Daily Archives

April 15, 2024

ଯାଜପୁରରେ ଭୟଙ୍କର ବସ୍ ଦୁର୍ଘଟଣା । ୫ ଜଣ ଯାତ୍ରୀଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ଟଙ୍କା…

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ପ୍ଲାଏ ଓଭରରୁ ତଳକୁ ଖସିବା ଘଟଣାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତା ସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା…

ଯାଜପୁର କୁଆଖିଆ ନିକଟରେ ବସ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ୍

କନକ ବ୍ୟୁରୋ: ଯାଜପୁର କୁଆଖିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ଓଭର ବ୍ରିଜ ତଳକୁ ଖସିପଡିଲା ବସ୍ । ବାରବାଟୀ ପୋଲରେ ଭାରସାମ୍ୟ ହରାଇ ଓଲଟିପଡିଲା ବସ୍ । ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ…

ବାଙ୍କୀରେ ବୋମା ବିସ୍ଫୋରଣ: ଭେଡା ରାମଚନ୍ଦ୍ରପୁର ଗାଁରେ ବୋମାମାଡରେ ୧୫ରୁ ଅଧିକ ଆହତ

କନକ ବ୍ୟୁରୋ: ବାଙ୍କୀରେ ବୋମାମାଡ଼ । ବୋମାମାଡ଼ରେ ୧୫ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଏହି ବୋମାମାଡ଼ ଘଟିଛି । ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ କରାଯାଇଥିବା ସୂଚନା ରହିଛି । ଆହତ ୧୫ ଜଣଙ୍କୁ…

ସଲମାନଙ୍କ ଘର ଉପକୁ ଗୁଳି ମାରିଲା କିଏ? ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

କନକ ବ୍ୟୁରୋ: ମୁମ୍ବାଇରେ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଘଟଣା ସାରା ଦେଶରେ ବେଶ୍ ଚର୍ଚ୍ଚାରେ ରହିଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ହେଲେ ପ୍ରଶ୍ନ ଉଠୁଛି ସଲମାନ ଖାନଙ୍କ ଘର ଉପରକୁ ଫାଙ୍କା ଗୁଳିଚାଳନା କରି କଣ…

ଅମରନାଥ ପେଷ୍ଟ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି ତରଫରୁ ଓଡ଼ିଆ ନବବର୍ଷ ପାଳିତ ।

କନକ ବ୍ୟୁରୋ: ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଅମରନାଥ ପେଷ୍ଟ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି ତରଫରୁ ପଣା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ମହାନଦୀ ବିହାର ସ୍ଥିତ ସଂଜୀବନୀ ଛକଠାରେ ମୁଖ୍ୟ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠାତା ଜଗନ୍ନାଥ ରାଉତ ଓ…

ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ: ସିଜେଆଇଙ୍କ ପାଖକୁ ଚିଠି ଲେଖି ଚିନ୍ତାପ୍ରକାଶ କଲେ ୨୧ ଅବସରପ୍ରାପ୍ତ…

କନକ ବ୍ୟୁରୋ: ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ । ଏନେଇ ଚିନ୍ତାପ୍ରକାଶ କରି ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି ୨୧ ଜଣ ଅବସରପ୍ରାପ୍ତ ବିଚାରପତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ କିଛି ବ୍ୟକ୍ତି ଉଦ୍ୟମ…