Browsing Category

ରାଜ୍ୟ

ମକର ସଂକ୍ରାନ୍ତି ପାଇଁ ଚାରିଆଡେ ଉତ୍ସାହର ମାହୋଲ । ବାଲେଶ୍ୱର, ମୟୁରଭଞ୍ଜରେ ଜମୁଛି ଉତ୍ସବ । ମେଳାରେ ମିଳୁଛି ଭଳିକି…

କନକ ବ୍ୟୁରୋ : ମକର ପାଇଁ ଚଳଚଞ୍ଚଳ ଦେଶ ଓ ରାଜ୍ୟ । ବିଶେଷକରି ବାଲେଶ୍ୱର ଓ ମୟୁରଭଞ୍ଜରେ ମକର ପାଳନ ପାଇଁ ସ୍ୱତନ୍ତ୍ର ଉତ୍ସାହ ରହିିଛି । ମକର ସଂକ୍ରାନ୍ତିରେ ମକର ମିଠାର ବେଶ୍ ଚାହିଦା ରହିଛି । ଆଉ ସେହି ଚାହିଦାକୁ ଦେଖି ବାଲେଶ୍ୱର ମଣ୍ଡଳ ବଜାରରେ ଲାଗିଛି ମିଠା ମେଳା । ୫୦ରୁ ଅଧିକ…
Read More...

ଉଦଘାଟନୀ ମ୍ୟାଚରେ ଅମିତଙ୍କ ଚମତ୍କାର ପ୍ରଦର୍ଶନ । ମ୍ୟାଚ୍ ଆରମ୍ଭରୁ ଅମିତଙ୍କ ଅଦ୍ଭୁତ ଗୋଲ, ଜନ୍ମମାଟିରେ ଦେଖାଇଲେ…

କନକ ବ୍ୟୁରୋ : ପୁରୁଷ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ । ସ୍ପେନକୁ ୨-୦ରେ ହରାଇ ଭାରତ, ବିଜୟ ଅଭିଯାନ ଭାରମ୍ଭ କରିଛି । ଆଉ ଏହି ମ୍ୟାଚରେ ଅଦ୍ଭୁତ ପ୍ରଦର୍ଶନ କରି ଭାରତକୁ ବିଜୟ ଟିକା ପିନ୍ଧାଇଛନ୍ତି ଅମିତ ରୋହିଦାସ । ନିଜ ଜନ୍ମମାଟିରେ ଚମକ୍ରାର ଖେଳ ଦେଖାଇ…
Read More...

ସାନ ମୁଣ୍ଡୁଳୀର ନିଖୋଜ ନନ୍ଦ ମଉସାଙ୍କ ମିଳିଲା ଖପୁରୀ ଓ କଙ୍କାଳ ! ଡମପଡା ଅଭୟାରଣ୍ୟରୁ କଙ୍କାଳ ସହ ସାର୍ଟ ଉଦ୍ଧାର,…

କନକ ବ୍ୟୁରୋ : ପୁଣି ନନ୍ଦ ମଉସାଙ୍କୁ ନେଇ ଚର୍ଚ୍ଚା । କିଛି ମାସ ତଳେ ଅଜଗର ଗିଳିଦେଇଥିବା ଚର୍ଚ୍ଚା ହୋଇଥିବା ବେଳେ ଏବେ ଉଦ୍ଧାର ହୋଇଛି କଙ୍କାଳ । ଚନ୍ଦକା ଡମପଡା ଅଭୟାରଣ୍ୟ ଜାରିଆ ନିକଟରେ ଏକ ମଣିଷ ଖପୁରୀ ଓ କଙ୍କାଳ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ହୋଇଥିବା ଏହି କଙ୍କାଳ ସାନ…
Read More...

କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲାରେ ହାତ ଲେଖା ଚିଠି ବଢ଼ାଇଲା ଚର୍ଚ୍ଚା । ମଣ୍ଡଳ ସାରଙ୍କୁ କରାଯାଇଛି ଦାୟୀ

କନକ ବ୍ୟୁରୋ : କ୍ରିକେଟର ରାଜଶ୍ରୀ ସ୍ୱାଇଁ ତାଙ୍କ ସେଷ ଚିଠିରେ କୋଚ ମାଣ୍ଡେଲା ସାରଙ୍କ ବିଷୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ କିଏ ଏହି ମାଣ୍ଡେଲା ସାର ଓସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡିଶା କ୍ରିକେଟ ଆସୋସିଏସନର ସଦସ୍ୟ ଅଛନ୍ତି ମାଣ୍ଡେଲା ସାର । କୁହାଯାଉଛି ଚୟନ…
Read More...

