Daily Archives

March 2, 2024

ଲୋକସଭା ନିର୍ବାଚନ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ ଘୋଷଣା । ନିର୍ବାଚନ ଦାୟିତ୍ୱରୁ ମୁକ୍ତ ପାଇଁ ଜେପି ନଡ୍ଡାଙ୍କୁ କଲେ…

କନକ ବ୍ୟୁରୋ : ରାଜନୀତି ଛାଡିପାରନ୍ତି କ୍ରିକେଟରରୁ ରାଜନେତା ହୋଇଥିବା ବିଜେପି ସାଂସଦ ଗୌତମ ଗମ୍ଭୀର । ଗମ୍ଭୀରଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି । ଏକ୍ସ ମାଧ୍ୟମରେ ସେ ନିଜ ସମର୍ଥକ ମାନଙ୍କୁ ସୂଚନା କି ଆଗକୁ କ୍ରିକେଟ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେବାକୁ…

ଯୁଦ୍ଧ ଭିତରେ ଘାତକ ଓ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କଲା ରୁଷ । ୟାର୍ସ ମିସାଇଲ ପରୀକ୍ଷଣ ପରେ ପୁଟିନ କହିଲେ ରୁଷକୁ…

କନକ ବ୍ୟୁରୋ : ନାଟୋକୁ ଧମକ ଦେବା ୨୪ଘଂଟା ନପୁରୁଣୁ ପୁଣି ଆକ୍ସନ ମୋଡରେ ରୁଷ ରାଷ୍ଟ୍ରପତି । ଇଂଟର କଟିଂନେଂଟାଲ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିିଛି ରୁଷ । ୟୁକ୍ରେନ ସହ ରୁଷର ଯୁଦ୍ଧ ଚାଲିଥିବାବେଳେ ୟାର୍ସ ମିସାଇଲ ପରୀକ୍ଷଣ କରି ବିଶ୍ୱକୁ ଖୁଲମଖୁଲା ଧମକ ଦେଇଛି । ଏହି ମିସାଇଲ ୫ହଜାର…

ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାଂଟଙ୍କ ପ୍ରି-ୱେଡିଂ ସମାରୋହ । କକଟେଲ ପାର୍ଟିରେ ଲୋକପ୍ରିୟ ପପଷ୍ଟାର ରିହାନାଙ୍କ…

କନକ ବ୍ୟୁରୋ : ଚଳିତବର୍ଷର ସବୁଠୁ ଭବ୍ୟ ଓ ବଡ ବାହାଘର ହେବାକୁ ଯାଉଛି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ଜୁଲାଇ ୧୨ ତାରିଖରେ ହେବ । ୩ମାସ ପୂର୍ବରୁ ଗୁଜରାଟ ଜାମନଗରରେ ଆରମ୍ଭ ହୋଇଛି ୩ଦିନିଆ ପ୍ରି-ୱେଡିଂ ଫଙ୍କସନ । ପ୍ରଥମ ଦିନରେ ଅମ୍ବାନୀ…

ଏନଏସି ମାନ୍ୟତା ପାଇଁ ଦାବି ବଢୁଛି: ବିଭିନ୍ନ ଅଂଚଳରେ ତେଜୁଛି ଆନ୍ଦୋଳନ

କନକ ବ୍ୟୁରୋ: ରାଜ୍ୟ ସରକାର ନିକଟରେ ୩୫ଟି ଅଂଚଳକୁ ଏନଏସି ଭାବେ ଘୋଷଣା କରିଛନ୍ତି । ହେଲେ ଏହି ଘୋଷଣା ପରଠୁ ବିଭିନ୍ନ ଜାଗାରେ ପ୍ରତିବାଦ ଦେଖିବାକୁ ମିଳୁଛି । ଯେଉଁ ଅଂଚଳ ଗୁଡ଼ିକ ଏହି ଏନଏସି ତାଲିକାକରୁ ବାଦ ପଡ଼ିଛନ୍ତି, ସେଠାରେ ବିଭିନ୍ନ ଉପାୟରେ ପ୍ରତିବାଦ କରାଯାଉଛି । ରାଜ୍ୟରେ ୩୫ଟି…

ଚିନ୍ତା ବଢ଼ାଉଛି ଆମେରିକାରେ ଭାରତୀୟଙ୍କ ହତ୍ୟା । ଗୁଳିମାଡ଼ରେ ଆଖି ବୁଝିଲେ ପ୍ରସିଦ୍ଧ ଭାରତନାଟ୍ୟମ ଓ କୁଚିପୁଡୀ…

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଆମେରିକାରେ ଭାରତୀୟଙ୍କ ହତ୍ୟା । ପୁଣି ଥରେ ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । କୋଲକାତାର କୁଚିପୁଡୀ ନୃତ୍ୟଶିଳ୍ପୀ ଅମରନାଥଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମର୍ଣ୍ଣିୱାକ ସମୟରେ ଅମରନାଥଙ୍କୁ ଗୁଳିକରିବା ପରେ ଦୁବୁର୍ତ ଘଟଣାସ୍ଥଳରୁ ଫେରାର…

ବଢୁଛି ତାପମାତ୍ରା: ମାର୍ଚ୍ଚ ଶେଷ ସପ୍ତାହରୁ ହିଟ୍ ୱେଭ୍ ପରିସ୍ଥିତି! ୩ ମାସ ଧରି ଆକାଶରୁ ବର୍ଷିବ ନିଆଁ!

କନକ ବ୍ୟୁରୋ: ଦିନର ସର୍ବୋଚ୍ଚ ତାପମାତ୍ରା ବଢି ଚାଲିଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଆଗକୁ ଆହୁରି ଅସମ୍ଭାଳ ହେବ ସ୍ଥିତି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ…