Daily Archives

March 14, 2024

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ ଘୋଷଣା । କମିଲା ପେଟ୍ରୋଲ ଓ ଡିଜେଲ ଦର । ଜାଣନ୍ତୁ କେତେ କମିଛି ଲିଟର ପ୍ରତି ଦାମ

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲର ଦାମ କମ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପ୍ରତି ୨ଟଙ୍କା କମ୍ କରାଯାଇଛି । ଏହି ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବାକୁ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ କମିବା ପରେ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ । କୋଲକାତାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ମୁଣ୍ଡରେ ଆଘାତ ଲାଗିବାରୁ ସେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । କୋଲକାତାର ଏସଏସକେଏମ ହସ୍ପିଟାଲରେ ସେ ଭର୍ତି ହୋଇଛନ୍ତି । କିଭଳି ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି । କିନ୍ତୁ ଘରେ ସେ ପଡିଯିବାରୁ ଆହତ ହୋଇଥିବା ଜାତୀୟ…

ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ । ୱେବସାଇଟରେ ନିର୍ବାଚନୀ ବଣ୍ଡ ତଥ୍ୟ କଲେ ଅପଲୋଡ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନୀ ବଣ୍ଡ ଇସିଆଇଙ୍କ ନିକଟରେ ଦାଖଲ କରିଥିଲେ । ୧୨ ତାରିଖ ଦିନ ଏସବିଆଇ ଇସିଆଇଙ୍କୁ ବଣ୍ଡର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏହି ତଥ୍ୟକୁ ନିର୍ବାଚନ କମିଶନ ଆଜି ତାଙ୍କ ୱେବସାଇଟରେ ଅପଲୋଡ କରିଛନ୍ତି ।…

ରୋହିତଙ୍କ ସପକ୍ଷରେ ବାହାରିଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ । କହିଲେ, ଦଳକୁ ୫ଥର ଚାମ୍ପିୟାନ କରିଥିବା ରୋହିତଙ୍କୁ…

କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ବଦଳରେ ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ନିଯୁକ୍ତ କରିବା ଉପରେ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂ । ଯୁବରାଜ କହିଛନ୍ତି ଯଦି ତାଙ୍କ ଉପରେ ନିଷ୍ପତି ଥାଆନ୍ତା ତେବେ ସେ ରୋହିତ ଶର୍ମାଙ୍କୁ ଆଉ ବର୍ଷଟେ ପାଇଁ ଅଧିନାୟକ…

କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଟାନ । ଏକାଧିକ ଓଟିଟି ଆପ୍ସ,ୱେବସାଇଟ, ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ

କନକ ବ୍ୟୁରୋ : କେନ୍ଦ୍ର ସରକାର ପୁଣି ଥରେ କରିଛନ୍ତି ଡିଜିଟାଲ ଷ୍ଟ୍ରାଇକ । ଇଂଟରନେଟରେ ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ପ୍ଲାଟଫର୍ମ ଗୁଡିକ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ୧୮ଟି ଓଟିଟି ଆପ୍ସ, ୧୯ଟି ୱେବସାଇଟ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର ।…

ଇଭିଏମ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । ଲୋକସଭା ନିର୍ବାଚନରେ ଇଭିଏମ ପରିବର୍ତେ ବାଲଟ ପେପର…

କନକ ବ୍ୟୁରୋ : ପୁଣି ଇଭିଏମ ପ୍ରସଙ୍ଗ ଉଠାଇଛି କଂଗ୍ରେସ । ଲୋକସଭା ନିର୍ବାଚନରେ ଇଭିଏମ ପରିବର୍ତେ ବାଲଟ ପେପର ମତଦାନ କରିବାକୁ ମହାରାଷ୍ଟ୍ରର ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାରା ଦେଶ ଇଭିଏମ ହଟାଇବାକୁ ଚାହୁଁଥିବା ବେଳେ ନିର୍ବାଚନ କମିଶନ…