Daily Archives

March 20, 2024

ବିନା ସିଟ୍ ବେଲ୍ଟରେ ବିଧାୟିକାଙ୍କ ପୁଅ ଚଳାଉଥିଲେ କାର । ବାଟରେ ଅଟକାଇଲା ଟ୍ରାଫିକ, ଘରକୁ ଫୋନ କରିବା ପରେ ମିଳିଲା…

କନକ ବ୍ୟୁରୋ : ଯଦି ରାସ୍ତାରେ କୌଣସି ବିଧାୟକ, ସାଂସଦ କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ସଂପର୍କୀୟଙ୍କର ଟ୍ରାଫିକ ପୋଲିସ ଚାଲାଣ କାଟିଥାଏ ସେମାନେ ଟ୍ରାଫିକ ପୋଲିସକୁ ଧମକ ଦେଇଥାନ୍ତି । ହେଲେ ଯଦି ଲୋକ ପ୍ରତିନିଧୀ ବୁଝିବାର ଲୋକ ହୋଇଥିବେ ତେବେ ସେ ତାଙ୍କ ସଂପର୍କୀୟଙ୍କୁ ଉଚିତ ଜବାବ…

ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି । ମାର୍ଚ୍ଚ ୩୧ ତାରିଖ ରବିବାରରେ ଖୋଲା ରହିବ ବ୍ୟାଙ୍କ

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୩୧ ରବିବାର ଦିନ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦିଆଯାଇଛି । ରିଜର୍ଭ…

ଆଉ ଦିନକ ପରେ ଆଇପିଏଲ-୨୦୨୪ । ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ କମାଇବାକୁ ଏଥର ନୂଆ ନିୟମ

କନକ ବ୍ୟୁରୋ : ଶୁକ୍ରବାରରୁ ଆରମ୍ଭ ହେଉଛି ଆଇପିଏଲର ୧୭ ତମ ସଂସ୍କରଣ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଆଇପିଏଲରେ ବୋଲରଙ୍କ ପ୍ରଭାବ କମୁଥିବାରୁ ଚଳିତ ଆଇପିଏଲରେ ବୋଲରଙ୍କୁ ସୁହାଇବା ପାଇଁ ନୂଆ ନିୟମ ହେବ । ବୋଲରମାନେ…

ଜାତିସଂଘ ପ୍ରକାଶ କଲା ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକା । ୧୪୩ ଦେଶ ମଧ୍ୟରୁ ୧୨୬ ନମ୍ବରରେ ଭାରତ

କନକ ବ୍ୟୁରୋ : ଜାତିସଂଘ ପ୍ରକାଶ କଲା ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକା । ସପ୍ତମ ଥର ପାଇଁ ଲଗାତାର ସର୍ବୋଚ୍ଚ ସ୍ଥାନରେ ରହିଛି ଫିନଲାଣ୍ଡ । ସୁଖୀ ରାଷ୍ଟ୍ର ତାଲିକାରେ ଫିନଲାଣ୍ଡ ତଳେ ରହିଛନ୍ତି ଡେନମାର୍କ, ଆଇସଲାଣ୍ଡ ଏବଂ ସ୍ୱିଡେନ । ତାଲିକାରେ ଶୀର୍ଷରେ ଅଧିକାଂଶ ୟୁରୋପିଓ ଦେଶ ରହିଥିବା…

ପଂଜାବ ସରକାରଙ୍କ ଉପରେ ସିଦ୍ଧୁ ମୁସେୱାଲା ପରିବାରର ଅଭିଯୋଗ । କହିଲେ ନବଜାତ ଶିଶୁର ଜନ୍ମପ୍ରକିୟା ଉପରେ ରିପୋର୍ଟ ମାଗି…

କନକ ବ୍ୟୁରୋ : ପଂଜାବ ସରକାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକପ୍ରିୟ ପଂଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲଙ୍କ ପରିବାର । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଭିଡିଓ ଜାରି କରି ଅଭିଯୋଗ ଆଣିଛନ୍ତି ସିଦ୍ଧୁ…

ଇଡିର ସମନ ବିରୋଧରେ ହାଇକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କାହିଁକି ହଜାର ହେଉନ ସପ୍ତାହ ମଧ୍ୟରେ ତା’ର ଉତର ରଖିବାକୁ…

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏବଂ ଇଡି ମଧ୍ୟରେ ଛକାପଞ୍ଜା ହାଇକୋର୍ଟରେ ପହଂଚିଛି । ଇଡିର ସମନକୁ ବେଆଇନ ଦର୍ଶାଇ କେଜରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟ ଯାଇଥିଲେ । ମାମଲାର ଶୁଣାଣି କରି କୋର୍ଟ ଇଡିକୁ ଦୁଇ ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ…