍ ଆଣିଲା ଅଭିଯୋଗ । ଡାଏବେଟିସ ସତ୍ୱେ ଦିଆଯାଉନି ଇନସୁଲିନ ।

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ୨ୟ ଦିନରେ ଶୁଣାଣି କଲେ କୋର୍ଟ । ଗୁରୁବାର କେଜ୍ରିୱାଲଙ୍କ ଖାଦ୍ୟପେୟକୁ ନେଇ ଯେଉଁ ଦାବି କରିଥିଲା ଇଡି ତା ଉପରେ ଶୁକ୍ରବାର ଜବାବ ଦାଖଲ କରିଛନ୍ତି କେଜ୍ରିୱାଲଙ୍କ ଓକିଲ । କେଜ୍ରିୱାଲଙ୍କୁ ମୋଟ ୪୮ ଥର ଖାଦ୍ୟ…

ଉତ୍ତରପ୍ରଦେଶରେ ମାରାଥନ ପ୍ରଚାର ବେଳେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି ।

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭା । ରାଲିକୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମମନ୍ଦିର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ସିଧାସଳଖ କରିଛନ୍ତି ଟାର୍ଗେଟ । ମୋଦି କହିଛନ୍ତି ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠାକୁ ନିମନ୍ତ୍ରଣ…

ମୋଦିଙ୍କ ଉପରେ ପୁଣି ଗର୍ଜିଲେ ମମତା । ବିଜେପିକୁ ଚୋରଙ୍କ ଦଳ କହି କଲେ କଟାକ୍ଷ ।

କନକ ବ୍ୟୁରୋ: ଜନସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗର୍ଜନ । ମଞ୍ଚରୁ ମୋଦି ସରକାରଙ୍କୁ କଲେ ଟାର୍ଗେଟ । ବିଜେପି ଭୋଟବ୍ୟାଙ୍କ ରାଜନୀତି ପାଇଁ ଦେଶ ଓ ଜନତାକୁ ଲୁଟିଛନ୍ତି । ମମତା କହିଛନ୍ତି ପୁଞ୍ଜିପତି ବନ୍ଧୁଙ୍କ ପକେଟ ଫୁଲ କରିଛନ୍ତି ମୋଦୀ । ଏଥିସହ ପଶ୍ଚିମବଙ୍ଗର ଟିଏମସି ସମର୍ଥକଙ୍କୁ…

ପୁଣି ଶାହାଙ୍କ ମୁହଁରେ ଓଡିଶା କଥା । କହିଲେ, ନିର୍ବାଚନରେ ନବୀନ ବାବୁଙ୍କ ସହ ସାମ୍ନାସାମ୍ନି ଲଢେଇ । 

କନକ ବ୍ୟୁରୋ: ଓଡିଶାରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପୁଣିଥରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏକ ନିର୍ଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ ଶାହା ଯେଉଁ କଥା କହିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ବଢିଛି । ଶାହା…

ଗାନ୍ଧୀନଗରରେ ହେବ କଡା ଟକ୍କର । ନାମାଙ୍କନ ଭରିଲେ ଅମିତ ଶାହା । ୨୦୧୯ରେ ୫ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ଶାହା ।

କନକ ବ୍ୟୁରୋ: ଗୁଜରାଟର ଗାନ୍ଧୀନଗରରେ ନାମାଙ୍କନ ଭରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ଗାନ୍ଧୀନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅମିତ ଶାହାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ପଟେଲ ଓ ବିଜେପିର ବରିଷ୍ଠ ରାଜ୍ୟ ନେତୃତ୍ୱ ଉପସ୍ଥିତ…

ମଧ୍ୟପ୍ରାଚ୍ୟରେ ଘନେଇଲା ଆଉ ଏକ ଯୁଦ୍ଧ ଆଶଙ୍କା । ଇସ୍ରାଏଲର ଆକ୍ରମଣ ପରେ ସମସ୍ତ ବାୟୁସେବା ବନ୍ଦ କଲା ଇରାନ ।…

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ପୁଣି ଘନେଇଛି ଆଉ ଏକ ଯୁଦ୍ଧ ଆଶଙ୍କା । ମଝି ରାତିରେ ଇରାନ ଉପରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଇରାନର ଇସଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ କରି ଇସ୍ରାଏଲ ମିସାଇଲ ମାଡ଼ କରିଥିବା ଜଣାପଡିଛି । ବୋମା,ମିସାଇଲ ମାଡ଼ ସହ ବିସ୍ଫୋରଣ ଶଦ୍ଧରେ ଥରହର ହୋଇଛି…