Daily Archives

March 3, 2024

ଚର୍ଚ୍ଚାରେ ଫୁଲବାଣୀ ବୁଢ଼ାଦାନୀ ଗାଁର ୩ ମହିଳା ଚାଷୀ । ଦେଢ଼ ଏକର ଜମିରେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ, ସ୍ୱାବଲମ୍ବୀ…

କନକ ବ୍ୟୁରୋ : ହଳଦୀ ରଙ୍ଗର ସୂର୍ଯ୍ୟମୁଖୀ ଫୁଲରେ ହସୁଛି କ୍ଷେତ । ଏହି ଫୁଲ ଯେତିକି ସୁନ୍ଦର, ସେତିକି ଅର୍ଥକାରୀ । ତେଣୁ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ଶୁଦ୍ଧ ଖାଇବା ତେଲର ଆବଶ୍ୟକତା ମେଣ୍ଟାଇବା ପାଇଁ ସୂର୍ଯ୍ୟମୁଖି ଚାଷ କରିଛନ୍ତି ୩ ଜଣ ମହିଳା । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ…

ସୁବର୍ଣ୍ଣରେଖା ନଦୀ ଅବବାହିକାରେ ୩୦ ଏକର ଜମିରେ ଲାଗିଛି ଆଖୁ । ଗୁଡ଼ ପ୍ରସ୍ତୁତ କରି ଲାଭବାନ ହେଉଛନ୍ତି ବସ୍ତା…

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗିଲାଯୋଡି ଗାଁର ୨ଶହରୁ ଉଦ୍ଧ୍ୱର୍ ପରିବାର ଆଖୁରୁ ଗୁଡ ପ୍ରସ୍ତୁତ କରି ଗୁଜୁରାଣ ମେଂଟାଉଛନ୍ତି । ବାଲେଶ୍ୱରର ଜୀବନ ରେଖା କୁହାଯାଉଥିବା ସୁବର୍ଣ୍ଣରେଖା ନଦୀର ଅବବାହିକା ଅଖୁ ଚାଷ ପାଇଁ ପ୍ରକୃଷ୍ଠ କ୍ଷେତ୍ର । ନଦୀର ପଟୁ ମାଟିରେ ହେଉଥିବା ଆଖୁ…

ସୁବର୍ଣ୍ଣପୁର ତରାଇକେଲା ଗାଁର ସଫଳ ମହିଳା ଚାଷୀ ରିଙ୍କି କଅଁର । ବିଦେଶୀ ଛେଳି ଚାଷ କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ : ସଫଳତା ଆଣିଛି ଛେଳିଚାଷ । ବିଦେଶି ଛେଳିଚାଷକରି ବେଶ ସଫଳହୋଇଛନ୍ତି ମହିଳା । ତାହାପୁଣି ନିଜ ପ୍ରଚେଷ୍ଠାରେ । ଦିନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ଥିଲେ । ଏବେକିନ୍ତୁ ବଦଳିଛି ସମୟ ମହିଳାଙ୍କ ପ୍ରଚେଷ୍ଠା ବଦଳେଇ ପାରିଛି ପାରିବାରିକ ଜୀବନ ଶୈଳୀ । ଆଉ ଏହାକୁ ଶତପ୍ରତିଶତ…

ବିନା ତାଲିମରେ ବଡ଼ି, ଲଙ୍କା ଗୁଣ୍ଡ ଓ ପିଠା ପ୍ରସ୍ତୁତ କରୁଛନ୍ତି ଭୋଗରାଇ ସୁନ୍ଦରାଡ଼ି ଅଂଚଳର ମହିଳା, ଅନ୍ୟମାନଙ୍କ ପାଇଁ…

କନକ ବ୍ୟୁରୋ : କଥାରେ ଅଛି ଦୃଢ଼ ଇଛାଶକ୍ତି ଥିଲେ ସଫଳତା ମିଳିଥାଏ । ଯାହା ବାଲେଶ୍ୱର ଭୋଗରାଇ ବ୍ଲକ ସୁନ୍ଦରାଡ଼ି ଅଂଚଳର ମହିଳା ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି  । ଏହି ଅଂଚଳର ମହିଳା ମାନେ କଠିନ ପରିଶ୍ରମ କରି କିଛି କିଛି ରୋଜଗାର କରୁଛନ୍ତି । ଗୋଟିଏ ବ୍ୟବସାୟରୁ ଆରମ୍ଭ ହୋଇଥିବା ଏହି…

୨ ଏକର ଜମିରେ ଲାଗିଛି ଗ୍ରୀନ ଆପଲ ବରକୋଳି । ବିଦେଶୀ ଫଳ ଚାଷ କରି ଲାଭବାନ ହୋଇଛନ୍ତି ବାଲେଶ୍ୱର ହଳିଶ ଅଂଚଳର…

କନକ ବ୍ୟୁରୋ : ଗଛରେ ପତର ଯେତିକି, ଫଳ ବି ସେତିକି । ପ୍ରଚୁର ପରିମାଣର ଫଳ ଫଳିଥିବାରୁ ଗଛ ମଧ୍ୟ ନଇଁ ରହିଛି । ଗଛ ଠାରୁ ଫଳର ଓଜନ ଅଧିକ ରହିଥିବାରୁ ଏହାକୁ ବାଉଁଶରେ ବାନ୍ଧି ରଖିବାକୁ ପଡ଼ୁଛି । ୨ ଏକର ଜମିରେ ଲାଗିଛି ଗ୍ରୀନ ଆପଲ ବରକୋଳି । ଏହି ଚାଷ କରିଛନ୍ତି ବାଲେଶ୍ୱର ସିମୁଳିଆ ବ୍ଲକ…

ସୂଷ୍ମ କାରୁକାର୍ଯ୍ୟକୁ ମିଳିଲା ସ୍ୱୀକୃତି: ଗୌରବ ଆଣିଲା କଟକର ଐତିହ୍ୟ, ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍

କନକ ବ୍ୟୁରୋ: ହଜାରେ ବର୍ଷର ଐତିହ୍ୟ ସମ୍ପନ୍ନ ସହର କଟକ । ଏହାର ଅନ୍ୟତମ ପରିଚୟ ହେଉଛି ରୁପା ତାରକସି କାମ । ତାରକସି କାମକୁ ନେଇ କଟକ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି । ତେବେ ଏହି ତାରକାସୀ କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ ଏବେ କାରିଗର ଖୁସି ଅଛନ୍ତି । ଅନ୍ୟପଟେ କଟକରେ ଏକ…