Daily Archives

March 30, 2024

ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା । ଜାଣନ୍ତୁ ଏ ନେଇ କଣ ରାୟ ଦେଲେ ପାଟନା…

କନକ ବ୍ୟୁରୋ : ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଆଜିକାଲି କିଛି ବଡ଼ ଘଟଣା ନୁହେଁ । ହେଲେ ଏମିତି କିଛି ଝଗଡ଼ାକୁ ନେଇ ସ୍ୱାମୀ ରାଗରେ କହିଥିବା କିଛି ଅପଶବ୍ଦକୁ ନେଇ ଜଣେ ମହିଳା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ବିବାହ ବିଚ୍ଛେଦ ପରେ ଅଲଗା ହୋଇ ରହୁଥିବା ଦମ୍ପତ୍ତି ପରସ୍ପରକୁ ହିଂସ୍ର ଭାଷା…

ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା…

କନକ ବ୍ୟୁରୋ : ଓଡିଶାର ୨୧ ଲୋକସଭା ଆସନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା ସିରିଲା । ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା, କାହାକୁ କେଉଁ ଆସନରୁ ମିଳିଲା ଟିକେଟ୍ ବରଗଡ - ପ୍ରଦୀପ ପୁରୋହିତ ସୁନ୍ଦରଗଡ- ଜୁଏଲ ଓରାମ ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ କେଉଁଝର- ଅନନ୍ତ ନାୟକ…

ସବୁଠୁ ଧନୀ ଲୋକସଭା ପ୍ରାଥୀ । ହେଲେ ନିର୍ବାଚନରେ ହରାଇଥିଲେ ଅମାନତ, ଜାଣନ୍ତୁ ମିଳିଥିଲା କେତେ ଭୋଟ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ୧୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏହି ବର୍ଷ ଦେଶର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ ୪ ରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏହି ସମୟ ମଧ୍ୟରେ ଦଳଗୁଡିକ ଦ୍ୱାରା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି…

କଟକ ଲୋକସଭା ପାଇଁ ବିଜେଡି-ବିଜେପିର ଯୋଦ୍ଧା ଘୋଷଣା । ବିଜେପିରୁ ଭର୍ତ୍ତୃହରି, ବିଜେଡିରୁ ସଂତୃପ୍ତ ମିଶ୍ର । କିଏ…

କନକ ବ୍ୟୁରୋ: ଦୀର୍ଘ ଦିନର ଚର୍ଚ୍ଚା ଆଉ ଆଲୋଚନା ଶେଷରେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାକି ଥିବା ଯାଜପୁର, କନ୍ଧମାଳ ଆସନ ସହିତ କଟକ ଲୋକସଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ନିକଟରେ ବିଜେଡିକୁ ବାଏ ବାଏ କହି ପଦ୍ମ ଧରିଥିବା…

ମହିଳା ଲୋକୋ ପାଇଲଟଙ୍କ ଫାଶୀ ଲଗାଇ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

କନକ ବ୍ୟୁରୋ :  ମଧ୍ୟପ୍ରଦେଶର ଶହଦୋଲରେ ଜଣେ ମହିଳା ଲୋକୋ ପାଇଲଟ୍  ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କୋଟୱାଲି ପୋଲିସଷ୍ଟେସନ ପରିସରର କିରଣ ଟକିଜ ନିକଟରେ ଏହି ଘଟଣା ଘଟିଛି । କୋଟୱାଲୀ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରାଘବେନ୍ଦ୍ର ତିୱାରୀ କହିଛନ୍ତି ଯେ ଶନିବାର ଅପରାହ୍ନରେ ତାଙ୍କ…

ଚର୍ଚ୍ଚା ସାଉଁଟୁଛି ବିରାଟ କୋହଲି, ଗୌତମ ଗମ୍ଭୀରଙ୍କ ଭିଡିଓ: ପଡିଆ ଭିତରେ ଗପସପ ସହ ପରସ୍ପରକୁ କଲେ ଆଲିଙ୍ଗନ

କନକ ବ୍ୟୁରୋ: ଆଇପିଏଲ ୧୦ତମ ମ୍ୟାଚରୁ ଆସିଲା ରୋଚକ ଦୃଶ୍ୟ ।କ୍ରିକେଟ ପଡିଆରେ ପରସ୍ପରକୁ ଆଲିଙ୍ଗନ କଲେ ବିରାଟ କୋହଲୀ-ଗୌତମ ଗମ୍ଭୀର । କୋଲକାତା ନାଇଟ ରାଇଡରଠୁ ଆରସିବି ମ୍ୟାଚ ହାରିଛି । ତଥାପି ପଡିଆ ଭିତରେ ଧ୍ୟାନ ଆକର୍ଷଣ କରିଥିଲା କୋହଲୀ-ଗମ୍ଭୀରଙ୍କ ଏହି କିଛି ଫଟୋ ଓ ଭିଡିଓ । ପଡିଆକୁ…