Monthly Archives

March 2024

ଜନ୍ମଦିନ କେକ୍ ନେଇଗଲା ଜୀବନ! ଆଖି ବୁଜି ଦେଲା ୧୦ ବର୍ଷର ଝିଅ

କନକ ବ୍ୟୁରୋ: ଜନ୍ମଦିନରେ ଆସିଥିଲା ମୃତ୍ୟୁର କେକ୍ । ଖୁସି ମନରେ ରାତିରେ କେକ୍ କାଟି ଥିବା କୁନିଝିଅ ସକାଳକୁ ମୃତ୍ୟୁ ଶଯ୍ୟାରେ ଶୋଇଯାଇଥିଲା । ପଞ୍ଜାମର ପଟିୟାଲାରୁ ଆସିଛି ଏଭଳି ହୃଦୟ ବିଦାରକ ଖବର । ଜନ୍ମଦିନରେ ଅନଲାଇନ୍ ଅର୍ଡର କରିଥିବା କେକ୍ ଖାଇ ୧୦ ବର୍ଷିୟ ନାବାଳିକର ମୃତ୍ୟୁ ହୋଇଛି…

ସୁନୀତା କେଜ୍ରିୱାଲଙ୍କ ପରେ ସାମ୍ନାକୁ ଆସିଲେ ସଂଜୟ ସିଂଙ୍କ ପତ୍ନୀ ଅନୀତା । ବିଜେପିକୁ ଟାର୍ଟେଟ୍, ସ୍ୱାମୀଙ୍କ…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ତଥା ଉତ୍ତର ପ୍ରଦେଶ ପ୍ରଭାରୀ ସଂଜୟ ସିଂ ଏବେ ଜେଲରେ ଅଛନ୍ତି । ହେଲେ ରବିବାର ଦିନ ଇଣ୍ଡିଆ ମେଣ୍ଟର ମହାରାଲିରେ ସଂଜୟ ସିଂଙ୍କ ପତ୍ନୀ ଅନୀତାଙ୍କୁ ପ୍ରଥମଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।…

‘ମ୍ୟାଚ ଜିତିବାକୁ ବିଜେପି କରୁଛି ମ୍ୟାଚ୍ ଫିକ୍ସିଂ’: ମୋଦୀ ସରକାରକୁ ଟାର୍ଗେଟ କଲେ ରାହୁଲ

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାମଲୀଳା ମୈଦାନରେ ଏକାଠି ହେଲେ ଇଣ୍ଡିଆ ମେଂଟର ନେତା । ନିର୍ବାଚନ ଜିତିବାକୁ ବିଜେପି ମ୍ୟାଚ ଫିକ୍ସିଂ କରୁଛି ବୋଲି ବିରୋଧୀ ଦାବି କରିଛନ୍ତି । ସେହିପରି ବିରୋଧୀ ଦଳର ଦୁଇ ପ୍ରମୁଖ ନେତା କେଜ୍ରିୱାଲ ଏବଂ ହେମନ୍ତ ସୋରେନଙ୍କୁ ଛାଡିବା ସହିତ ୫ ଦାବି…

ଭର୍ତ୍ତୃହରି ବନାମ ସଂତୃପ୍ତ: ମହାଲଢ଼େଇ ପାଇଁ ପ୍ରସ୍ତୁତ କଟକ ମଇଦାନ

କନକ ବ୍ୟୁରୋ: ଏଥର କଟକରେ ହେବ କଡା ଟକ୍କର । କଟକରୁ ୬ ଥର ସାଂସଦଙ୍କୁ ଟକ୍କର ହେବେ କର୍ପୋରେଟ୍ ଜଗତର ବଡ ଚେହେରା । ସବୁ ସସ୍ପେନ୍ସର ଛାତି ଚିରି କଟକ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା ସରିଛି । ବିଜେପିରୁ ଭର୍ତୃହରି ମହତାବଙ୍କ ସହ ମଇଦାନରେ ଟକ୍କର ଦେବେ କର୍ପୋରେଟ୍ ରଣନୀତିକାର…

ପଦ୍ମ ଶିବିରରେ ସିନେ ତାରକା: ବିଜେପିରେ ମିଶିଲେ ଆକାଶ । କହିଲେ, ସ୍ୱାଭିମାନ ପାଇଁ ଲଢ଼ିବେ

କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ତାରକା ଫୁଲ ଧରୁଛନ୍ତି । ପ୍ରଥମେ ଅରିନ୍ଦମ, ତା ପରେ ସିଦ୍ଧାନ୍ତ ଓ ଆଜି ଆକାଶ ଦାସ ନାୟକ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । କୋରଇର ପୂର୍ବତନ ବିଧାୟକ ଆକାଶ ଏଥର ଟିକେଟ୍ ଆଶାୟୀ ଥିଲେ । ଅନ୍ୟପଟେ ରାଜ୍ୟର ଅନ୍ୟ ୩ଟି ଅଂଚଳର ନେତା ଓ କର୍ମୀ ଆଜି ବିଜେପି…

କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବ ବିଜେପି? ଲୋକଙ୍କ ପାଖକୁ ଯିବାକୁ ଚାର୍ଜସିଟ ପ୍ରସ୍ତୁତ

କନକ ବ୍ୟୁରୋ: ମେଣ୍ଟ ଭାଗବଣ୍ଟା ଫେଲ୍ ମାରିବା ପରେ ଏବେ ବିଜେଡି ବିରୋଧରେ ରଣହୁଙ୍କାର ଦେଇଛି ବିଜେପି । ବିଜେପି ରାଜ୍ୟ ନିର୍ବାଚନ ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ରଣନୀତି ଚୂଡାନ୍ତ ହୋଇଛି । ଏଥିପାଇଁ ଚାର୍ଜସିଟ ଚୂଡାନ୍ତ ହୋଇଛି । କ୍ଷେତ୍ରୀୟ…