Daily Archives

March 29, 2024

୨୩୮ ଥର ଲଢିଛନ୍ତି ନିର୍ବାଚନ, ୨୩୮ ଥର ହାରିଛନ୍ତି ମଧ୍ୟ ନିର୍ବାଚନ । ମୋଦୀ-ରାହୁଲଙ୍କୁ ମଧ୍ୟ ଦେଇସାରିଛନ୍ତି ଟକ୍କର ।…

କନକ ବ୍ୟୁରୋ: ଅନେକ ନେତାଙ୍କୁ ଆପଣ ନିର୍ବାଚନ ଲଢୁଥିବା ଦେଖିଥିବେ । ତା ଭିତରୁ କିଛି ଜିତିଥିବେ, ଆଉ କିଛି ହାରିଥିବେ । ତେବେ ହାରିଥିବା ନେତା, ଅନେକ ସମୟରେ ନିଜ ଭାଗ୍ୟକୁ ଦୋଷ ଦେଇ, ଆଉ ନିର୍ବାଚନ ଲଢିବେନି ବୋଲି ନିଷ୍ପତ୍ତି ନେଇଥିବା ଆପଣ ଦେଖିଥିବେ । ହେଲେ ଆଜି ଆମେ ଏମିତି ଜଣେ ଲୋକଙ୍କ…

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅନସାରୀଙ୍କ ମୃତ୍ୟୁର ହେବ ତଦନ୍ତ । ୟୁପି ସରକାର ଦେଲେ ନ୍ୟାୟିକ ତଦନ୍ତ…

କନକ ବ୍ୟୁରୋ: ମୁଖତାର ଅନସାରୀ । ଏହି ମାଫିଆର ନାଁ ଯିଏ ଶୁଣୁଥିଲା ଥରହର ହେଉଥିଲା । କେବଳ ଉତ୍ତରପ୍ରଦେଶ କି ଏହାର ଆଖପାଖ ରାଜ୍ୟ ନୁହେଁ ସାରା ଦେଶରେ ଗ୍ୟାଙ୍ଗଷ୍ଟର ଅନସାରୀର ଭୟ ଥିଲା । ଆତଙ୍କିତ, ଭୟଭୀତ କରି ରଖୁଥିବା ଏହି ଗ୍ୟାଙ୍ଗଷ୍ଟର ଜେଲ ଭିତରେ ଏବେ ମୃତ୍ୟୁ ହୋଇଛି । ଗୁରବାର…

ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ କ୍ୟାମ୍ପେନ । ‘କେଜ୍ରିୱାଲ ଆଶୀର୍ବାଦ’ କ୍ୟାମ୍ପେନ ଆରମ୍ଭ । ହ୍ୱାଟ୍ସଆପ ନମ୍ବର…

କନକ ବ୍ୟୁରୋ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଛି ‘କେଜ୍ରିୱାଲ ଆଶୀର୍ବାଦ’ କ୍ୟାମ୍ପେନ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଗଣମାଧ୍ୟକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଲ ଗେଟ୍ସଙ୍କ ସାକ୍ଷାତକାର । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଏଆଇ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ । ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଏଆଇ, ଡିଜିଟାଲ ପେମେଣ୍ଟ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି…

କଂଗ୍ରେସକୁ ୧୮ଶହ କୋଟି ଟଙ୍କା ଟିକସ ପୈଠ କରିବାକୁ ନୋଟିସ । ଆୟକର ବିଭାଗ ନୋଟିସ୍ ପଠାଇଥିବା ସ୍ପଷ୍ଟ କଲା କଂଗ୍ରେସ

କନକ ବ୍ୟୁରୋ: ଯେତିକି ପାଖଉଛି ନିର୍ବାଚନ ସେତିକି ସମସ୍ୟା ଭିତରେ ପଡୁଛି କଂଗ୍ରେସ । ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାବେଳେ ଆୟକର ବିଭାଗ ଦଳ ପାଇଁ ବଡ ସମସ୍ୟା ନେଇ ଆସିଛି । ୨୦୧୭-୧୮ ରୁ ୨୦୨୦ରୁ ୨୧ ବର୍ଷକୁ ନେଇ ଏହି ନୋଟିସ ପଠାଯାଇଛି । ୧୮ ଶହ କୋଟି ଟଙ୍କାର ଜରିମାନା ଓ ସୁଧ ଭରିବ…

ରକ୍ତରେ ଖେଳିଥିଲେ ହୋଲି ! ଖଣ୍ଡା ବୁଲାଇ ଖେଳାଇଥିଲେ ଆତଙ୍କ । ଭାଇଗିରି ଛଡାଇ ଦେଲା ପୁଲିସ

କନକ ବ୍ୟୁରୋ: ହୋଲିରେ ନୟାପଲ୍ଲୀ ବ୍ରିଟ୍ କଲୋନୀ ହଣାହଣି ଘଟଣା । ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ ରହିଛି । ମିଳିଥିବା ସୂଚନା ମୁତାବକ,ଗାଧୋଇବା ନେଇ ହୋଇଥିବା ଗଣ୍ଡଗୋଳରୁ ବିବାଦ ଉପୁଜିଥିଲା । ପରେ ହୋଲିରେ ରକ୍ତ ରଞ୍ଜିତ ହୋଇଥିଲା…