Daily Archives

March 16, 2024

ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ । ସମସ୍ତ କାର୍ଯ୍ୟାଳୟରୁ ହଟୁଛି ହୋଡିଂ,ଲିଫଲେଟ୍, ପୋଷ୍ଟର ।

କନକ ବ୍ୟୁରୋ: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋଡିଂ, ଲିଫଲେଟ୍, ପୋଷ୍ଟର ଓ ସରକାରୀ ଯୋଜନାର ବାର୍ତ୍ତା…

ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ସାଙ୍ଗର ପ୍ରେମ ପାଇଁ ଜୀବନ ହରାଇଲା ସାଙ୍ଗ, ରାଜଧାନୀରେ ଚାଂଚଲ୍ୟ

କନକ ବ୍ୟୁରୋ : ଅଞ୍ଜନ ବେହେରା ଓ ଗୌତମ ସାହୁ ଦୁଇଜଣ ସାଙ୍ଗ । କ୍ୟାଟେରିଙ୍ଗ ସଂସ୍ଥାରେ କକଟେଲ ବୟ ଭାବରେ କାମ କରନ୍ତି । ଗୌତମଙ୍କ ବାନ୍ଧବି ନିହାରିକା । ନିହାରିକାଙ୍କ ସହ ଗୌତମର ଫୋନ କଲ, କଥାବାର୍ତା ଆଉ ମିଳିମିଶା । ଏସବୁକୁ ଭଲରେ ଦେଖି ପାରୁ ନଥିଲା ନିହାରିକାଙ୍କ ପୁରୁଣା ପ୍ରେମିକ…

ଶେଷ କ୍ୟାବିନେଟରେ ୭ଟି ବିଭାଗର ୧୪ଟି ପ୍ରସ୍ତାବରେ ବାଜିଲା ମୋହର । ମହାନଦୀରେ ହେବ ଆଉ ଏକ ସେତୁ, ଶକ୍ତି ବିଭାଗର ୧୮୪୫…

କନକ ବ୍ୟୁରୋ : ୭ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି ବିଜେଡି ସରକାରର ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ । ଏଥିରେ ୧୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର…

ମଝି ସମୁଦ୍ରରେ ଭାରତର ପରାକ୍ରମ । ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ମାଲଟା ଜାହାଜକୁ କଲା ରକ୍ଷା ଭାରତୀୟ ନୌସେନା

କନକ ବ୍ୟୁରୋ: ପୁଣି ଥରେ ସମୁଦ୍ର ମଝିରେ ଦେବଦୂତ ସାଜିଛି ଭାରତ । ଜଳଦସ୍ୟୁଙ୍କ କବଳରୁ ମାଲଟାର ମାଲବାହୀ ଜାହାଜକୁ ରକ୍ଷା କରିବା ସହ ଏଥିରେ ଥିବା କ୍ରିୟୁ ସଦସ୍ୟଙ୍କ ଜୀବନ ବଞ୍ଚାଇଛି ଭାରତୀୟ ନୌସେନା । ଆରବ ମହାସାଗରରେ ଏମବି ରୁଏନ ଜାହାଜକୁ ସୋମାଲିଆ ଡାକୁ ଚାରିପଟୁ ଘେରି ଅପହରଣ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଆଶ୍ୱସ୍ତି । ୧୫ ହଜାର ଟଙ୍କା ବଣ୍ଡ ବଦଳରେ ଆଗୁଆ ଜାମିନ…

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ୧୫ ହଜାର ଟଙ୍କା ବଣ୍ଡ ବଦଳରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କଲେ ଦିଲ୍ଲୀ ରାଉସ ଆଭିନ୍ୟୁ କୋର୍ଟ । ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ କେଜ୍ରିୱାଲଙ୍କୁ ହାଜର ହେବା…

ନିର୍ବାଚନ ତାରିଖ ଘୋଷଣା ବେଳେ ନିର୍ବାଚନ କମିସନଙ୍କ ସାୟରି । ରହିମଙ୍କ ସାୟରି ସହ ନିଜେ ଲେଖିଥିବା କବିତା ଶୁଣାଇଲେ…

କନକ ବ୍ୟୁରୋ : ନିର୍ବାଚନ ବେଳେ ପରସ୍ପରକୁ ଆକ୍ଷେପ କରନ୍ତୁ ନାହିଁ । ନେତା ଏବଂ ରାଜନେତାଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନର । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ପ୍ରଚାର ବେଳେ ଯାହା କୁହାଯାଉଛି ତାହା ସବୁଦିନ ପାଇଁ ଡିଜିଟାଲ ରେକର୍ଡ ହୋଇ ରହିବ । ତେଣୁ ଅପଶବ୍ଦରୁ…