Daily Archives

March 6, 2024

ଉଜ୍ୱଳ ହେଉଛି ବିଜେଡି-ବିଜେପିର ମେଂଟ ସମ୍ଭାବନା । ନବୀନ ନିବାସରେ ବିଜେଡିର ବୈଠକ, ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ…

କନକ ବ୍ୟୁରୋ : ୧୫ ବର୍ଷ ପରେ ପୁଣିଥରେ ୟୁ-ଟର୍ନ ନେବାକୁ ଯାଉଛି ରାଜ୍ୟ ରାଜନୀତି । ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ମେଂଟ ହେବା ସମ୍ଭାବନା ଉଜ୍ୱଳ ହୋଇଛି । ଆଜି ଦିନ ତମାମ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ସରଗରମ ହୋଇଛି ରାଜନୀତି । ଗତକାଲି ମୋଦୀଙ୍କ ଓଡ଼ିଶା ଗସ୍ତ, ପ୍ରଧାନମନ୍ତ୍ରୀ ଓ…

ବିବାଦ ଭିତରେ ଘରୋଇ କ୍ରିକେଟକୁ ପ୍ରଶଂସା କରି ସଚିନଙ୍କ ପୋଷ୍ଟ । କହିଲେ ଜାତୀୟ ଖେଳାଳୀ ରଣଜୀ ଖେଳିଲେ ସୃଷ୍ଟି ହେବେ…

କନକ ବ୍ୟୁରୋ : ଇସାନ କିଶାନ ଓ ଶ୍ରେୟସ୍ ଆୟର ରଣଜୀ ନଖେଳିବାକୁ ନେଇ ଆରମ୍ଭ ହୋଇଥିବା ବିବାବ ଥମିନଥିବା ବେଳେ ଏହା ଉପରେ ସଚିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି । ସଚିନ କହିଛନ୍ତି ଯେତେବେଳେ ଭାରତୀୟ ଦଳର ଖେଳାଳୀ ରଣଜୀ ମ୍ୟାଚ ଖେଳନ୍ତି, ସେତେବେଳେ ଖେଳର ମହତ୍ୱ ବଢିଯାଏ । ଏବଂ ମ୍ୟାଚ…

ଏମିସନ ଆନାଲିଟିକ୍ସର ରିପୋର୍ଟ । ପେଟ୍ରୋଲ, ଡିଜେଲ ଗାଡି ଅପେକ୍ଷା ଇଲେକ୍ଟିକ ଗାଡିରୁ ଅଧିକ ବାହାରୁଛି ପ୍ରଦୂଷଣ କଣିକା

କନକ ବ୍ୟୁରୋ : ଜଳବାୟୁ ପରିବର୍ତନ ପାଇଁ ପେଟ୍ରୋଲ, ଡିଜେଲ ଗାଡି ପରିବେର୍ତ ବିତ୍ୟୁତ୍ ଚାଳିତ ଇଲେକ୍ଟିକ ଗାଡି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ପେଟ୍ରୋଲ, ଡିଜେଲ ଗାଡି ପରିବେର୍ତ ଇଲେକ୍ଟିକ ଗାଡି(ଇଭି)ରୁ ଅଧିକ ପ୍ରଦୂଷଣ କଣିକା ବାହାରୁଛି । ଏନେଇ ଏକ ରିପୋର୍ଟ ପ୍ରକାଶ…

କ୍ଲାସରୁମରେ ପାଠ ପଢ଼ାଇଲେ ଏଆଇ ରୋବଟ ଶିକ୍ଷୟତ୍ରୀ । ଜଟିଳରୁ ଜଟିଳ ପ୍ରଶ୍ନର ଉତର ଦେଉଛି, ଛାତ୍ରଛାତ୍ରୀଙ୍କ ସମସ୍ୟାର…

କନକ ବ୍ୟୁରୋ : ଦେଶର ପ୍ରଥମ ଏଆଇ ରବଟ୍ ଶିକ୍ଷୟତ୍ରୀ ଆଇରସକୁ ନେଇ ବେଶ ଚର୍ଚ୍ଚ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛି ଏଆଇ ରବଟ୍ ଶିକ୍ଷୟତ୍ରୀ । ନାଁ ତାର ଆଇରସ ଓ ସାଧାରଣ ମହିଳାଙ୍କ ପରି ଦିଶୁଛି । ଶାଡୀ ପିନ୍ଧିଛି, ପିଲାଙ୍କ ସମସ୍ୟା ପଚାରିବୁଝୁଛି । ଛାତ୍ରଛାତ୍ରୀମାନେ ବି ଆଇସ…

କଂଗ୍ରେସର ବଡ଼ ସଂକେତ,ଆମେଠିରୁ ଲଢ଼ିପାରନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଜିଲ୍ଲା ସଭାପତି ପ୍ରଦୀପ ସିଂଘାଲାଙ୍କ…

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଏଥର କେଉଁଠୁ ଲଢିବେ ନିର୍ବାଚନ? ଆମେଠି ନା ୱାୟାନାଡା । ନା ପୂର୍ବଥର ପରି ଦୁଇଟି ଯାକ ଆସନରୁ ଲଢ଼ିବେ  । ସହଯୋଗୀ ଦଳ ସିପିଆଇଏମ ୱାୟନାଡ଼ା ଆସନ ପାଇଁ ପ୍ରାର୍ଥୀ ଛିଡା କରିବା ପରେ ରାହୁଲ ଏହି ଆସନ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।…

ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ସ୍କୁଲ ପିଲାଙ୍କ ସହ ମେଟ୍ରୋରେ କଲେ ଯାତ୍ରା

କନକ ବ୍ୟୁରୋ : ପୂରଣ ହେଲା ଶହେ ବର୍ଷର ସ୍ୱପ୍ନ, ପାଣି ତଳେ ଦୌଡିଲା ମେଟ୍ରୋ ଟ୍ରେନ୍ । କୋଲକାତାରେ ମେଟ୍ରୋ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ  । କୋଲକାତା ମେଟ୍ରୋର ସମ୍ପ୍ରସାରଣ କରାଯାଇଥିବା ବେଳେ ହାୱଡା ମୈଦାନ-ଏସପ୍ଲାନେଡ ଯାଏ ନଦୀ ଭିତରେ ଏହି ଅଣ୍ଡର ୱାଟର ମେଟ୍ରୋ…