ସୁପ୍ରିମକୋର୍ଟର ସମସ୍ତ ଜଜ୍ ଙ୍କୁ ଆସନ୍ତାକାଲି ଦିଆଯିବ କରୋନା ଟିକା । ଟିକା ଚୟନ ପାଇଁ ମିଳିଲା ସ୍ୱାଧୀନତା

କନକ ବ୍ୟୁରୋ: ସୁପ୍ରିମକୋର୍ଟର ଜଜ୍ ମାନଙ୍କୁ ବି ଦିଆଯିବ କରୋନା ଟିକା । ମଙ୍ଗଳବାର ଠାରୁ ଏହି ଟିକାକରଣ ଆରମ୍ଭ କରାଯିବ । ସୁପ୍ରିିମକୋର୍ଟର ଜଜ୍ ଙ୍କ ବ୍ୟତୀତ ସେମାନଙ୍କ ପରିବାର ଲୋକଙ୍କୁ ବି ଏହି ଟିକା ଦିଆଯିବ ବୋଲି ସୂଚନା ମିଳିଛି । ସୁପ୍ରିମକୋର୍ଟ ରେଜିଷ୍ଟାର ତରଫରୁ କୋର୍ଟ ପରିସରରେ…

ଦଳରୁ ମିଳିଲା ନିର୍ଦ୍ଦେଶ । ନିଜ ନିଜ କ୍ଷେତ୍ରରେ ଟଙ୍କାଦେଇ ଟିକା ନେବେ ବିଜେପିର ବିଧାୟକ ଓ ସାଂସଦ

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଭାରତର ପ୍ରଦର୍ଶନ ସବୁଠାରୁ ଆଗରେ ରହିଛି  । ଏନେଇ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜିଠାରୁ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (ବ୍ୟାଧି ପୀଡିତ)ଙ୍କୁ…

ତିରୁପତି ସହରରେ ପ୍ରବେଶ ପୂର୍ବରୁ ବିମାନବନ୍ଦରରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଟକାଇଲା ପୋଲିସ । ଧାରଣାରେ ବସିଗଲେ…

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧିଦଳ ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ ସୋମବାରଦିନ ତିରୁପତି ବିମାନବନ୍ଦର ଭିତରେ ଧାରଣାରେ ବସିଥିବା ଦେଖିବାକୁ  ମିଳିଛି । ସେ ସେଠାରୁ ତିରୁପତି ଓ ଚିତ୍ତୁର ସହର ଯାତ୍ରା କରିବାକୁ ଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ପରେ ପୋଲିସଙ୍କ…

ନୂଆ କୃଷିବିଲ୍ କୁ ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ବ୍ୟବସାୟରେ ସୀମିତ ନ ରହୁ କଣ୍ଟାକ୍ଟ ଫାର୍ମିଂ

କନକ ବ୍ୟୁରୋ : ନୂତନ କୃଷିବିଲ୍ କୁ ବିରୋଧ କରି ଗୋଟିଏ ପଟେ ୩ ମାସରୁ ଉର୍ଦ୍ଧ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏନେଇ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ଦେଶରେ କୃଷିକ୍ଷେତ୍ର ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର…

ମ୍ୟାନମାରରେ ସାମରିକ ଶାସନର କ୍ରୁରତା । ବିଭିନ୍ନ ସହରରେ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିମାଡ । ୧୮ ମୃତ, ୩୦ ରୁ ଅଧିକ…

କନକ ବ୍ୟୁରୋ : ଫେବୃଆରୀ ପହିଲା ଦିନ ମ୍ୟାନମାର ସୈନ୍ୟବାହିନୀ ଦେଶର ଶାସନ କ୍ଷମତାକୁ ନିଜ ହାତକୁ ନେଇଛି । ଗଣତାନ୍ତ୍ରିକ ପଦ୍ଧତିିରେ ନିର୍ବାଚିତ ଆଙ୍ଗ ସାନ୍ ସ୍ୟୁ ଚୀ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିନେଇଥିଲା ସୈନ୍ୟବାହିନୀ । ଏନେଇ ସେହିଦିନ ଠାରୁ ମ୍ୟାନମାରରେ ସେନାବାହିନୀ ବିରୋଧରେ…

ଆମ୍ ଆଦମୀ ପାର୍ଟିରେ ବଡୁଛି ଯୁବ ନେତାଙ୍କ ଭିଡ । ରାଘବ ଚଢାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଦିଲ୍ଲୀ ସୁନ୍ଦରୀ ମାନସୀ…

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଗଡ ଭାଙ୍ଗୁଥିବା ବେଳେ ଆମ୍ ଆଦମୀ ପାର୍ଟି ପ୍ରତି ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି । ଦଳର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ମିସ୍ ଇଣ୍ଡିଆ…