Daily Archives

April 17, 2024

ହାଇକୋର୍ଟରେ ପହଞ୍ଚିଲା ଦିଲ୍ଲୀ ସରକାର ଚଳାଇବା ମାମଲା । ଜନସ୍ୱାର୍ଥ ମାମଲା ଦାୟର କଲେ ଆଇନଜୀବି ।

କନକ ବ୍ୟୁରୋ: ହାଇକୋର୍ଟରେ ପହଞ୍ଚିଲା ଦିଲ୍ଲୀ ସରକାର ଚଳାଇବା ମାମଲା । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଗିରଫ ହେବା ପରେ ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି । ତେବେ ଦିଲ୍ଲୀ ସରକାର ଚଳାଇବାକୁ…

ମୁମ୍ବାଇରେ ଆଉ ଚାଲିବନି ଅଣ୍ଡରୱାଲ୍ଡର ଦାଦାଗିରି । ସଲମାନ ଖାନଙ୍କୁ ଭେଟିବା ସହ ସୁରକ୍ଷା ପାଇଁ ଦେଲେ ନିର୍ଭର…

କନକ ବ୍ୟୁରୋ: ମୁମ୍ବାଇରେ ଚାଲିବନି ଅଣ୍ଡରୱାଲ୍ଡର ଦାଦାଗିରି । ଶେଷ ହେବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାର ଗ୍ୟାଙ୍ଗ । ଖୁବଶୀଘ୍ର ମୁମ୍ବାଇରୁ ଏହି ଗ୍ୟାଙ୍ଗକୁ ମୂଳପୋଛ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବଲିଉଡ ଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ…

ଜୋରଦାର ହେଉଛି ମାଓମୁକ୍ତ ଅଭିଯାନ । ଛତିଶଗଡ଼ରେ ୨୯ ମାଓବାଦୀ ନିପାତ । ଯବାନଙ୍କ ଚକ୍ରବ୍ୟୁହରେ ଫସିଗଲେ ନକ୍ସଲ ।

କନକ ବ୍ୟୁରୋ: ଯବାନଙ୍କ ଗୁଳିରେ ଟଳିଲେ ମାଓବାଦୀ । ହିସାଂକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ବେଳେ ଚାଲିଗଲା ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ୧୫ ଜଣ ମହିଳା ଓ ୧୪ ଜଣ ପୁରୁଷ ମାଓବାଦୀ । ସଂଗଠନର କିଛି ଟପ ଲିଡର ମଧ୍ୟ ନିହତ ହୋଇଛନ୍ତିି । ମାଓ ନେତା ଶଙ୍କର ରାଓର ମୃତଦେହକୁ ଚିହ୍ନଟ…

ଆମେଥି ଆସନରେ ପ୍ରାର୍ଥୀ ନେଇ କଂଗ୍ରେସରେ ତୁଟୁନି ଦ୍ୱନ୍ଦ୍ୱ । ଚର୍ଚ୍ଚା ବଢାଇଲା ରାହୁଲଙ୍କ ବୟାନ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଆମେଥି ଆସନରେ ପ୍ରାର୍ଥୀ ନେଇ କଂଗ୍ରେସରେ ତୁଟୁନି ଦ୍ୱନ୍ଦ୍ୱ । ଏହି ଆସନ ପାଇଁ ବିଜେପି ସ୍ମୃତି ଇରାନୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ଗତ ନିର୍ବାଚନରେ କଂଗ୍ରେସର ଏହି ଗଡ଼କୁ ଛଡ଼ାଇ ନେଇଥିଲା ବିଜେପି ।…

ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ଟିଏମସି । ସିଏଏକୁ ଉଚ୍ଛେଦ ସହ ଏନଆରସି ଓ ୟୁସିସି ଉପରେ ରୋକ ଲଗାଇବାକୁ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଟିଏମସି ପକ୍ଷରୁ ଘୋଷଣା ପତ୍ର ଜାରି । ୧୦ଟି ଶପଥ ମଧ୍ୟରେ ସିଏଏକୁ ଉଚ୍ଛେଦ କରିବା ସହ ଏନଆରସିକୁ ବନ୍ଦ କରିବା ଏବଂ ୟୁସିସିକୁ ଦେଶରେ ଲାଗୁ କରାଇଦେବନି ବୋଲି ନିଜ ଇସ୍ତାହାର ପତ୍ରରେ ପ୍ରତିଶ୍ରୁତି ଦେଇଛି । ଦଳ କ୍ଷମତାକୁ ଆସିଲେ ୫ କିଲୋଗ୍ରାମ ମାଗଣା…

ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ଼ ବୟାନ । କହିଲେ ୧୫୦ ଆସନରେ ସୀମିତ ରହିବ ବିଜେପି

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୧୫୦ ଆସନରେ ସୀମିତ ରହିଯିବ, ସବୁ ରାଜ୍ୟରୁ ଆସୁଥିବା ରିପୋର୍ଟ ଅନୁଯାୟୀ ବିରୋଧୀ ଇଣ୍ଡିଆ ମେଣ୍ଟ ଅବିଶ୍ୱନୀୟ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଉତ୍ତରପ୍ରଦେଶରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏଭଳି…