Daily Archives

March 11, 2024

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା । ଅଳିଆ ଗଦାରୁ ମିଳିଲା ଚୈତନ୍ୟା ନାମ୍ନୀ ଭାରତୀୟ ମହିଳାଙ୍କ ମୃତ ଶରୀର

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ରାସ୍ତା ଅଳିଆ ଗଦାରୁ ମିଳିଲା ଭାରତୀୟ ମହିଳାଙ୍କ ମୃତଶରୀର । ୩୬ବର୍ଷ ବସୟର ଚୈତନ୍ୟା ମଧଗାନୀଙ୍କ ସନ୍ଦିଗ୍ଦ ମୃତ ଶରୀର ମିଳିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମାର୍ଚ୍ଚ ୯ରେ ମୃତଦେହ ମିଳିବା…

କଲେଜ ଗଲାବେଳେ, ଚଢିଗଲା କାର । ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ।

କନକ ବ୍ୟୁରୋ: କଲେଜ ଯାଉଥିବା ଛାତ୍ରୀ ଉପରେ ଚଢ଼ିଗଲା କାର । କାର ଦୁର୍ଘଟଣାରେ ଆଖି ବୁଜିଦେଲେ ଭଦ୍ରକ ମଣିକଲାଲ ମହିଳା ମହାବିଦ୍ୟାଳୟର ଛାତ୍ରୀ । ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ପ୍ରଭାସିନୀ ନାୟକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଉ ଭଦ୍ରକ, ନନ୍ଦପୁର ଛକ ନିକଟରେ ଘଟିଥିବା ଏହି ଦୁର୍ଘଟଣା…

ରଙ୍ଗ ମିଶା କୋବି ମାଂଚୁରିଆନ ଓ ବମ୍ବେଇ ମିଠେଇ ଉପରେ ଲାଗିଲା କଟକଣା । ଏଣିକି ରାସାୟନକି ରଙ୍ଗ ମିଶାଇ ଖାଦ୍ୟ ପ୍ରସ୍ତୁତ…

କନକ ବ୍ୟୁରୋ : ରଙ୍ଗ ମିଶା କୋବି ମଂଚୁରିଆନ ଓ ବମ୍ବେଇ ଲଡୁ ଉପରେ ପ୍ରତିବନ୍ଧକ ଲଗାଇଲେ କର୍ଣ୍ଣାଟକ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ଦୁଇଟି ଖାଦ୍ୟରେ ରାସାୟନିକ ପଦାର୍ଥ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁରାଓ ଏନେଇ…

୫ ତାରିଖରେ ନିଟ୍ ପରୀକ୍ଷା । ଡାକ୍ତର ହେବାକୁ ବଢୁଛି ପିଲାଙ୍କ ଆଗ୍ରହ । ପରୀକ୍ଷା ପାଇଁ ପଞ୍ଜିକରଣ କଲେଣି ୨୫ ଲକ୍ଷ ।

କନକ ବ୍ୟୁରୋ: ଡାକ୍ତର ହେବା ପାଇଁ ବଢୁଛି ଆଗ୍ରହ । ୫ ତାରିଖରେ ହେବାକୁ ଯାଉଛି ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’ । ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ଜଣାପଡିଛି । ଗତବର୍ଷ ତୁଳନାରେ ଏହା ୪ ଲକ୍ଷ ୨୦ ହଜାର ଅଧିକ ବୋଲି ଜଣାପଡିଛି । ଡାକ୍ତର ହେବାକୁ ବଢୁଛି…

ଆମେରିକାର ବଡ ଦାବି, ପରମାଣୁ ଆକ୍ରମଣକୁ ରୋକିଥିଲା ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲ ପରେ ଆକ୍ରମଣ କରିବାକୁ…

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକାର ବଡ ଦାବି । ଆମେରିକାର ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି କି ୟୁକ୍ରେନ ଉପରେ ବର୍ଷ ୨୦୨୨ ଶେଷ ଆଡକୁ ରୁଷ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରିଥିଲା କିନ୍ତୁ ଭାରତର ହସ୍ତକ୍ଷେପ ପରେ ବଡ ବିପଦ ଟଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀ…

ପହଁଚିଥାନ୍ତେ ବାହାଘରରେ, ଅଧାରୁ ଚାଲିଗଲା ଜୀବନ । ଇଲେଭେନ କେଭି ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ଜଳିଗଲା ବସ,…

କନକ ବ୍ୟୁରୋ : ଉତରପ୍ରଦେଶ ଗାଜିପୁରରୁ ଆସିଛି ଦୁଖଦ ଘଟଣା । ରାସ୍ତା ଉପରେ ଜଳିଗଲା ବରଯାତ୍ରୀ ବସ, ଜୀବନ୍ତ ଦଗ୍ଧ ହେଲେ ୬ଜଣ । ଏଥିସହ ୨୦ରୁ ଅଧିକ ଲୋକଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ବସ ମଉରୁ ମରଦୋହ ଯାଉଥିବା ସମୟରେ…