Daily Archives

March 12, 2024

ଗୁଜରାଟରେ ୪୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ୬ ପାକିସ୍ତାନୀ ନାଗରିକଙ୍କୁ ଗିରଫ କଲା ଏନସିବି ଓ ଗୁଜରାଟ ଏଟିଏସ ।

କନକ ବ୍ୟୁରୋ: ଗୁଜରାଟର ପୋରବନ୍ଦର ନିକଟରେ ୪୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଏଥିସହ ଜବତ ହୋଇଥିବା ଡଂଗାରେ ଥିବା ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ବା ଏନସିବି, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ର ଅଧିକାରୀମାନେ ଏହି ଡ୍ରଗ୍ସ…

ଟି-୨୦ ବିଶ୍ୱକପ ଖେଳିନପାରନ୍ତି ବିରାଟ କୋହଲି! ଜାତୀୟ ଗଣମାଧ୍ୟମରେ ଜୋରଧରିଲା ଚର୍ଚ୍ଚା ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ବିରାଟ କୋହଲି । ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଦଶ ବ୍ୟାଟର ନିକଟରେ ବାପା ହୋଇଛନ୍ତି । କୋହଲି ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆଠାରୁ ଦୂରରେ ଅଛନ୍ତି । ସେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାଗ ନେଇଥିଲେ । ସେବେଠାରୁ ବ୍ୟକ୍ତିଗତ କାରଣରୁ…

ରାଜସ୍ଥାନ ପୋଖରାନରେ ଭାରତର ସାମରିକ ଶକ୍ତି ପ୍ରଦର୍ଶନ ।

କନକ ବ୍ୟୁରୋ: ଆଜି ରାଜସ୍ଥାନର ପୋଖରାନାରେ ଭାରତ ତାର ସାମରିକ ଶକ୍ତି ପଦର୍ଶନ କରିଛି । “ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିଛନ୍ତିି ପ୍ରଧାନମନ୍ତ୍ରୀ ମୋଦୀ । ତିନି ସେନାର ମିଳିତ ସମରାଭ୍ୟାସ ପରେ ପ୍ରଧାନମନ୍ତ୍ରୀ ସେନ÷କମାନଙ୍କୁ ଉତ୍ସାହିତ କରି କହିଛନ୍ତି, ଯେଉଁ ଦୃଶ୍ୟ ଆଜି ଆମେ…

ନାଗରିକ ସଂଶୋଧନ ଆଇନକୁ ନେଇ ତେଜିଲା ରାଜନୀତି । ଧର୍ମରେ ଭେଦଭାବ କରୁଛି କହି ସୁପ୍ରିମକୋର୍ଟରେ ମାମଲା ।

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ୨୦୧୯କୁ କେନ୍ଦ୍ର ସରକାର ମାର୍ଚ୍ଚ ୧୧ ତାରିଖରୁ ସମଗ୍ର ଦେଶରେ ଲାଗୁ କରିଛନ୍ତି । ଏହା ପରେ କେରଳର ଏକ ରାଜନୈତିକ ଦଳ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗକୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସିଏଏକୁ ନିଷିଦ୍ଧ କରିବା ପାଇଁ…

ହରିଆଣାରେ ନୂଆ ସରକାର ପରେ ବିଜେପିରେ ବିଦ୍ରୋହ ଆଶଙ୍କା,ଶପଥ ଗ୍ରହଣ ସମାରୋହକୁ ବୟକଟ କଲେ ପୂର୍ବତନ ମନ୍ତ୍ରୀ ଅନିଲ ଭିଜ…

କନକ ବ୍ୟୁରୋ: ହରିଆଣା ସରକାରରେ ନେତୃତ୍ୱ ପରିବର୍ତନ ପରେ ଶାସକ ଦଳରେ ବିଦ୍ରୋହ ଆଶଙ୍କା । ମନୋହର ଲାଲ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ ନୟାବ ସିଂହ ରାଜ୍ୟର ୧୨ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଆଜି ୫ ଜଣ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ମନୋହର ସରକାରରେ ଗୃହମନ୍ତ୍ରୀ ଥିବା…

ନିର୍ବାଚନ କମିଶନଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ଦାଖଲ କଲା ଏସବିଆଇ ।

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏସବିଆଇ ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି । ସୋମବାର ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ଏସବିଆଇ ଇଲେକ୍ଟୋରାଲ ବଣ୍ଡର ସମସ୍ତ ତଥ୍ୟ ନିର୍ବାଚନ…