ଜୟପୁରରେ ପାଳିତ ହେଉଛି ଭୋଗୀ ପରବ । ଧୁମଧାମରେ ମକର ସଂକ୍ରାନ୍ତି ପାଳିବେ ତେଲଗୁ ସଂପ୍ରଦାୟର ଲୋକେ

କନକ ବ୍ୟୁରୋ : ଜୟପୁରରେ ପାଳିତ ହେଉଛି ଭୋଗୀ ପରବ । ଆଜି ଭୋଗୀ ପର୍ବ ଆସନ୍ତାକାଲି ପାଳିତ ହେବ ପବିତ୍ର ମକର ସଂକ୍ରାନ୍ତି । ଜୟପୁରରେ ରହୁଥିବା ତେଲଗୁ ସଂପ୍ରଦାୟର ଲୋକେ ଧୁମଧାମରେ ତିନି ଦିନି ଧରି ପାଳନ କରିବେ ମକର ସଂକ୍ରାନ୍ତି ପର୍ବ । ଘର ଆଗରେ ଝୋଟି ପଡିଛି । ସଜବାଜ ହୋଇ ସମସ୍ତେ…
Read More...

ମହାପ୍ରଭୁଙ୍କ ନିକଟରେ ଲାଗି ହେଲା ମକର ଚାଉଳ । ବଡ ଠାକୁରଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଗହଳି

କନକ ବ୍ୟୁରୋ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ସଂକ୍ରାନ୍ତି ଅବସରରେ ବଡଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି । ମହାପ୍ରଭୁଙ୍କ ମକରବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ…
Read More...

ଆଜି ପବିତ୍ର ମକର ସଂକ୍ରାନ୍ତି । ମହାପ୍ରଭୁଙ୍କୁ ଅର୍ପଣ କରାଯିବ ମକର ଚାଉଳ ଓ ଧନୁମୁଆଁ ଭୋଗ

କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ପ୍ରମୁଖ ପୀଠ । ବିଶେଷକରି ବାଘମାରିର ଅଟ୍ରି ମକର ପାଇଁ ଚଳଚଞ୍ଚଳ । ଛୁଆ ପାଇଁ ଗୁଆ ଖୋଜାର ରହିଛି ସ୍ୱତନ୍ତ୍ର ବିଧି । ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଉଷ୍ମପ୍ରସବନ ତଥା ଏକାଦଶ ରୁଦ୍ର ହଟନାଥ…
Read More...

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ : ୧୫ରୁ କଟିବ ଚାଲାଣ

କନକ ବ୍ୟୁରୋ : ବଡ ଖବର । ଏଣିକି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଏଚଏସଆରପି ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ । ତେବେ କେଉଁ କେଉଁ ଗାଡି ନମ୍ବର ପାଇଁ ଜାନୁଆରୀ ୧୫ ତାରିଖରୁ ଚାଲାଣ କଟିବ ଆସନ୍ତୁ ଜାଣିବା । ସୂଚନା ଅନୁଯାୟୀ, ଶେଷ ନମ୍ବର ୧ରୁ ୬ ଥିବା ଗାଡିର ହାଇ…
Read More...

କଟକରେ ଅନୁଷ୍ଠିତ ହୋଇଯାଇଛି ନାରାୟଣା ପ୍ରିମିୟର୍ ଲିଗ୍ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କଟକ…

କଟକ ସ୍ଥିତ ନାରାୟଣା ବିଦ୍ୟାଳୟରେ ଚଳିତ ମାସ ୭ ଓ ୮ତାରିଖରେ ଦୁଇ ଦିନ ଧରି ନାରାୟଣା ପ୍ରିମିୟର୍ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ମେୟର ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ଉଜ୍ୱଳନ କରିଥିଲେ । କାର୍ଯ୍ୟକ୍ରମର ଶୁଭ ଉଦଘାଟନ ସମୟରେ ବିଦ୍ୟାଳୟର…
Read More...

ପୁନରୁଜ୍ଜିବୀତ ହେବ BSNL । ଖର୍ଚ୍ଚ ହେବ ୧ଲକ୍ଷ ୬୪ ହଜାର କୋଟି ଟଙ୍କା

କନକ ବ୍ୟୁରୋ : ଓଡିଶାରେ ୫ଜି ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ । ଅଭିଭାଷଣରେ ବଡ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ । କହିଲେ, ଓଡିଶାରେ ପୁନରୁଜ୍ଜିବୀତ ହେବ ବିଏସଏନଏଲ । ଏଥିପାଇଁ ଖର୍ଚ୍ଚ ହେବ ୧ଲକ୍ଷ ୬୪ ହଜାର କୋଟି ଟଙ୍କା । ବିଏସଏନଏଲକୁ ପୁନରୁଜ୍ଜିବୀତ କରିବା ପାଇଁ ପ୍ରଧାନମନ୍ତ୍ରୀ…
Read More...