Browsing Category

ରାଜ୍ୟ

ଧାମନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ମତଦାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଆସନ୍ତାକାଲି ପଡିବ ଭୋଟ୍

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଗତକାଲି ୨୫୨ ବୁଥରୁ ୨୧୮ ବୁଥକୁ ପୁଲିଂ ପାର୍ଟି ଯାଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ…
Read More...

ପବିତ୍ର ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଆଜି ରାଧା ପାଦ ଦର୍ଶନ । ଓଡିଆଣୀ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

କନକ ବ୍ୟୁରୋ : ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ପାଳିତ ହେଉଛି ଅଁଳା ନବମୀ । ଭକ୍ତଙ୍କୁ ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା ରାଧା । ଦର୍ଶନ ପାଇଁ ଅନୁମତି ରହିଥିଲା ବେଳେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା…
Read More...

ଧାମନଗର ଉପନିର୍ବାଚନ ପାଇଁ ଜମୁଛି କ୍ୟାମ୍ପେନିଂ । ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ : ଆଜି ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ୬ଟି ଯାକ ଜିଲ୍ଲା ପରିଷଦ ଜୋନରେ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ବରଗଡ ଭେଡେନ ଅଂଚଳରେ ବନ୍ଦ ଘରୁ ଗୋଟିଏ ପରିବାରର ୪ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କନକ ବ୍ୟୁରୋ : ବରଗଡ଼ ଭେଡେନ୍ ଜାମଡୋଲ ଗାଁରେ ଛାତିଥରା ଘଟଣା । କନ୍ଦପଡ଼ାରେ ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ସ୍ୱାମୀ-ସ୍ତ୍ରୀ-ପୁଅ-ଝିଅ ବୋଲି ଜଣାପଡ଼ିଛି । ୬୫ ବର୍ଷୀୟ ଶେଷଦେବ ମେହେର, ତାଙ୍କ ପତ୍ନୀ ୬୦ ବର୍ଷୀୟା କ୍ଷୀରେଶ୍ୱରୀ ମେହେର, ୩୦…
Read More...

ଜୟପୁର ସହରକୁ ଆରମ୍ଭ ହେବ ବିମାନ ସେବା । ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ରାଜ୍ୟର ଆଉ ଏକ ସହରକୁ ଆରମ୍ଭ ହେବ ବିମାନ ସେବା । ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଦିନ ୧୦ଟା ୩୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ କରିବେ…
Read More...

ନବୀନଙ୍କ ପଦ୍ମପୁର ପ୍ୟାକେଜକୁ ନେଇ ବର୍ଷିଲା ବିଜେପି । କହିଲା, ନେତା ମରିଗଲା ପରେ କାହିଁକି ଘୋଷଣା କରନ୍ତି…

କନକ ବ୍ୟୁରୋ : ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଯେକୌଣସି ମୁହୂର୍ତରେ ଏଠାରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ପାଇଁ ବଡ଼ ଘୋଷଣା କରିଛନ୍ତି । ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ନବୀନ ୪୮୮…
Read More...

ବଦଳିବ ଶ୍ରୀମନ୍ଦିର ନୀତିକାନ୍ତି । ବିବାଦ ବଢିବା ପରେ ନିଜ ଭୁଲ ସୁଧାରିବ ମନ୍ଦିର ପ୍ରାଶାସନ, ଡକାଗଲା ଛତିଶାନିଯୋଗ…

କନକ ବ୍ୟୁରୋ : ବଦଳିବ ଶ୍ରୀମନ୍ଦିର ନୀତିକାନ୍ତି । ମନ୍ଦିର ପ୍ରଶାସନ ନିଜ ଭୁଲ ସ୍ୱିକାର କରିବା ସହ ଚନ୍ଦ୍ରଗହଣରେ ନୀତିକାନ୍ତି ପରିବର୍ତନ କରିବା ନେଇ ସ୍ପଷ୍ଟ ହୋଇଛି । ଚନ୍ଦ୍ରଗ୍ରହଣରେ ନୀତିକାନ୍ତି ପରିବର୍ତନ ହେବା ନେଇ ସୂଚନା ମିଳିଛି । ଆସନ୍ତା ଅକ୍ଟୋବର ୮ ତାରିଖରେ କାର୍ତିକ…
Read More...

ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଦାରୁଠେଙ୍ଗ ଗ୍ରାମବାସୀ । ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର…

କନକ ବ୍ୟୁରୋ : ଦାରୁଠେଙ୍ଗ ଡମ୍ପିୟାଡ଼ ଗାଡ଼ି ଦୁର୍ଘଟଣା ହଟିଲା ଧାରଣା । ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଦାରୁଠେଙ୍ଗ ଗ୍ରାମବାସୀ । ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ସହାୟତା ରାଶି । ଜଣେ ପରିବାର ସଦସ୍ୟଙ୍କୁ ମିିଳିବ ଚାକିରି । ସୂଚନା ଅନୁସାରେ ଭୁବନେଶ୍ୱର…
Read More...

ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ । ବିଳମ୍ବିତ ରାତିରେ ଜାଳି ଦେଲେ ବାଇକ୍ 

କନକ ବ୍ୟୁରୋ : ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ । ବିଳମ୍ବିତ ରାତିରେ ଯୁବକଙ୍କ ଜାଳି ଦେଲେ ବାଇକ । ସୂଚନା ଅନୁସାରେ ୭ ନମ୍ବର ୱାର୍ଡରେ ବୋମାମାଡ଼, ଗୁଳିକାଣ୍ଡକୁ ନେଇ ଉତେଜନା ଲାଗି ରହିଛି । ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ । ଘଟଣାରେ…
Read More...

ଦାରୁଠେଙ୍ଗରେ ଅଳିଆଗାଡ଼ି ଧକ୍କାରେ ମୃତ୍ୟୁକୁ ନେଇ ଉତେଜନା । ଧାରଣାରେ ବସିଲେ ସ୍ଥାନୀୟ ଲୋକେ, ବିଏମସି ଅଳିଆ ଗାଡ଼ି…

କନକ ବ୍ୟୁରୋ : ଦାରୁଢେଙ୍ଗ ଅଞ୍ଚଳରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା । ଲୋକଙ୍କ ଉପରେ ଚଢିଗଲା ବିଏମସି ଗାଡି । ଭୁବନେଶ୍ୱର ଦାରୁଠେଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ବିଏମସି ଗାଡି ଚଢିଯିବା ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ବେପରୁଆ ଗାଡି ଚାଳନାକୁ ବିରୋଧ କରି…
Read More...