Daily Archives

April 11, 2024

ଶ୍ରଦ୍ଧା ଓ ଉତ୍ସାହର ସହ ସାରାଦେଶରେ ଇଦ୍ ପାଳିତ । ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଇସଲାମ ଧର୍ମାବଲମ୍ବୀ

କନକ ବ୍ୟୁରୋ : ସାରା ଦେଶରେ ଇଦ୍ ପର୍ବ ପାଳିତ ହୋଇଛି । ଭାଇଚାରାର ପର୍ବ ପାଳନ କରିଛନ୍ତି ମୁସଲିମ୍ ଧର୍ମାବଲମ୍ବୀ । ନୂଆଦିଲ୍ଲୀ ଜାମା ମସଜିଦ ସମ୍ମୁଖରେ ମୁସଲିମ୍ ଭାଇ-ଉଉଣୀ ମାନେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଛା ଜଣାଇଛନ୍ତି । ଇଦର ଅବସରରେ ନୂଆ ପୋଷାକ…

ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ଠାରୁ ଠକେଇ । ୪ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ, ସମ୍ପର୍କୀୟ…

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଠକେଇ, ବ୍ୟବସାୟ କରିବା ନାଁରେ ପାଣ୍ଡ୍ୟାଙ୍କ ଠାରୁ ୪୦କୋଟି ଟଙ୍କା ଠକେଇ କରାଯାଇଛି । ଅନ୍ୟ କେହି ନୁହେଁ ବରଂ ତାଙ୍କର ସର୍ମ୍ପର୍କୀୟ ଭାଇ ବୈଭବ ପାଣ୍ଡ୍ୟା ଏହି ଠକେଇର ମୁଖ୍ୟ କାର୍ପଟଦାର । ଏନେଇ ଅଭିଯୋଗ ହେବା ପରେ…

ଚୀନରେ ଭୟ ବଢ଼ାଇଲାଣି ମାରତ୍ମାକ କାଶ । ଦୁଇ ମାସରେ ୩୨ ହଜାରରୁ ଅଧିକ ମମଲା ଚିହ୍ନଟ, ୧୩ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ

କନକ ବ୍ୟୁରୋ : ଚୀନରେ ଭୟ ବଢ଼ାଇଲାଣି ମାରତ୍ମାକ କାଶ । ଦ୍ରୁତ ଗତିରେ ମାରାତ୍ମକ କାଶରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଚାଲିଛି । ଦୁଇ ମାସରେ ୩୨ ହଜାରରୁ ଅଧିକ ମମଲା ଚିହ୍ନଟ । ଚୀନର ଜାତୀୟ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ସଂସ୍ଥା କହିଛି ଯେ, ଜାନୁଆରୀ ଓ ଫେବ୍ରୁଆରୀରେ ଦେଶରେ ୩୨ ହଜାର…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା । ଗୁଜରାଟ କଂଗ୍ରେସର ବଡ଼ ନେତା ରୋହନ ଗୁପ୍ତା ବିଜପିରେ ସାମିଲ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡି ପଦ୍ମ ଧରିଲେ ଗୁଜରାଟର ପୂର୍ବତନ କଂଗ୍ରେସ ନେତା ରୋହନ ଗୁପ୍ତା । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ରୋହନ । ସନାତନ ଧର୍ମକୁ…

ଲାଲୁଙ୍କ ଝିଅ ମିସା ଭାରତୀଙ୍କ ବୟାନକୁ ନେଇ ବଡ଼ ବିବାଦ । ମିସା କହିଲେ ଇଣ୍ଡିଆ ମେଂଟ କ୍ଷମତାକୁ ଆସିଲେ ଜେଲ୍ ଯିବେ ମୋଦୀ

କନକ ବ୍ୟୁରୋ : ନିର୍ବାଚନୀ ମାହୋଲ ଭିତରେ ରାଜନୈତିକ ବୟାନବାଜି ଜୋର ଧରିଛି । ଏସବୁ ଭିତରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ଆରଜେଡି ନେତ୍ରୀ ମିସା ଭାରତୀଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି କରିଛନ୍ତି । ମିସା କହିଛନ୍ତି ଯେ, “ମୋଦୀ ଯେତେବେଳେ ବିହାର ଆସୁଛନ୍ତି, ସେତେବେଳେ ତାଙ୍କ…

ନିର୍ବାଚନୀ ରାଲିରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ । କହିଲେ, ଶକ୍ତିଶାଳୀ ଭାରତ ଘରେ ପଶି…

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ନିସ୍ତାର ନାହିଁ । ଆତଙ୍କୀଙ୍କ କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବନି ଭାରତ । ବରଂ କଠୋର ହସ୍ତରେ ଦମନ କରୁଛି । ଆତଙ୍କୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି ଭାରତ । ଉତରାଖଣ୍ଡରେ ଏକ ନିର୍ବାଚନୀ ରାଲି ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ଆହୁରି…