Daily Archives

March 9, 2024

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଖୁସି ଖବର । ପ୍ରୋତ୍ସାହନ ରାଶି ବଢାଇଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ବଢିଲା ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି । ଅକ୍ଟୋବର ୨୦୨୩ରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା କଲେ ରାଜ୍ୟ ସରକାର । ଏମବିକେ, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକାମାନେ ଏଣିକି ୬ହଜାର ୭୫୦ ଟଙ୍କା ବଦଳରେ ୧୦ହଜାର ୭୫୦ଟଙ୍କା ପାଇବେ ।…

ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ । ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ । ସବୁ ବ୍ଲକରେ ହେବ ଆମ ବସଷ୍ଟାଣ୍ଡ ।

କନକ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ଶିକ୍ଷକ ଓ ସଂସ୍କୃତ ଟୋଲ ଶିକ୍ଷକଙ୍କୁ ୬ ଲକ୍ଷ ଓ ଅଣଶିକ୍ଷକଙ୍କୁ ୪ ଲକ୍ଷ ଟଙ୍କାର ଅବସରକାଳୀନ ସହାୟତା ମିଳିବ । ନୂତନ ଅନୁଦାନ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମଦ୍ରାସା…

ଚୋରାବାଲିର ଚକ୍ରବ୍ୟୁହ । ନଦୀରେ ଗାଧୋଇବା ବେଳେ ଚୋରାବାଲିରେ ଫଶି ୩ ନିଖୋଜ ।

କନକ ବ୍ୟୁରୋ: ପିକନିକ ହେଲା କାଳ । ପିକନିକ ସାରି ଗାଧୋଇବାକୁ ଯାଇ ନଦୀରେ ବୁଡି ଗୋଟିଏ ପରିବାରର ୩ ଜଣ ସଦସ୍ୟ ନିଖୋଜ ହୋଇଯାଇଛନ୍ତି । ସୁନ୍ଦରଗଡ ସଦର ଥାନା ସେମିନା ନିକଟ ଇବ ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି । ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଓ ମେନ ରୋଡ ଅଂଚଳର ଗୋଟିଏ ପରିବାରର…

ମେଣ୍ଟ ଚର୍ଚ୍ଚା ଭିତରେ ଏ କେଉଁ ଇସାରା ଦେଲେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନଙ୍କ ପ୍ରଶ୍ନରେ ନବୀନ ଦେଲେ ଏମିତି…

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଚରମ ସୀମାରେ ପହଁଚି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆତ୍ନଙ୍କ ଏକ ଭିଡିଓ, ଆହୁରି ରୋଚକ ସ୍ଥିତି ସୃଷ୍ଟି କରିଛି । ସୋସିଆଲ୍ ମିଡିଆ ଇନଷ୍ଟ୍ରାଗ୍ରାମ ପେଜରେ ଏହି ଭିଡିଓକୁ ପାଣ୍ଡିଆନ୍…

୬ ବର୍ଷ ପରେ ଏନଡିଏକୁ ଫେରିଲା ଟିଡିପି । ଖୁବଶୀଘ୍ର ଆସନ ବୁଝାମଣା ନେଇ ଔପଚାରିକ ଘୋଷଣା ।

କନକ ବ୍ୟୁରୋ: ତୁଟିଲା ବିବାଦ, ମିଶିଲା ମନ । ୬ବର୍ଷ ପରେ ଏନଡିଏକୁ ଫେରିଲା ଟିଡିପି । ଶୁକ୍ରବାର ଦିଲ୍ଲୀରେ ପହଁଚି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଶନିବାର ଏନଡିଏକୁ ଫେରିଛି ଟିଡିପି । ସେପଟେ ଆନ୍ଧ୍ରପ୍ରଦେଶ ପାଇଁ ଡିଲ ଫାଇନାଲ ହୋଇଥିବା ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ…

ବିଜେପିକୁ କଟାକ୍ଷ କଲେ କେଜ୍ରିୱାଲ୍ । କହିଲେ, ଯଦି ପ୍ରଭୁ ଶ୍ରୀରାମ ଥାଆନ୍ତେ ବିଜେପି ତାଙ୍କ ଘରକୁ ବି ED-CBIକୁ…

କନକ ବ୍ୟୁରୋ: ବିଧାନସଭାରେ ଗର୍ଜିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କଲେ । କହିଲେ, ତଦନ୍ତକାରୀ ସଂସ୍ଥା ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ବିଜେପି ପ୍ରେରିତ । ତେବେ ଏହି ସମୟରେ ଶ୍ରୀରାମଙ୍କ ନାମ ନେଇ ବିଜେପିକୁ…