Daily Archives

March 27, 2024

ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋର: ମୁମ୍ବାଇ ବିପକ୍ଷରେ ୨୭୭ ରନର ବିଶାଳ ସ୍କୋର କଲା ହାଇଦ୍ରାବାଦ

କନକ ବ୍ୟୁରୋ: ଆଜି ମୁମ୍ବାଇ-ହାଇଦ୍ରାବାଦ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ମୁମ୍ବାଇ ବୋଲରଙ୍କୁ ବିସ୍ଫୋରକ ମାଡ ମାରିଛନ୍ତି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ଫଳରେ ହାଇଦ୍ରାବାଦ ୨୭୭ ରନର ବିଶାଳ ସ୍କୋର କରିପାରିଛି । ଯାହା ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋର । ଆଜିର…

ଭାରତୀୟ କ୍ରିୟୁ ସଦସ୍ୟଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶଂସା । ବାଇଡେନ କହିଲେ, ଉପସ୍ଥିତ ବୃଦ୍ଧି ଖଟାଇ ବହୁ ଜୀବନ…

କନକ ବ୍ୟୁରୋ : ଦିନକ ପୂର୍ବରୁ ଆମେରିକାରୁ ଆସିଥିଲା ବଡ ଖବର । ମାଲବାହୀ ଜାହାଜ ଧକ୍କାରେ ବାଲଟିମୋରର ଦୀର୍ଘତମ ବ୍ରିଜ ତାସ ଘର ପରି ଭୁଷୁଡି ପଡିଥିଲା । ସୋସିଆଲ ମିଡିଆଠୁ ନେଇ ଆମେରିକା ଓ ଅନ୍ୟ ରାଷ୍ଟ୍ରର ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା । ଘଟଣାରେ ଏବେ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଥିବା…

ବିଟ୍ରେନରେ ଘୃଣାର ଶିକାର ହେଲେ ଭାରତୀୟ ଛାତ୍ର । ଭିଡିଓ ଜାରି କରି ଅଭିଯୋଗ ଆଣିଲେ ସତ୍ୟମ ସୁରାଣା

କନକ ବ୍ୟୁରୋ : ବିଟ୍ରେନରେ ଘୃଣାର ଶିକାର ହେଲେ ଭାରତୀୟ ଛାତ୍ର । ଏଭଳି ଅଭିଯୋଗ ଆଣିଛନ୍ତି ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଡୁଥିବା ଭାରତୀୟ ଛାତ୍ର ସତ୍ୟମ ସୁରାଣା । ଏକ ଭିଡିଓ ଜାରି କରି ସତ୍ୟ କହିଛନ୍ତି ଯେ ଛାତ୍ର ନିର୍ବାଚନରେ ସେ ଜଣେ ପ୍ରାର୍ଥୀଭାବେ ଛିଡା ହୋଇଛନ୍ତି । ଭୋଟ…

ଟିକେଟ ନପାଇବା ପରେ ବରୁଣ ଗାନ୍ଧୀଙ୍କ ନିଷ୍ପତି । ନିର୍ବାଚନ ଲଢ଼ିବେନି କିନ୍ତୁ ମା ମାନେକା ଗାନ୍ଧୀଙ୍କ ପାଇଁ କରିବେ…

କନକ ବ୍ୟୁରୋ : ଟିକେଟ ମିଳିଲାନି କିନ୍ତୁ ପ୍ରଚାର କରିବେ । ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇନି ଦଳ କିନ୍ତୁ ଚର୍ଚ୍ଚା ହେଉଛି ଯେ ମା ମାନେକା ଗାନ୍ଧୀଙ୍କ ପାଇଁ ସେ କରିବେ ପ୍ରଚାର । ବରୁଣଙ୍କ ଅପେକ୍ଷା ମାନେକାଙ୍କ ଉପରେ ଅଧିକ ବିଶ୍ୱାସ ପ୍ରକାଶ କରି ଦଳ…

ଆସନ ଭାଗବଂଟାକୁ ନେଇ ମହାବିକାଶ ଅଘାଡି ମେଂଟରେ ଫାଟ । ଶିବସେନା ଉଦ୍ଧବ ଗୋଷ୍ଠୀର ପ୍ରାର୍ଥୀ ତାଲିକା ଘୋଷଣାକୁ କଂଗ୍ରେସର…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରୁ ଆସିଛି ବଡ ଖବର । ମହାବିକାଶ ଅଘାଡି ମେଂଟରେ ଫାଟ ସୂଚନା । ଶିବସେନା ଉଦ୍ଧବ ଗୋଷ୍ଠୀ ୧୭ଜଣ ପ୍ରାର୍ଥୀଙ୍କୁ ନେଇ ପ୍ରଥମ ତାଲିକା ଘୋଷଣା କରିବା ପରେ ଚିହିଁକି ଉଠିଛନ୍ତି କଂଗ୍ରେସ ନେତା ସଂଜୟ ନିରୁପମ । ସଂଜୟ କହିଛନ୍ତି ୟୁବିଟିର ଏଭଳି ନିଷ୍ପତି…

ବିଜେପି ନେତା ଓ କଂଗ୍ରେସ ନେତ୍ରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ । ବିଜେପି ନେତା ଦିଲ୍ଲୀପ ଘୋଷ…

କନକ ବ୍ୟୁରୋ : ବିବାଦୀୟ ବୟାନ ଦେବା ପରେ ଅଡୁଆରେ ବିଜେପି ନେତା ଦିଲ୍ଲୀପ ଘୋଷ । ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେବା ପରେ ଦିଲ୍ଲୀପଙ୍କୁ ଏବେ ନୋଟିସ ପଠାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତ ଇସି । ନିକଟରେ ଟିଏମସିର ଏକ…