Daily Archives

April 12, 2024

ଚର୍ଚ୍ଚା ସାଉଁଟୁଛି ମୁମ୍ବାଇ ୱଂଖେଡେ ଷ୍ଟାଡିୟମର ରୋଚକ ଭିଡିଓ । ପଡିଆରେ କାନଧରି ପ୍ରଶଂସକଙ୍କୁ କ୍ଷମା ମାଗିଲେ ବିରାଟ…

କନକ ବ୍ୟୁରୋ : ସୋସିଆଲ ମିଡିଆରେ ପୁଣି ବିରାଟ କୋହଲୀଙ୍କୁ ନେଇ ଚର୍ଚ୍ଚା । ଗୁରୁବାର ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଯେତିକି ରୋଚକ ଥିଲା ସେତିକି ଚର୍ଚ୍ଚାରେ ରହିଛି କିଙ୍ଗ କୋହଲୀଙ୍କ ଅନ୍ଦାଜ । ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି ଯେଉଁଠି କୋହଲୀ କାନ ଧରିଥିବା…

ନିର୍ବାଚନ ଋତୁରେ ବଢ଼ିଲା ଆଇଫୋନ ହ୍ୟାକ୍ ଆଶଂକା । ୯୨ ଦେଶର ବ୍ୟବହାରକାରୀଙ୍କ ଇମେଲରେ ସର୍ତକ କରାଇଲା ଆପଲ କମ୍ପାନୀ

କନକ ବ୍ୟୁରୋ : ନିର୍ବାଚନ ଋତୁରେ ଆଇନଫୋନ ହ୍ୟାକ୍ ଆଶଙ୍କା । ଏନେଇ ୯୨ ଦେଶର ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଆପଲ କମ୍ପାନୀ । ଇମେଲ ଜରିଆରେ ବ୍ୟବହାକାରୀଙ୍କୁ ସର୍ତକ କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମର୍ସେନାରୀ ସ୍ପାଏୱେୟର ଆକ୍ରମଣକାରି ଆଇଫୋନକୁ ହ୍ୟାକ କରିପାରନ୍ତି । ଏହି…

କଂଗ୍ରେସକୁ ମଂଚରୁ ଟାର୍ଗେଲ କଲେ ପ୍ରତିରକ୍ଷାମନ୍ତ୍ରୀ । କହିଲେ ଆଗାମୀ ଦିନରେ ଡାଏନସୋର ପରି ଲୋପ ପାଇବ ଦଳ, କଂଗ୍ରେସ…

କନକ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଉତରାଖଣ୍ଡ ରାଲିକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ ଯେଉଁଭଳି ଦୁନିଆରୁ ଡାଇନୋସର ଲୋପ ପାଇଛି ସେହିଭଳି ଦିନେ କଂଗ୍ରେସ ଲୋପ ପାଇବ । ଏଥିସହ ଦଳର ନେତାଙ୍କୁ ରିୟଲଟି ଶୋ ବିଗ ବସର ପ୍ରତିଯୋଗୀଙ୍କୁ ତୁଳନା କରି…

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ, ମୋଗଲଙ୍କ ସହ କଲେ ତୁଳନା । କହିଲେ ପବିତ୍ର ଚୈତ୍ରମାସରେ ମାଛ ଖାଇ ଭିଡିଓ…

କନକ ବ୍ୟୁରୋ : ବିରୋଧୀ ଦଳଙ୍କ ମନରେ ବଂଚି ରହିଛି ମୋଗଲ ମାନସିକତା, ଭୋଟ ବ୍ୟାଙ୍କ ପକ୍କା କରିବା ପାଇଁ ଏମାନେ ସନାତନ ଧର୍ମକୁ ବାରମ୍ବାର ଅପମାନ କରୁଥିବା ବେଳେ ହିନ୍ଦୁ ମାନଙ୍କ ଆଧ୍ୟାତ୍ମିକ ମାନସିକତାକୁ କୁଠାରଘାତ କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଜମ୍ମୁ କାଶ୍ମୀର ଉଦ୍ଧମପୁରରେ ଆୟୋଜିତ…

ମଦ ଦୁର୍ନୀତି ମାମଲାରେ ବଢ଼ିଲା କେ.କବିତାଙ୍କ ଅଡୁଆ । ବିଆରଏସ ନେତ୍ରୀଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତତ ରିମାଣ୍ଡରେ ନେଲା…

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ଗିରଫ ପରେ ଶୁକ୍ରବାର ଦିଲ୍ଲୀ ରାଉଜ ଆଭିନ୍ୟୁକୋର୍ଟରେ ହାଜର ହୋଇଛନ୍ତି ବିଆରଏସ ନେତ୍ରୀ କେ.କବିତା । କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଛନ୍ତି । ତେବେ କୋର୍ଟରେ ଶୁଣାଣୀ ସମୟରେ ସିବିଆଇ…

ରାମେଶ୍ୱରମ କାଫେ ବିସ୍ଫୋରଣରେ ଏନଆଇଏକୁ ବଡ ସଫଳତା । ବେଙ୍ଗାଲୁରୁରେ ବିସ୍ଫୋରଣ, କୋଲକାତାରୁ ମାଷ୍ଟରମାଇଣ୍ଡ ଗିରଫ

କନକ ବ୍ୟୁରୋ : ମାର୍ଚ୍ଚ ୧ ତାରିଖ । ବେଙ୍ଗାଲୁରୁ ସହରର ଜଣାଶୁଣା ରାମେଶ୍ୱରମ କାଫେ ଭିତରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଘଟଣାକୁ ଦେଢମାସ ପୂରିବା ପରେ ଏବେ ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । କର୍ଣ୍ଣାଟକର ବିଭିନ୍ନ…